Monthly Archives

August 2024

ଭବାନୀପାଟଣା ପୌରପାଳିକାରେ ଅନାସ୍ଥା ଭୋଟ୍‌ : ବିଜେଡ଼ି ସମର୍ଥିତ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟ୍‌…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ଆଜି ସ୍ୱତନ୍ତ୍ର ବୈଠକ ଓ ଅନାସ୍ଥା ଭୋଟ୍‌ ଗ୍ରହଣ ହୋଇଯାଇଛି । ଆଜି ଭୋଟ୍‌ ଗ୍ରହଣ ପ୍ରକିୟା ହୋଇଥିଲା ୨୦ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ବିଜେଡିର ୧୮ ଜଣ କାଉନ୍‌ସିଲର୍‌ଙ୍କ ସମେତ ଭାଜପା ଓ…
Read More...

ତୁରେକେଲା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଣ୍ଟାବଞ୍ଜି, (ଜୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ତୁରେକେଲା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଏସ୍‌ପି ରିଷିକେଶ ଖିଲାରୀଙ୍କ ସହ…
Read More...

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

ବରଗଡ଼ : ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ (୭୦)ଙ୍କ ଆଜି ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ । ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିଲେ । ଏଣେ…
Read More...

ଗଞ୍ଜାମ ଜିଲ୍ଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ : ଆନ୍ଦୋଳନ ପାଇଁ ସଜବାଜ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମ୍ପ୍ରତି କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭବର କଟୁ ସମାଲୋଚନା କରାଯାଇ ପ୍ରତିବାଦ କରାଯାଇଛି । ସ୍ଥାନୀୟ ନବୀନ ଭବନରେ ଗଞ୍ଜାମ ଜିଲା ବିକାଶ ମଞ୍ଚ ତରଫରୁ ଆହୂତ ଏକ ବୈଠକରେ କେନ୍ଦ୍ର ତଥା ରାଜ୍ୟ ସରକାର…
Read More...

ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି କେବୁଲ ଲୁଟ୍‌ ମାମଲା : ୬ ଜଣଙ୍କୁ କାବୁ କଲା ପୁଲିସ, ଜଣେ ଫେରାର୍‌

ବାଇକ୍‌ ସମେତ ଚୋରୀ ସାମଗ୍ରୀ ଉଦ୍ଧାର ମୁନିଗୁଡ଼ା, (ରମାକାନ୍ତ ପଢାଲ) : ରାଜସ୍ଥାନ ଠାରୁ ବେଦାନ୍ତ କମ୍ପାନୀକୁ ଆସୁଥିବା ଏକ ବିଦ୍ୟୁତ୍‌ ତାର ବୋଝେଇ ଟ୍ରକ୍‌ରୁ ଲୁଟ୍‌ ହୋଇଥିବା ବିଦ୍ୟୁତ୍‌ ତାର ଜବତ କରିବା ସହ ଘଟଣାରେ ଜଡିତ ୬ ଜଣ ଅଭୁଯୁକ୍ତଙ୍କୁ ଗିରଫ କରିଛି ଅମ୍ବାଦଳା ପୋଲିସ । ଗତ ୪…
Read More...

ଛତ୍ରପୁର ସରକାରୀ ଆଇ. ଟି. ଆଇ.ରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୀଳାଚଳ ସେବା ପ୍ରତିଷ୍ଠାନ, ଦୟାବିହାର, କଣାସ, (ପୁରୀ ଜିଲ୍ଲା) ସୌଜନ୍ୟରେ ଏବଂ ନିଶା ନିବାରଣ କେନ୍ଦ୍ର(ନବଜୀବନ-୨) ଛତ୍ରପୁର ଆନୁକୁଲ୍ୟରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ସୋମବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ଶିଳ୍ପ ଅନୁଷ୍ଠାନ…
Read More...

କୁର୍ଲୀ ଠାରେ ସଡ଼କ ଦୁର୍ଘଟଣା : ସାଇକେଲକୁ ଧକ୍କା ଦେଲା ବସ୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଠାରୁ କୁର୍ଲୀ ରାସ୍ତା ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ସାଇକେଲ ଆରୋହୀଙ୍କୁ ବସ୍‌ ଧକ୍କା ଦେଇଛି । ସୂଚନା ଅନୁସାରେ କୁର୍ଲୀ ଗ୍ରାମର କୀର୍ତ୍ତନ ରଣା ନିଜ ସାଇକେଲରେ ଘରକୁ ଫେରୁଥିବା ସମୟରେ ଦୃତଗତିରେ ଆସୁଥିବା…
Read More...

ସଇଁତଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ସୋମବାର ନୂତନ ଅଧିକାରୀ ଭାବେ ସୁଶାନ୍ତ କୁମାର ବଢ଼େଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି । ସେ ଏହି ଥାନା ମାତ୍ର ୬ ମାସ ଧରି ଲୋକଙ୍କ…
Read More...

ସାପ କାମୁଡାରେ ରୁକ୍ମିଣୀ ଗାଁର ଦୁଃଶାସନଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତର ରୁକ୍ମିଣୀ ଗାଁର ଦୁଃଶାସନ ନାୟକ (୪୭)ଙ୍କୁ ସାପ କାମୁଡ଼ି ଦେଇବାରୁ ଘଟଣାସ୍ଥଳରେ ତା'ର ମୃତ୍ୟୁ ଘଟିଥିଲା । ପ୍ରକାଶ ଥାଉକି, ଦୁଃଶାସନ ବିଲରେ କାମ କରୁଥିବା ବେଳେ ଅପରାହ୍ନ ୩.୩୫ ମି଼ ସମୟରେ…
Read More...

ବିଶ୍ୱ ଅଙ୍ଗ ଦାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଙ୍ଗ ଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ 'ବିଶ୍ୱ ଅଙ୍ଗ ଦାନ ଦିବସ' ପ୍ରତିବର୍ଷ ଅଗଷ୍ଟ ୧୩ରେ ପାଳନ କରାଯାଏ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗ ଦାନ କରିବାର…
Read More...