Daily Archives

ଘାଏ ଦେଖତ କଳାପଟାର ବାର୍ଷିକୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ଦୀର୍ଘ ୧୦ ବର୍ଷ ହେବ ରାସ୍ତାକଡ଼ରେ ସୃଷ୍ଟି କରାଯାଇଥିବା କଳାପଟା 'ଘାଏ ଦେଖତ' ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଗାଇସିଲେଟ କଲେଜ ଠାରେ ବାର୍ଷିକୋତ୍ସବ ପାଳନ କରାଯାଇଛି । ଘାଏ ଦେଖତ କୁଟୁମ୍ବକୁ ନେଇ ଏକ
Read More...

ବ୍ରାହ୍ମଣ ସମାଜ ପକ୍ଷରୁ ପଞ୍ଚାୟତ ସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ନୈମିଷାରଣ୍ୟ ଠାରେ ଗାଇସିଲେଟ ବ୍ରାହ୍ମଣ ସମାଜର ପକ୍ଷରୁ ପଞ୍ଚାୟତ ସ୍ତରୀୟ ପରିବାର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ଡ. ସୁନିଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ହୋମଯଜ୍ଞ ଓ ପରେ ଗାୟତ୍ରୀ ମାତା ଓ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଡ୍‌କ୍ରସ୍‌ ବିଭାଗ ତରଫରୁ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଯୁବ ରେଡ୍‌କ୍ରସ୍‌ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବଙ୍ଗୋମୁଣ୍ଡା ବ୍ଲକର ବିଡ଼ିଓ ଶଙ୍କର୍ଷଣ
Read More...