Monthly Archives

July 2025

ବଳାତ୍କାର ମାମଲାରେ ଗିରଫ ହେଲେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର…
Read More...

ପ୍ରହସନ ପାଲଟିଛି ଜନଶୁଣାଣୀ ଶିବିର : ଅଧିକାରୀ ବିଳମ୍ବରେ ପହଞ୍ଚିବାରୁ ଜନସାଧାରଣ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ଏଥିଲାଗି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ୧୨.୩୦ଟାରେ ବିଳମ୍ବରେ ପହଞ୍ଚିଥିଲେ ଜିଲ୍ଲାପାଳ ଓ ଏସ୍‌ପି ।…
Read More...

ରାଉରକେଲାରେ ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ : ୭ଜଣଙ୍କୁ ବାନ୍ଧିଲା ପୁଲିସ

ରାଉରକେଲା : ରାଉରକେଲା ସହରରେ ମାତିଛନ୍ତି ବାଇକ୍ ଚୋର । ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିଲେ । ତେବେ ଏହି ଲୁଟେରା ରାକେଟର ପର୍ଦ୍ଦାଫଶ କରି କରିଛି ପ୍ଲାଣ୍ଟ ସାଇଟ୍ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କଠାରୁ…
Read More...

ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟଠାରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନୂତନ ଭାବରେ ନାମ ଲେଖା ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଜାତୀୟ…
Read More...

ନାରୀଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ବିଜେଡି

ସମ୍ବଲପୁର : ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି । ଏଭଳି ଦାବି କରି ସୋମବାର ଅର୍ଥାତ୍ ଆଜି ସମ୍ବଲପୁରରେ ଗର୍ଜିଛି ବିଜୁ ଜନତା ଦଳ । ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଆଜି ପୂର୍ବାହ୍ନ ୧୧ଟାରେ ସମ୍ବଲପୁର ସହରର ଜେଲ୍ ଛକ,…
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଭିକମପାଲି ଶାଖାରୁ ଡକାୟତି

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲୀ ଥାନା ଅନ୍ତର୍ଗତ ଭିକମପାଲି ଚିଖିଲାପଲି ଛକରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ସୋମବାର ଡକାୟତି ହୋଇଛି । ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲୁଟ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । କେତେ ଟଙ୍କା…
Read More...

ବାଇକ୍‌କୁ ଧକ୍କା ଦେଲା ସରକାରୀ ବସ : ୩ ଗୁରୁତର

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ ନିକଟରେ ଏକ ସରକାରୀ ବସ ବାଇକ୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ୩ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତରମାନେ ହେଲେ ରାଇଝରଣ ସିତିରାସାହିର ବୈଷ୍ଣବ…
Read More...

ଉଡାନ୍ ଯୋଜନାରେ ସାମିଲ ହେଉ ସତୀଭଟା ଏୟାରଷ୍ଟ୍ରିପ୍ : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ ସତୀଭଟା ଏୟାରଷ୍ଟ୍ରିପ୍କୁ ସାମିଲ କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ପଦ୍ମପୁରରେ ଥିବା ସତୀଭଟା ଏୟାରଷ୍ଟ୍ରିପ୍କୁ ନେଇ ସାଂସଦ ତୃତୀୟ ଥର ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି । ଏହାସହ…
Read More...

ଦୁର୍ଗା ପୂଜା କମିଟି ପୁର୍ନଗଠିତ

ଜୟପାଟଣା, (ଶେଷଦେବ ବେହେରା) : ସାର୍ବଜନୀନ ଦୁର୍ଗା ପୂଜା କମିଟି ଜୟପାଟଣା ଚଳିତ ବର୍ଷ ପାଇଁ ପୁର୍ନଗଠିତ ହୋଇଯାଇଛି । ଗତ ୧୮ ତାରିଖ ଦିନ ସହ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ପଦବୀ ପାଇଁ ସୌଦାମିନୀ ଦ୍ଵିବେଦୀ, ଆଇନଜୀବୀଙ୍କୁ ଦ୍ଵିତୀୟ ଥର ପାଇଁ ମନୋନୀତ କରାଯାଇଥିଲା ।…
Read More...

ସୁନାମୁଦୀ ବାପୁଜୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଆଜି ସ୍ଥାନୀୟ ବାପୁଜୀ ଉଚ୍ଚ ବିଦ୍ୟାଳୟ ସୁନାମୁଦିଠାରେ କନକବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସୁବର୍ଣ୍ଣ ଜୟନ୍ତୀ ଲଗୋ ଉନ୍ମୋଚିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ…
Read More...