Daily Archives

ଡକାୟତି ଘଟଣାରେ ଲାଠୋର ପୋଲିସକୁ ମିଳିଲା ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ଫୁଲଝର ଛକ ଠାରେ ହୋଇଥିବା ଏକ ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୋର୍ଟ ଚାଲାଣ ହୋଇଥିବା ୨ ଅଭିଯୁକ୍ତ ହେଲେ ଫୁଲଝର ଗ୍ରାମର ଦିବାକର ବିଭାର(୨୩) ଏବଂ
Read More...

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନାରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ
Read More...

ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚ ସମାବେଶର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ସେପ୍ଟେମ୍ବର ୧୫ ତାରିଖ ଦିନ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଓ ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ସଭାରେ ବରିଷ୍ଠ ମୁଖ୍ୟ ଉପଦେଷ୍ଟା ବସୁଦେବ ନାଗଙ୍କ
Read More...

କୋଶଳ ପ୍ରବାହରେ ଖବର ପ୍ରସାରଣ ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଫା ହେଲା ସରକାରୀ ଡାକ୍ତରଖାନା ଗେଟ୍‌…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ ବର୍ଷା ଯୋଗୁଁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାର ଗେଟ୍‌ ପାଖରେ ଥିବା ଗଛ ପଡି ରାସ୍ତା ବନ୍ଦ ହୋଇଯାଇଥିଲା । କୋଶଳ ପ୍ରବାହରେ ଖବର ପ୍ରସାରଣ ହେବା ପରେ ଆଜି ଉପଜିଲ୍ଲାପାଳ ରେହାନ ଖେତ୍ରି ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ
Read More...

ଭାଲେରରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ନାରୀ ସଶକ୍ତିକରଣ ଉପରେ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟଙ୍ଗ ଷ୍ଟାର୍‌ କମିଟି ପକ୍ଷରୁ ଭାଲେର ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୪ କାର୍ଯ୍ୟକ୍ରମରେ ନାରୀ ସଶକ୍ତିକରଣକୁ ନେଇ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଦର୍ଶକଙ୍କୁ ନାଟକଟି ହୃଦୟସ୍ପଶ୍ରୀ ହୋଇଥିଲା । ଏହି ଅବସରରେ ସଭାପତି ପ୍ରମୋଦ କୁମ୍ଭାର, ଟିଙ୍କୁ, ସୁରତ
Read More...

ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ   

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର
Read More...

ନରସିଂପଡ଼ା ଗଣେଶ ପୂଜା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନରସିଂପଡ଼ାରେ ୭ ଦିନ ଧରି ମହାଆଡମ୍ବରରେ ଚାଲିଥିବା ଗଣେଶ ପୂଜା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂଜା ଆରମ୍ଭରୁ ପଡ଼ାରେ ଗୋଟିଏ ସଭା କରି ପୂଜା କମିଟି ଗଠନ କରାଯାଇଥିଲା, ଏଥିରେ ସଭାପତି ଆଶିଷ ମାହାର, ସଭ୍ୟ ଭାବରେ ଅନିଲ
Read More...

ଶିଶୁ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ଶିଶୁମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ଯୋଜନା ଉପଯୋଗ ପାଇଁ ପରାମର୍ଶ ଶିବିର ଅରୁଣା - ସିଆର୍‌ଏସ୍‌ର ମିଳିତ ଉଦ୍ୟମରେ ସ୍ଥାନିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ
Read More...

ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲିର ବଞ୍ଚିତ ଅଞ୍ଚଳ ନା ପଞ୍ଚାୟତରେ ନା ପୌରପାଳିକାରେ – ବିଧାନସଭାରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଧାନସଭାରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପିଠାସିନ ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ଦୃଷ୍ଟି ଆକର୍ଷଣ କରି ରଘୁନାଥପାଲ୍ଲୀ ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲି ବଞ୍ଚିତ ଅଞ୍ଚଳର ନା ପଞ୍ଚାୟତରେ ନା
Read More...

ପଦ୍ମପୁର ମହାବିଦ୍ୟାଳୟରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ବିଶ୍ଵ ଭାତୃତ୍ୱ ଦିବସ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ
Read More...