Monthly Archives

February 2025

ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲୋକନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ରାଜହଂସ ମୁଖ୍ୟ ଅତିଥିଭାବେ
Read More...

ଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ ସ୍ପଷ୍ଟ ଦୃଷ୍ଟି’

ସମ୍ବଲପୁର,(ନିରୋଜ କୁମାର ପାଣୀ) : ସମ୍ବଲପୁରରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗ ଦାନ କରିଥିବା ଲକ୍ଷ୍ମଣ ଭୋଇଙ୍କ ନିର୍ଦ୍ଦେଶନା ଓ ଦିଗ୍‌ଦର୍ଶନ ତଥା ସ୍ଥାନୀୟ ବ୍ଲକ ଶିକ୍ଷା ବିଭାଗ, ଧନକଉଡ଼ । ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବା ଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ
Read More...

ରାମଲୀଳା ପାଇଁ କଳାକାରଙ୍କ ସମ୍ମିଳନୀ

ଯୁବ ପିଢିଙ୍କୁ ଅଭିନୟ ପାଇଁ ତାଲିମ ଦିଆଯିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ନାଟକ ସଂସଦ ରାମଲୀଳା ନାଟକ ପାଇଁ ସର୍ବ ପୁରାତନ ନାଟକ ୨୦୨୫ ପାଇଁ ବଲାଙ୍ଗିର ପଥରଚେପା ପଂଚବଟି ଠାରେ କଳାକାରଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଥିଲା । ନିଳାଗୁରୁ ବାଳମୁକୁନ୍ଦ ବେହେରାଙ୍କ
Read More...

ପତ୍ରାପାଲି(କ)ଗ୍ରାମରେ ଅନୁଷ୍ଠିତ ରାଧାକୃଷ୍ଣ ମନ୍ଦିରର କୁମ୍ଭଭରଣ ଉତ୍ସବରେ ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ସଦର ଗ୍ରାମଠାରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ କଣ୍ଟାବାଞ୍ଜିର ପୂର୍ବତନ
Read More...

ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡ଼ା, (ରମାକାନ୍ତ ପାଡଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଜି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଆଶିଷ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା
Read More...

ଟିଟିଲାଗଡ଼ର ସିରିଡ଼ି ସାଇବାବା ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ୱାର୍ଡ ନମ୍ବର ୪ ମୁଡ଼ାବନ୍ଧ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ସମାରୋହ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଠାରୁ ଡ.
Read More...

ଫାଇଲେରିଆ ନିରାକରଣ ଅଭିଯାନର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୧ଟି ବ୍ଲକ ଓ ୫ଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି
Read More...

ନେକ୍ସଟ ଜେନ୍ ଇନିଷ୍ଟିଚ୍ୟୁଟ ପକ୍ଷରୁ କଲର ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର ୩ ସ୍ଥିତ ନେକ୍ସଟ ଜେନ୍ ଇନିଷ୍ଟିଚ୍ୟୁଟ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗର ବେଲ୍ଟ ପରୀକ୍ଷାରେ ଇନିଷ୍ଟିଚ୍ୟୁଟର ୨୦ ଜଣ ଛାତ୍ରଛାତ୍ରୀ ଭାଗନେଇ ବିଭିନ୍ନ ପ୍ରକାର ରଙ୍ଗର ବେଲ୍ଟ ପାଇବାରେ ମନୋନିତ ହୋଇଥିଲେ । ଏହି ଇନିଷ୍ଟିଚ୍ୟୁଟ ପକ୍ଷରୁ
Read More...

ଟିଟିଲାଗଡ଼ ସିଟି ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ପାହାଡ ପାଖରେ ୧୯୯୮ ଓ ୨୦୦୦ ମସିହାର ସିଟି ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସି.ଟି ସ୍କୁଲର ସେ ସମୟର ପ୍ରଶିକ୍ଷାର୍ଥୀମାନେ ଦୀର୍ଘ ୨୫ ବର୍ଷ ପରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଏହି
Read More...

ଶ୍ରେଷ୍ଠ ଭାରତ ନିର୍ମାଣର ଆଧାର ହେଉଛି ବୈଦିକ ସଂସ୍କୃତି ନାମକ ସେମିନାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆଁପାଲି ଠାରେ ଉଲ୍ଲେଖନୀୟ ଗବେଷଣା ସେମିନାର "ଶ୍ରେଷ୍ଠ ଭାରତ ନିର୍ମାଣ ଆଧାର ବୈଦିକ ସଂସ୍କୃତି ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ପ୍ରମୁଖ ସଂସ୍କୃତ ବିଦ୍ୱାନମାନେ ଉପସ୍ଥିତ ଥିଲେ । ପତଞ୍ଜଳି
Read More...