Monthly Archives

November 2024

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିଦ୍ୟୁତ ବିସ୍ଫୋରଣ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ପୁରା ହସ୍‌ପିଟାଲ ପରିସରରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

କଫ ସିରଫ ନିଶା ବଟିକା ଜବତ : ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଚଣ୍ଡୀଭଟା ଗ୍ରାମର ଗୁରୁଦେବ ସେଠ (୫୦)ଙ୍କୁ ବେଆଇନ ଏସ୍‌କଫ ସିରଫ, ନିଶାବଟିକା, ଦେଶୀମଦ କାର୍‌ବାର୍‌ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ଜଗଦଳପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ
Read More...

ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ । ଖାଲି ଲୁଟ୍‌ର ଶିକାର ନୁହେଁ ଲୁଟ୍‌ ବାହାନାରେ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ପିଇଟି ଶିକ୍ଷକ । ଆକ୍ରମଣରେ ପିଇଟି ଶିକ୍ଷକଙ୍କ ଗୋଟିଏ ହାତ ଓ ଗୋଡ଼ ଛିଣ୍ଡିଯାଇଥିବା ଜଣାପଡିଛି । ଏଭଳି ଅମାନବୀୟ ଘଟଣା
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ପକ୍ଷରୁ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗ ଆନୁକୂଲ୍ୟରେ ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫଟୋଗ୍ରାଫି କୌଶଳକୁ ବିଷୟବସ୍ତୁ ରଖି ଟିମ୍ ନିକୋନ୍ କମ୍ପାନୀ ତରଫରୁ ଆସିଥିବା ବିଶେଷଜ୍ଞ
Read More...

କିଶୋରୀ ସଶକ୍ତିକରଣ ପାଇଁ ସାମଜିକ ପ୍ରଗତି, ନବସୃଜନ ଏବଂ ସ୍ଥିରତାକୁ ନେଇ ନୂତନ ପ୍ରକଳ୍ପ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତ ସଭାଗୃହ ଠାରେ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ତଥା ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଦ୍ୱାରା କିଶୋରୀ ମାନଙ୍କ ସଶକ୍ତି କରଣ ସକାଶେ ସାମଜିକ ପ୍ରଗତି, ନବସୃଜନ ଏବଂ ସ୍ଥିରତା ବିଷୟକୁ ନେଇ ନୂତନ କାର୍ଯ୍ୟକ୍ରମ
Read More...

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ବ୍ରେନ ମ୍ୟାଲେରିଆରେ ମୃତ୍ୟୁ : ମୃତ ଶବ ରଖାଯାଇଥିବା ସ୍ଥାନରେ ଅଜବ ଦୃଶ୍ୟ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବା କରପା ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ରୀର ବ୍ରେନ ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ହେଲେ କରପା ପଞ୍ଚାୟତର କ୍ରିଷ୍ଣାପାତ୍ରଗୁଡା ଗ୍ରାମର ସମ୍ବୁରୁ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ : ସମର୍ଥନ ଜଣାଇଲେ ଅଜିତ ଯୋଷୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଡଙ୍ଗର ଦେବତା ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ଓ ବାହାର ରାଜ୍ୟର ନିର୍ଦ୍ଦିଷ୍ଟ ଅଣ ଓଡ଼ିଆ ଆଦାନୀ କମ୍ପାନୀ ଜମି ଅଧିଗ୍ରହଣ ଏବଂ ଦଲାଲି ପ୍ରକ୍ରିୟାକରଣ ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ଠାରେ ୨୫ ନଭେମ୍ବରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ
Read More...

ଗୋପବନ୍ଧୁଙ୍କ ଜନ୍ମପୀଠକୁ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ପରିଦର୍ଶନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ଥିବା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା ଶନିବାର ଦିନ ପରିଦର୍ଶନ କରିଥିଲେ । ଗୋପବନ୍ଧୁଙ୍କ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୫ ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୫ ଶୁକ୍ରବାର ଦିନ ଆରମ୍ଭ ହୋଇ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ସରକାରୀ ବାଳକ ୟୁପି ସ୍କୁଲ ତୁଷୁରା ଠାରେ ତୃତୀୟ ପିଟିଏମ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ତୃତୀୟ ପିତୃମାତୃ ଶିକ୍ଷକ ସଂଘ ବୈଠକ (ପିଟିଏମ୍) ଅଭିଭାବିକା ପିଙ୍କି ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର
Read More...