Monthly Archives

August 2025

ବିଭିନ୍ନ ସ୍କୁଲର ଛାତ୍ର ଓ ଛାତ୍ରୀଙ୍କୁ ଗ୍ରାସୀମ କମ୍ପାନୀ ତରଫରୁ ସ୍କୁଲ ବ୍ୟାଗ୍ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସିମ୍ କମ୍ପାନୀ ତରଫରୁ ଗଞ୍ଜାମ ଏନଏସି ଅନ୍ତର୍ଗତ ଜୟଶ୍ରୀ ପ୍ରାଥମିକ ବିଦ୍ୟାଳୟ ଓ ପୁଇଁତଲା ସ୍କୁଲ ରେ ବେଗ ବଣ୍ଟନ କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ପଟ୍ଟନାୟକ ସ୍ଥାନୀୟ ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ କଲେଜ ଛାତ୍ରୀ ମୃତ

କେସିଙ୍ଗା : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣେ କଲେଜ ଛାତ୍ରୀ ମୃତ ଅନ୍ୟ ଜଣେ ଗୁରୁତର । ବୁଧବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ୨୬ନଂ ଜାତୀୟ ରାଜପଥ ସୁକନାଭଟା ଗ୍ରାମ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ଥିବା କଲେଜ ଛାତ୍ରୀଙ୍କର
Read More...

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

ଦୁଇ ସପ୍ତାହ ମଧ୍ୟରେ ତଦନ୍ତର ସ୍ଥିତି ସହିତ ବିସ୍ତୃତ ରିପୋର୍ଟ ଦାଖଲ କରିବା ଲାଗି ପୁଲିସ ଡିଜିଙ୍କୁ ଜାରି କଲେ ନୋଟିସ୍ ନୂଆଦିଲ୍ଲୀ, (ପିଆଇବି) : ଗତ ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ
Read More...

ଆରଟିଆଇ ଅଧୀନରେ ସ୍ୱଚ୍ଛତା ରକ୍ଷା କରିବା ସହିତ ଗୋପନୀୟତାକୁ ବଜାୟ ରଖିଛି ଡିପିଡିପି ଆଇନ, ୨୦୨୩

ଗୋପନୀୟତା ଅଧିକାର ଏବଂ ସୂଚନା ଅଧିକାର ମଧ୍ୟରେ ସନ୍ତୁଳନ ସ୍ଥାପନ କରିଛି ସୂଚନା ଅଧିକାର ଆଇନରେ ସଂଶୋଧନଆଇନ ଅନୁଯାୟୀ ବିଭିନ୍ନ ଗଣମାଧ୍ୟମ ସଂଗଠନ ସହିତ ଆଲୋଚନା କରିବା ସହ ନିୟମାବଳୀ ପାଇଁ ବ୍ୟାପକ ବିଚାରବିମର୍ଶ କରିଛନ୍ତି ସରକାର ନୂଆଦିଲ୍ଲୀ, (ପିଆଇବି) : ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ
Read More...

ରାଜ୍ୟରେ ଆଇଆଇଏମ୍ ପ୍ରତିଷ୍ଠା ପାଇଁ ଆସାମବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଆସାମର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଆଇଆଇଏମ୍ ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା
Read More...

ଗୁରୁବାର ଉଦଘାଟନ ହେବ ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବର ପ୍ରଥମ ସଂସ୍କରଣ

୨୪ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା କରିବେ ଶ୍ରେଷ୍ଠ ଜାତୀୟ ଏବଂ ଅନ୍ତର୍ଜାତୀୟ ଆଥଲେଟ୍ଫୋକସରେ ରହିବେ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ କେରଳର ଦଳ ନୂଆଦିଲ୍ଲୀ, (ପିଆଇବି) : ଜମ୍ମୁ ଏବଂ କାଶ୍ମୀରର ବିଖ୍ୟାତ ଡାଲ୍ ହ୍ରଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୧ ତାରିଖରେ "ବିଶ୍ୱ ବରିଷ୍ଠ ନାଗରିକ ଦିବସ" ପାଳନ କରାଯାଏ । ଜଣେ ବ୍ୟକ୍ତି ଯଦି ୬୦ରୁ ୮୦ ବର୍ଷ ବୟସର ହୋଇଥାନ୍ତି ତେବେ ତାଙ୍କୁ ବରିଷ୍ଠ ନାଗରିକ ଭାବରେ
Read More...

ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅର୍‌ଜେଣ୍ଟ ପ୍ରେସ୍‌ମିଟ୍‌ରେ ବଲାଙ୍ଗିର ବିଜୁ ଜନତା ଦଳ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ବାଦିକରେ ବିଜେଡ଼ି କରିଛି ବଡ଼ ଖୁଲାସା । ବଲାଙ୍ଗିରରେ କୃଷି ବିଶ୍ୱିବଦ୍ୟାଳୟ ଦାବୀ କରିବା ସହ ନୂଆ ସରକାରରେ
Read More...

ଭାରତୀୟ ଭାଷାଗୁଡ଼ିକରେ ଏଆଇ-ଚାଳିତ ରିଅଲ୍-ଟାଇମ୍ ଅନୁବାଦକୁ ବୃଦ୍ଧି କରିବା ପାଇଁ ‘ଭାଷାସେତୁ’ ଚ୍ୟାଲେଞ୍ଜ

ପ୍ରାରମ୍ଭରେ ଓଡ଼ିଆ ସମେତ ୧୨ଟି ଭାଷା ଅନ୍ତର୍ଭୁକ୍ତ କରାଯାଇଥିଲା ; ଏହାପରେ ସଂସ୍କୃତ, ଡୋଗ୍ରୀ ସମେତ ଆହୁରି ୧୦ଟି ଭାଷା ସାମିଲ୍ କରିବା ପାଇଁ ଯୋଜନା ରହିଛିସରକାର ବହୁଭାଷୀ ଭାରତ ପାଇଁ ସ୍ୱଦେଶୀ ଏଆଇ/ଏମଏଲ ନବସୃଜନକୁ ପ୍ରୋତ୍ସାହିତ କରୁଛନ୍ତି ନୂଆଦିଲ୍ଲୀ, (ପିଆଇବି) : ‘ଭାଷାସେତୁ’
Read More...

୭୫୦ ବୋତଲ ଏସକଫ୍ କଫ ସିରପ ଜବତ, ୫ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ୭୫୦ ବୋତଲ ଏସକଫ୍ କଫ ସିରପ ଜବତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟାଉନ
Read More...