Monthly Archives

August 2024

ପୂର୍ବତନ ବରିଷ୍ଠ କୃଷି ଅଧିକାରୀ ଜଗବନ୍ଧୁ ଖମାରୀ ଶର୍ମାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବିଶିଷ୍ଟ ବ୍ୟକ୍ତି ତଥା ବରଗଡ଼ ଜିଲ୍ଲା ପୂର୍ବତନ କୃଷି ଅଧିକାରୀ ଜଗବନ୍ଧୁ ଖମାରୀ ଶର୍ମା(୯୩)ଙ୍କ ସୋମବାର ମଧ୍ୟାହ୍ନ ୧ଟା ୩୫ ମିନିଟ୍‌ରେ ପରଲୋକ ହୋଇଯାଇଛି । ୧୯୩୨ରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟିରେ ଜନ୍ମିତ ଜଗବନ୍ଧୁ ପିଲା…
Read More...

ସେମିଲିଗୁଡାରେ ଡାକ୍ତର ମୌମିତାଙ୍କୁ ନ୍ୟାୟ ପାଇଁ କେଣ୍ଡେଲ୍‌ ଶୋଭାଯାତ୍ରା

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ସେମିଲିଗୁଡାରେ ଲିଭ୍‌ ପର୍‌ ଅଦର୍ସ ଅନୁଷ୍ଠାନ ତରଫରୁ କେଣ୍ଡେଲ୍‌ ରାଲି ଅନୁଷ୍ଠିତ ହୋଇଯାଇଛି । ଆର.ଜି.କର ମେଡିକାଲ କଲେଜ, କୋଲକାତାର ଟ୍ରେନି ଡାକ୍ତରଙ୍କ ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ଓ ନିର୍ମମ ହତ୍ୟାର ପ୍ରତିବାଦରେ ତଥା…
Read More...

ସଇଁତଲା ଭୁବନେଶ୍ୱର ବାବା ପୀଠରେ ମହା ଜଳାଭିଷେକ, ଶଙ୍ଖ ଧୂନିରେ କମ୍ପିଲା ମନ୍ଦିର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭୁବନେଶ୍ୱର ବାବା ପୀଠରେ ରବିବାର ସନ୍ଧ୍ୟା ଆଳତୀ କମିଟି ତରଫରୁ ମହା ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଣ୍ଡିତ ବିକ୍ରମ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ମନ୍ଦିର ପୂଜକ ଜୟରାମ ବଡ଼ମାଳି ଓ ଶୁଭେନ୍ଦୁ…
Read More...

ଆକ୍ସନ ମୋଡ଼ରେ ସଇଁତଲା ଥାନା ଅଧିକାରୀ

ଯୋଗଦାନର ସପ୍ତାହ ନପୂରୁଣୁ ୫ ବାଇକ୍‌ ଉଦ୍ଧାର ସହ ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ, ସାମ୍ବାଦିକ ସମ୍ବିଳନୀରେ ଅପରାଧୀମାନଙ୍କୁ ପୋଲିସ କଡା ନଜର ରଖିଛି - ଟିଟିଲାଗଡ଼ ଏସ୍‌ଡିପିଓ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବାଇକ୍‌ ଚୋରି ବୃଦ୍ଧି ଚାଲିଥିବା…
Read More...

ଆସନ୍ତା ଅଗଷ୍ଟ ୨୧ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ପକ୍ଷରୁ ଆହ୍ୱାନ କରାଯାଇଛି ।…
Read More...

ହଳଦୀ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରମାରଞ୍ଜନ ସେଠ୍‌ଙ୍କୁ ଜେଲ୍‌

ଖବର ପ୍ରସାରଣକୁ ନେଇ ସାମ୍ବାଦିକମାନଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗଖଣ୍ଡା ସହ ବୁଲେଟ୍ ଜବତସରପଞ୍ଚଙ୍କ ଏକ ପାଲଟା ଅଭିଯୋଗ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ସରପଞ୍ଚ ସୌମିନା ସେଠ୍‌ଙ୍କ ସ୍ଵାମୀ ରମାରଞ୍ଜନ ସେଠ୍‌ ଏକ ଖବର…
Read More...

ଘର ଖଣ୍ଡେ ପାଇଁ ହନ୍ତସନ୍ତ

ନୂଆପଡ଼ା, (ଅଜିତ ବେହେରା) : ଚଳିତ ବର୍ଷର ଲଘୁଚାପ ବର୍ଷାରେ ଅନେକ ପରିବାର ବେଘର ହୋଇ ଯାଇଛନ୍ତି । ଅନେକ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇ ନପାରି ଭଙ୍ଗା ଦଦରା ମାଟି ଘରେ ରହି ଆସୁଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯାଉଛି । ଫଳରେ ସେମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି । ସମସ୍ତଙ୍କୁ…
Read More...

ମାହେଶ୍ୱରୀର ପ୍ରୟାସ – ସ୍ୱଚ୍ଛତା ଓ ସଂଯମତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ସ୍ଥାନୀୟ ତୁଳସିନଗର ଠାରେ ଏକ ମହିଳା ସଚେତନତା ଧର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ କିଶୋରୀ ତଥା ମହିଳାମାନେ ଉପସ୍ଥିତ ଥିଲେ । ଋତୁସ୍ରାବ ଜନିତ ରୋଗ…
Read More...

ଗୋଟିଏ ପରିବାର ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ ଧର୍ମକୁ ଫେରିଲେ ଦମ୍ପତ୍ତି । କୌଣସି କାରଣରୁ ପୂର୍ବପୁରୁଷ ମାନେ ଖ୍ରୀଷ୍ଟଧର୍ମକୁ ଚାଲି ଯାଇଥିଲେ । ହେଲେ ସନାତନ ବା ହିନ୍ଦୁଧର୍ମ ପ୍ରତି ଆକୃଷ୍ଟ ହୋଇ ପୁଣି ହିନ୍ଦୁଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ…
Read More...

ବ୍ରାହ୍ମଣ ସମାଜର ମାସିକ ବୈଠକ ଓ ନୁଆଁଖାଇ ଭେଟଘାଟର ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣ ସମାଜର ମହାସଭାରେ ମାସିକ ବୈଠକ ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଚିରାଚରିତ ପ୍ରଥା ଅନୁଯାୟୀ ସଭା ପ୍ରାରମ୍ଭରେ ଓଁ ଉଚ୍ଚାରଣ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ…
Read More...