Monthly Archives

August 2025

ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜକୁ ୨ ସ୍ୱର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ହାସଲ

ଡେପୁଟି କଲେକ୍ଟର ଡ଼. ଶୁଭଙ୍କରି ସୁଦେଷ୍ଣା ଦାଶଙ୍କୁ ସଫଳତା ପାଇଁ ଅଭିନନ୍ଦନ ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତୀୟ ଶକ୍ତି ଉତ୍ତୋଳନ ସଙ୍ଘ ଆନୁକୂଲ୍ୟରେ ଝାରଖଣ୍ଡର ଜାମଶେଦପୁରଠାରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଦଳର ୩ ଜଣ ଖେଳାଳି ୪ଟି ପଦକ ହାସଲ
Read More...

ଧର୍ମ କିମ୍ବା ବିଶ୍ୱାସ ଆଧାରରେ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୨୨ ଅଗଷ୍ଟରେ ପାଳନ କରାଯାଉଥିବା "ଧର୍ମ କିମ୍ବା ବିଶ୍ୱାସ ଆଧାରରେ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ଦିବସ", ସେମାନଙ୍କ ବିଶ୍ୱାସ ଯୋଗୁଁ ହିଂସା କିମ୍ବା ଭେଦଭାବର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ମନେ
Read More...

ଜୁଲାଇ ମାସରେ ଜାତୀୟ ଉପଭୋକ୍ତା ହେଲ୍ପଲାଇନ ମାଧ୍ୟମରେ ୨.୭୨ କୋଟି ଟଙ୍କା ଫେରି ପାଇଲେ ଉପଭୋକ୍ତା

• ଇ-କମର୍ସ ସଂସ୍ଥା ବିରୋଧରେ ଆସିଥିବା ୧.୩୪ କୋଟି ଟଙ୍କାର ଅଭିଯୋଗ ସମାଧାନ• ଏନସିଏଚକୁ କଲ୍ ସଂଖ୍ୟା ଦଶ ଗୁଣା, ହ୍ୱାଟ୍ସଆପ୍ ଅଭିଯୋଗ ସଂଖ୍ୟା ୨୦% ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନସିଏଚ୍) ଜୁଲାଇ ମାସରେ ୨୭ଟି କ୍ଷେତ୍ରରେ ୭,୨୫୬ଟି ଉପଭୋକ୍ତା
Read More...

ପାଟଣାଗଡ଼ ବ୍ଲକ ଛକକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବୀରେ ରାସ୍ତାରେ ପଦ୍ମଫୁଲ ଚାଷ କରି ପ୍ରତିବାଦ

ପାଟଣାଗଡ଼ : ଏକ ଐତିହାସିକ ଛୋଟ ସହର । ପୁରାତନ ସମୟରାଜା ରାଜୁଡ଼ା ଅମଳରେ ଏଠାରେ ପାଟଣା ଷ୍ଟେଟର ରାଜଧାନୀ ଥିଲା । ପାଟଣା ଷ୍ଟେଟକୁ ରାଜା ମାନେ ପିଢ଼ି ପରେ ପିଢ଼ି ଶାସନ କରି ଆସୁଥିଲେ । ଏହା କୁଆଁରୀ ପାଟଣା ନାମରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଛୋଟ ସହରରେ ଦୀର୍ଘ ବର୍ଷ ଧରି ରାସ୍ତା
Read More...

ଲୋଇସିଂହା ବ୍ଲକ ବାରିକ ସମାଜର ନୂତନ କର୍ମକର୍ତ୍ତା ଚୟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାରିକ ସମାଜର ବାରିକ ଭବନ ଠାରେ ବ୍ଲକ ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି କଂଗାଲୁ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୋଇସିଂହା ବ୍ଲକ କୁଶମେଲ ଗ୍ରାମରେ ଜନ୍ମିତ ବାରିକ ସମାଜର ଗର୍ବ ଓ ଗୌରବ
Read More...

‘ବିଜୟଶ୍ରୀ ସମ୍ମାନ’ ପାଇବେ ଚାରି ବିଶିଷ୍ଟ ଅଧ୍ୟାପକ

ଡ. ବିଜୟ ପଟ୍ଟନାୟକ ସାରସ୍ୱତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା 'ବିଜୟଶ୍ରୀ'ରେ ମନ୍ଥନ ହେବ ମେହେର କାବ୍ୟ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥାନୀୟ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଡ. ବିଜୟ
Read More...

ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତର ବଡ଼ ଡୁଙ୍ଗୁରିପାଲି ଗ୍ରାମର ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ଉପ ଜିଲ୍ଲାପାଳ ପଦ୍ମପୁରଙ୍କୁ ଭେଟି ସେହି ଅଞ୍ଚଳରେ ବା ସେହି ଗ୍ରାମରେ ମଦ ବିକ୍ରି
Read More...

ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ବିଜେଡିର ୧୨ଘଣ୍ଟିଆ ବନ୍ଦ ପାଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିରେ ବିଜେଡି ଜୟପାଟଣା ବ୍ଲକ ଅନୁକୂଳରେ ଆୟୋଜିତ ୧୨ଘଣ୍ଟିଆ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗମନା ଗମନ ବ୍ୟବସ୍ଥା ଠପ୍
Read More...

ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ତାଲା ପକାଇ ଚାଲିଗଲେ ସାର୍ : ରାତି ସାରା ସ୍କୁଲରେ ଅଟକ

କେନ୍ଦୁଝର : ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ଚାଲିଗଲେ ସାର୍ । ରାତି ସାରା ସ୍କୁଲରେ ଅଟକ ରହିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ
Read More...

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃରାଜ୍ୟ ସ୍ତରୀୟ ସି.ବି.ଏସ୍ .ଇ ଫୁଟବଲ୍ କ୍ଲଷ୍ଟର -୨ଖେଳ ପ୍ରତିଯୋଗିତାର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃରାଜ୍ୟ ସ୍ତରୀୟ ଫୁଲବଲ୍ କ୍ଲଷ୍ଟର -୨ ଖେଳ ପ୍ରତିଯୋଗିତାର ପଞ୍ଚମ ଦିବସରେ ଖେଳାଳୀମାନଙ୍କର ସଙ୍ଘବଦ୍ଧତା ତଥା ଏକତାର ସହ ଚେଷ୍ଟା, ପ୍ରଚେଷ୍ଟା, ସାହସ ଏବଂ ଦୃଢ ମନୋବଳ ସହ ଅକ୍ଳାନ୍ତ ପରିଶ୍ରମ ବଳରେ
Read More...