Monthly Archives

July 2025

ସଂରକ୍ଷଣ ଦିବସ ଅବସରରେ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ପାଳନ । ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ମଞ୍ଚର ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂରକ୍ଷଣର ଜନକ ଶାହୁଜୀ ମହାରାଜା ଏବଂ ଡ.…
Read More...

ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତାଦିବସ ସମାରୋହରେ ‘ସମ୍ମାନିତ ଅତିଥି’ଭାବରେ ଯୋଗ ଦେଇଛନ୍ତି । ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ବୀମା ସଖୀ ଯୋଜନା’ର ଐତିହାସିକ ଶୁଭାରମ୍ଭ : ଶିବରାଜ ସିଂହ ଚୌହାନ

ପଞ୍ଚାୟତ ସ୍ତରରେ ତାଲିମପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟାମାନଙ୍କୁ ବୀମା ସଖୀ ଭାବରେ ନିଯୁକ୍ତ କରାଯିବ : କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ'ବୀମା ସଖୀ ଯୋଜନା' ଲଖପତି ଦିଦି ମିଶନକୁ ମଜବୁତ କରିବ, ଅଗଷ୍ଟ ୧୫ ସୁଦ୍ଧା ଲଖପତି ଦିଦିଙ୍କ ସଂଖ୍ୟା ୨ କୋଟି ହେବ - ଶିବରାଜ…
Read More...

ଗଜବନ୍ଧ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗଜବନ୍ଧରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟ କିଶୋର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମପୁର ସିଆରସିସି ପ୍ରଦୀପ୍ତ…
Read More...

ଫୁଣ୍ଡେଲପଦର ଗ୍ରାମରେ ଲଘୁଚାପ ବର୍ଷାରେ ଭାଙ୍ଗିଲା କଞ୍ଚା ମାଟିଘର :
ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଫୁଣ୍ଡେଲପଦର ଗ୍ରାମର ଦାମୋଦର ଭୋଇଙ୍କ ପୁଅ କୁବେର ଭୋଇ(୩୫)ଙ୍କ କଞ୍ଚା ମାଟିଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଯାଇଛି । ମୁରିବାହାଲ ବ୍ଲକ ଅଞ୍ଚଳରେ ଝିପି ଝିପି ଲଘୁଚାପ ବର୍ଷା ଲାଗି ରହିଥିବା…
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ଚନ୍ଦନଭାଟି ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଷୀ ମୁଖ୍ୟ ଅତିଥି ରୂପେ ,ମୁଖ୍ୟ ବକ୍ତା ରୂପେ ଆଶିଷ କୁମାର ମିଶ୍ର, ସମ୍ମାନିତ…
Read More...

ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲ ଚଳିତ ବର୍ଷ ଏହାର ୧୨୫ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରସ୍ତାବିତ ୨ଟି କାର୍ଯ୍ୟକ୍ରମ ମଧ୍ୟରୁ ଆଜି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଛି । ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମରେ…
Read More...

ଶୋକାକୁଳ ପରିବେଶରେ ଭିନ୍ନକ୍ଷମ ଦିଅରକୁ ହରାଇଥିବା ଜୟମନିଙ୍କ ପରିବାର

ଜୟପାଟଣା, (ଶେଷଦେବ ବେହେରା) : ଦୁଃଖର ଅସୁମାରୀ ବୋଝକୁ ବର୍ଷ ବର୍ଷ ଧରି ମୁଣ୍ଡେଇ ଆସିଥିବା ଜୟମନିଙ୍କ ଭାଗ୍ୟରେ ପୁଣି ଏକ ଛାତିଫଟା ବିପଦ କାଳରାତ୍ରୀ ହୋଇ ଦେଖାଦେଲା । ଶାଶୁ ଓ ଶ୍ୱଶୁରଙ୍କ ମୃତ୍ୟୁକୁ ଭୁଲି ସାରି ପୁଣି ଏକ ଛୋଟ ପରିବାର ନେଇ ସ୍ୱପ୍ନ ଆଙ୍କୁ ଥିବା ଜୟମନି ପାଇଁ ତାହା ମଧ୍ୟ…
Read More...

ଓଡ଼ିଆ ଭାଷା ବିକାଶ ମଂଚର କଥାକାର : ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲରେ ସେକ୍ଟର ପନ୍ଦର ସ୍ଥିତ କମୁନିଟି ସେଣ୍ଟର ସମ୍ମୁଖରେ ଥିବା ଗୋଦାବରୀଶ ମିଶ୍ରଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ସଭା ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଓ କାରଗିଲ ବିଜୟ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ, ଏକ ପେଡ଼ ମାଁ କେ ନାମ, ମା ପାଇଁ ଗଛଟିଏ ପରି ପଦକ୍ଷେପ ଅନେକ ସମାଜସେବୀ, ସଂଗଠନ' ଅନୁଷ୍ଠାନ ଓ ରାଜନେତା ସବୁଜ ପରିବେଷ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି । ମାତ୍ର ଏହା ସୋସିଆଲ ମିଡିଆରେ ଫଟୋ ମଧ୍ୟରେ ସୀମିତ ହୋଇରହିଛି । ମାତ୍ର ଆଜିର…
Read More...