Monthly Archives

March 2025

କପିଲାଭଟାରେ ଧାନମଣ୍ଡି ସ୍ଥାପନ : ଟିଟିଲାଗଡ଼ ଏଆର୍ ସିଏସ ଅଫିସର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଟିଟିଲାଗଡ଼, (ଅର୍ଜୁୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି ) ସ୍ଥାପନ ପାଇଁ ଆଜି ଟିଟିଲାଗଡ଼ ମଣ୍ଡଳ ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ…
Read More...

ଗାଡ଼ି ଡିକିରୁ ଗଞ୍ଜେଇ ଜବତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆଘାଟି ନିକଟରୁ ପୁଲିସ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ରଞ୍ଜନ ସାମଲ, ରମେଶ ନାୟକ, ଅବିନାଶ ଘଡ଼େଇ, ଆଶିଷ ନାୟକ, ମନୋଜ ନାୟକ, ଅଭିରାମ ପୁହାଣ । ସମସ୍ତଙ୍କ ଘର ହାଟଡିହି ବ୍ଲକ୍ ନନ୍ଦିପଦା ଓ ଭଦ୍ରକ…
Read More...

ଦୁଇ ସପ୍ତାହ ପରେ ଗୁଡ୍ ନ୍ୟୁଜ୍ ଦେବ ଆରବିଆଇ : କମିବ ହୋମ୍ ଲୋନ୍

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଆର୍ଥିକ ବର୍ଷ ୨୦୨୫-୨୬ ଲାଗି ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ସମ୍ପର୍କରେ ଘୋଷଣା କରିଛି । ଆର୍ଥିକ ବର୍ଷର ପ୍ରଥମ ଏମ୍‌ପିସି ବୈଠକ ଏପ୍ରିଲ ୭ ରୁ ୯ ଯାଏ ଅନୁଷ୍ଠିତ ହେବ । ଏହି ବୈଠକରେ ପୁଣି ଥରେ ରେପୋ ରେଟ୍‌ ହ୍ରାସ ହେବ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ଗୁରୁତର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟସ୍ଥ ଥାନା ସାମ୍ନା ବଲାଙ୍ଗିର ପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ ଟିଟିଲାଗଡ଼ ପଟୁ ଆସୁଥିବା ଏକ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା ।…
Read More...

ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍

ରାୟଗଡ଼ା : ଘାଟିରେ ଓଲଟିଲା ବସ୍‌ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଯାତ୍ରୀ ବସ୍‌ । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମା…
Read More...

ବିରୋଧୀଙ୍କୁ ବିଜେପିର ଟାର୍ଗେଟ : ଗୃହର ମର୍ଯ୍ୟାଦା ରହିବା ଜରୁରୀ

ଭୁବନେଶ୍ୱର : ରାଜନୀତି ହାଇଡ୍ରାମା । ପ୍ରଥମେ ବିଧାନସଭା, ପରେ ରାଜରାସ୍ତା, ଆଉ ଏବେ ପ୍ରେସ୍‌ମିଟ୍‌ ଜରିଆରେ ଚାଲିଛି ଆରୋପ -ପ୍ରତ୍ୟାରୋପ । ବୁଧବାର କଂଗ୍ରେସ ପ୍ରେସମିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗୁରୁବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା…
Read More...

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ

ଭୁବନେଶ୍ୱର : ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ…
Read More...

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ପହଂଚାଇଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାୟକ ଲକ୍ଷ୍ମଣ ବାଗ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ କୌଣସି କାମରେ ଯାଇଥିବା ବେଳେ ମୁରିବାହାଲ ବ୍ଲକର ପତ୍ରାପାଲି ଗାଁ…
Read More...

ସରକାରୀ ଯୋଜନାରୁ ବଂଚିତ ୮ ବର୍ଷର ଦିବ୍ୟାଙ୍ଗ ପ୍ରଭାତ ପୁଞ୍ଜି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରୀ ଯୋଜନା ଅନେକ ରହିଛି , କିନ୍ତୁ ୮ ବର୍ଷର ମାନସିକ ରୋଗୀ ପାଇଁ ଯୋଜନା ଅପହଞ୍ଚ ହୋଇପଡିଛି । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ନୂଆପଡା ଗାଁ ଭୀଷ୍ମ ପୁଞ୍ଜିଙ୍କ ପୁଅ ପ୍ରଭାତ ପୁଞ୍ଜି ଜନ୍ମରୁ…
Read More...

ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର : ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଇଥାନ୍ତେ ହୋମଗାର୍ଡ ଚାକିରି । ହେଲେ ଅଧୁରା ରହିଗଲା ସ୍ୱପ୍ନ । ଫିଜିକାଲ୍‌ ଟେଷ୍ଟରେ ଦୌଡିବା ସମୟରେ ଅସୁସ୍ଥ ହୋଇ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ମୃତକ ହେଲେ ବୁଡିଦୋ ଗ୍ରାମର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ସାହେବ ଦେହୁରୀ (୧୯) ।…
Read More...