Monthly Archives

February 2025

ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ଲାଗି ଗ୍ରାମାଞ୍ଚଳରେ ଜୀବନଧାରଣମାନରେ ଉନ୍ନତି ଆଣିବା ଉପରେ ସରକାରଙ୍କ…

୨୦୧୬ରୁ ପିଏମ୍ଏୱାଇ-ଜି ଅଧୀନରେ ୨.୬୯ କୋଟି ଘର ନିର୍ମାଣ ସରିଛିଡିଏୱାଇ-ଏନଆରଏଲଏମ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ଗରିବ ପରିବାରକୁ ୯୦.୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଯୋଗ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ୯.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତିମନରେଗା
Read More...

ଜଳ ଜୀବନ ମିଶନ ପାଇଁ ବଜେଟ୍‍ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି

ଜଳ ଜୀବନ ମିଶନ୍ ଅବଧି ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତଆସନ୍ତା ତିନିବର୍ଷ ମଧ୍ୟରେ ମିଶନ ୧୦୦% ଲକ୍ଷ୍ୟ ହାସଲ କରିବ ନୂଆଦିଲ୍ଲୀ, (ପିଆଇବି) : ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫ - ୨୬ ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ
Read More...

ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)…

ସରକାର ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହ ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠି ଆରମ୍ଭ କରିଛନ୍ତିଏମ୍ଏସ୍ଏମ୍ଇ ସମାଧାନ ଏବଂ ଚାମ୍ପିୟନ୍ସ ପୋର୍ଟାଲ ଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧନଭେମ୍ବର ୨୬, ୨୦୨୪ ସୁଦ୍ଧା
Read More...

ପ୍ରତିକୂଳ ବିଶ୍ୱ ପରିସ୍ଥିତି, ବୈଶ୍ୱିକ ପ୍ରତିଯୋଗିତା ଏବଂ ବଢୁଥିବା ସଂରକ୍ଷଣବାଦକୁ ଅତିକ୍ରମ କରି ଭାରତର ରପ୍ତାନି ୬…

ବୈଶ୍ୱିକ ସେବା ରପ୍ତାନିରେ ଭାରତର ଅଂଶ ୨୦୦୫ରେ ୧.୯ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୪.୩ ପ୍ରତିଶତରେ ପହଞ୍ଚିଛିପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ର ସମାନ ଅବଧିରେ ୪୭.୨ ବିଲିୟନ
Read More...

ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କ ସଭାପତିତ୍ୱରେ
Read More...

କପିଲାଭଟା ପଞ୍ଚାୟତରେ ସ୍ଥାୟୀ ଯୋଗାଣ ସହାୟକ ନିଯୁକ୍ତି କେବେ ?

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତରେ ଦୀର୍ଘ ବର୍ଷ ହେବ ଭଡ଼ାରେ ଯୋଗାଣ ସହାୟକ ଥିବା ବେଳେ ଏଠାରେ ସ୍ଥାୟୀ ସରକାରୀ ଯୋଗାଣ ସହାୟକ ନିଯୁକ୍ତି କରିବା ପାଇଁ ଦାବି ହେଉଛି । ବିଭିନ୍ନ ସମୟରେ ସ୍ଥ।ୟୀ ଯୋଗାଣ ସହାୟକ
Read More...

ବେହେରାମାଲ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବିରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।୧୯୯୩ ମସିହାରୁ ଚାନ୍ଦୋତରାକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ଏହି
Read More...

ବୁଦେଲଗୁମା ଗାଁର ଶହେ ପରିବାରର ଦାବୀ ପୂରଣ : ୩୦ବର୍ଷ ପରେ ଜାଗା ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୩୦ବର୍ଷ ପରେ ଶତାଧିକ ପରିବାର ପାଇଥିବା ୪ ଡିସମିଲ ଲେଖାଏଁ ଜାଗାକୁ ଦେଓଗାଁ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିହ୍ନଟ କରି ବାସହୀନଙ୍କୁ ଭୂମି ପ୍ରଦାନ କରିଥିବା ଜଣାପଡ଼ିଛି । ଏପରି ଏକ ଖବର ଜଣାପଡ଼ିଛି ଦେଓଗାଁ ତହସିଲ
Read More...

ଅର୍ଥନୈତିକ ସର୍ଭେ 2024-25 ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME)କୁ ନିୟନ୍ତ୍ରଣମୁକ୍ତ କରିବା ପ୍ରକ୍ରିୟାକୁ…

ନିୟମଗୁଡ଼ିକର ବୋଝ ହ୍ରାସ କରି, ସରକାର ବ୍ୟବସାୟକୁ ଅଧିକ ଦକ୍ଷ ହେବାରେ, ଖର୍ଚ୍ଚ ହ୍ରାସ କରିବାରେ ଏବଂ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିପାରିବେ: ଅର୍ଥନୈତିକ ସର୍ଭେଅର୍ଥନୈତିକ ସର୍ଭେ 2024-25 ସେମାନଙ୍କର ମୂଲ୍ୟ-କାର୍ଯ୍ୟକ୍ଷମତା ପାଇଁ ନିୟମାବଳୀର ଏକ
Read More...