କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକ୍ଅପ୍ ଗାଡ଼ି ଜବତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମ ଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା (ଓଆର୍ ୦୩ ଡି ୧୮୩୨) ମହିନ୍ଦ୍ରା ମ୍ୟାକ୍ସ ପିକ୍ଅପ୍ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୪୦ ସିଏଫ୍ଟି ହୋଇଥିବା ବେଳେ!-->…
Read More...
Read More...