Daily Archives

ଭାଗବତ ପାରାୟଣ ସପ୍ତାହ ଜମୁଛି ଭକ୍ତଙ୍କ ପ୍ରବଳ ଜନ ସମାଗମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପରିସରଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମତ ଭାଗବତ ପାରାୟଣ ସପ୍ତାହ ଆୟୋଜିତ ହୋଇଯାଇଛି ।
Read More...

ଇନ୍ଦ୍ରାବତୀ ଜଳ ଭଣ୍ଡାର ୪୭, ୫୭୪ ଜମିରେ ରବି ଜଳ ସେଚନର ଲକ୍ଷ୍ୟ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି ନଥିବାରୁ ରବି ଜଳ ସେଚନକୁ ସଙ୍କୁଚିତ କରିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଗତ ବର୍ଷ ତୁଳନାରେ
Read More...

ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’

ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ପୋଷକତତ୍ତ୍ୱ ଓ ଭିଟାମିନରେ ଭରପୁର ମିଲେଟ ଜାତୀୟ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ପଡିବମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ
Read More...

ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ପ୍ରେମରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଛି । ଏଥିରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୧୫୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ତନ୍ମଧ୍ୟରୁ ୭ଟି
Read More...

ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ଜାମିନ ବିହୀନ ଗିରଫ ଜାରି କଲେ ଏସ୍‌ଡ଼ିଜେଏମ୍‌…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲାରେ ଆସିଲା ଏକ ବଡ ଫଇସଲା । ରାୟଗଡା ଏସ୍‌ଡ଼ିଜେଏମ୍‌ କୋର୍ଟ ଦ୍ୱାରା ଏହି ହତ୍ୟା ମାମଲାରେ ଏନ୍‌. ଭାସ୍କର ରାଓଙ୍କ ସମେତ ଏଲ୍ଲା ଭେଙ୍କଟେଶ୍ଵର ରାଓ ଓରଫ କଣ୍ଡା ବାବୁ, କେ. କ୍ରିଷ୍ଣା ରାଓ,
Read More...

ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା : ୨ ବର୍ଷ ପରେ ବି ହିତାଧିକାରୀଙ୍କୁ ମିଳୁନି ଟଙ୍କା

ସଇଁତଲା, (ପ୍ରମୋଦ ସେଲମା) : ସରକାର ଗରିବ ଶ୍ରେଣୀ ଲୋକମାନଙ୍କ ମୃତ୍ୟୁ ସମୟରେ ଆର୍ଥିକ ଅଭାବ ଯୋଗୁଁ ଶବଦାହ ସମୟରେ ଘଟୁଥିବା ଅସୁବିଧାରୁ ମୁକ୍ତି ଦେବା ପାଇଁ ହରିଶ୍ଚନ୍ଦ୍ର ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଏହି ଶବଦାହ ସମୟରେ ହିଁ ୩ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରାବଧାନ
Read More...

୧୬ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କରମତଲା ପଞ୍ଚାୟତ ଅଧୀନ ଛନଛଡା ଗାଁ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବରପଡା ପୁରାଣ କମିଟି ଆନୁକୂଲ୍ୟରେ ୧୬ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପରିପେକ୍ଷୀରେ ସ୍ଥାନୀୟ
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ନଭେମ୍ବର ୧୧ ତାରିଖ ଠାରୁ ୩ ଦିନ ବ୍ୟାପୀ ପ୍ରଭାବତୀ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସମାଜସେବୀ ଶ୍ରୀମତି ଅଞ୍ଜଳି
Read More...

ଟାଟା ମୋଟରରେ ନିଯୁକ୍ତି ନାଁରେ ଠକେଇ ମାମଲା : କୋର୍ଟରେ ହାଜର ହେଲେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି, ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ । ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର କୋର୍ଟରେ ସେ ହଜାର ହୋଇ ନିଜ ପକ୍ଷ
Read More...

ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନା ସ୍ଥଗିତ

୨୧ରେ ପୁଣି ବୈଠକ ବସି ଫୈସଲା ହେବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆର୍ଜିପଲ୍ଲୀ ଗ୍ରାମପଞ୍ଚାୟତ ବାସୀଙ୍କ ତରଫରୁ ନେତ୍ତୃବର୍ଗ, ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ତ୍ରିପାକ୍ଷିକ
Read More...