ଯୁବ ବିଜେପି ନେତା ପଦ୍ମପୁର ନଗର ସଭାପତି ମନୋନୀତ : ପଦ୍ମପୁରରେ ଶକ୍ତିଶାଳୀ ହେବ ବିଜେପି ଦଳ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଯୁବନେତା ପ୍ରମୋଦ ମେହେର ନୂତନ ଭାବେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ନଗର ସଭାପତି ମନୋନୀତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ପାଇକମାଲ ସ୍ଥିତ ବାସଭବନରେ ଶ୍ରୀ ମେହେରଙ୍କୁ ସାଂସଦଙ୍କ!-->…
Read More...
Read More...