Daily Archives

ଗୁଡିଘାଟ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତରଙ୍କ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସିମାନଙ୍କରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଶୁକ୍ରବାରଠାରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। । ସେମାନେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏଭଳି କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ । ଦୀର୍ଘ…
Read More...

ଦେଢ଼ବର୍ଷର ଶିଶୁ ନିଖୋଜ ଘଟଣା : ୧୧ ଦିନ ପରେ ଶିଶୁର ଗଳିତ ଶବକୁ ଠାବ କଲା ପୁଲିସ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦେଢ଼ବର୍ଷର ଶିଶୁ ନିଖୋଜ ଘଟଣା । ୧୧ ଦିନ ପରେ ଠାବ ହେଲା ଶିଶୁର ଗଳିତ ଶବ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଅଜିତ ନାଗବଂଶଙ୍କ ନିଖୋଜ ପୁଅର ୧୧ ଦିନ ପରେ ଗଳିତ ଶବକୁ ଠାବ କଲା ପୋଲିସ ।…
Read More...

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତି ବୈଠକ : ପାଣି ସମସ୍ୟା ନେଇ ଗର୍ଜିଲେ ଲୋକ ପ୍ରତିନିଧି

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଗ୍ରୀଷ୍ମ ପ୍ରବାହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବ୍ଲକ…
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନଙ୍କର ସ୍ୱାଗତ ଓ ଗ୍ରାଜୁଏସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟର ଚେୟାରପର୍ସନ ଡକ୍ଟର ମିନାକ୍ଷୀ ଷଡ଼ଙ୍ଗୀ ଯୋଗଦେଇଥିଲେ ।…
Read More...

ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାଇକମାଳ, (କେପିଏନ୍‌ଏସ୍‌) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ପଲ୍ଲି ଆଲୋକ ପାଠାଗାର ବଲାଙ୍ଗିର ଆନୁକୁଲ୍ୟରେ ଗୁରୁବାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପାଇକମାଳ ଗୋଷ୍ଠୀ ଉନ୍ନୟନ…
Read More...

ତହଁକ୍ କୁଟୁମ୍‌ର ବିଶ୍ୱ କବିତା ଦିବସ ପାଳନ

ସାମାଜିକ ଦୃଷ୍ଟିପାତ ହିଁ ଆଜିର କବିତାର ଆବଶ୍ୟକତା ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ କବିତା ଶାଲ୍‌ଠାରେ ତହଁକ୍ କୁଟୁମ୍ ପକ୍ଷରୁ ବିଶ୍ୱ କବିତା ଦିବସ ଆୟୋଜିତ ହୋଇଯାଇଛି । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋସଲି କବିତା ଆସରରେ…
Read More...

ବୁର୍ଡା ପେକ୍ସର ବାର୍ଷିକ ସାଧାରଣ ସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସମବାୟ ବର୍ଷ ଅବସରରେ ଲୋଇସିଂହା ବ୍ଲକ ବୁର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସିଆଲବାହାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ପେକ୍ସ ପରିଚାଳନା ପରିଷଦ ସଭାପତି ବାଲଗୋପାଳ ସାହୁଙ୍କ ଅଧ୍ୟକ୍ଷତାରେ…
Read More...

ବିଶିଷ୍ଟ ରାଜନୀତିଜ୍ଞ ଦୁର୍ଗା ଶଙ୍କର କରଙ୍କ ପରଲୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଇଡି କଲେଜ, କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଶୁକ୍ରବାର ସକାଳ ୬ ଟା ୧୦ ମିନିଟରେ ତାଙ୍କ ଭବାନୀପାଟଣା ମନ୍ଦାର…
Read More...

ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ କଠୋର ଦଣ୍ଡବିଧାନ ସଂଘର ସଂପାଦକ ପିତାମ୍ବର ଖମାରୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ମାଲିକମାନଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉକ୍ତ ବିଷୟକୁ ହୃଦୟଙ୍ଗମ କରି…
Read More...

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନା ସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ ଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସ୍ତରୀୟ ରେଡକ୍ରସ ପୁରସ୍କାର ଭୁବନେଶ୍ୱର ରାଜ ଭବନରେ ପୁରସ୍କୃତ ହୋଇଥିବା ଡ. ଦୈତାରୀ…
Read More...