Monthly Archives

August 2024

ଡ. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର ଆଣ୍ଡ ଡିଜେ ସଂଘ ପକ୍ଷରୁ…

କେସିଙ୍ଗା, (ପ୍ରୀତେଶ ପଟେଲ) : କଲିକତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତରଙ୍କୁ ଗଣ ବଳାତ୍କାର ପରେ ବିଭତ୍ସ ହତ୍ୟା କରାଯିବାକୁ ନେଇ ସାରା ଦେଶରେ ଓ ବିଶ୍ଵରେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଜାରି ରହିଛି । ଏହି ଘଟଣାକୁ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଡିଜିଟାଲ ଯୁଗରେ ଫଟୋ ସାମ୍ବାଦିକତା’ର ଭୂମିକା ଉପରେ ୱେବିନାର୍‌…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ 'ଡିଜିଟାଲ ଯୁଗରେ ଫଟୋ ସାମ୍ବାଦିକତା'ର ଭୂମିକା ପ୍ରସଙ୍ଗରେ ଏକ ୱେବିନାର୍‌ ମାଧ୍ୟମରେ ଆଲୋଚନାଚକ୍ର ହୋଇଥିଲା ।…
Read More...

ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ବିରୋଧ କରି କେସିଙ୍ଗାରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଚଳିତ ମାସ ୧ତାରିଖ ଦିନ ଏକ ରାୟ ପ୍ରକାଶ ପାଇଥିଲା । ଏହି ରାୟ ଅନୁସାରେ ଆଦିବାସୀ ଓ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ପରିବର୍ତ୍ତନ କରି ଆର୍ଥିକ ଭିତ୍ତିକ ସଂରକ୍ଷଣ ଦିଆଯିବ ବୋଲି ପ୍ରକାଶ…
Read More...

ଯୁବ ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଶିଷ୍ଟ ବ୍ୟବସାୟୀ ସୁନୀଲ ଅଗ୍ରୱାଲ(୪୩)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଶ୍ରୀ ଅଗ୍ରୱାଲ ପାଇକମାଲ ମୁଖ୍ୟ ଛକ ସାମନାରେ ପାନ ମସଲା ହୋଲସେଲ ଦୋକାନ କରିଥିଲେ । ଗତ ମଙ୍ଗଳବାର ଦିନ ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା…
Read More...

ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ମଦ ମୃତ୍ୟୁ ମାମଲା ରାଜରାସ୍ତା ତେଜିଲା ଆନ୍ଦୋଳନ

ରାଜରାସ୍ତାରେ ପରିବାର ଓ ଗ୍ରାମବାସୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ପେଣ୍ଠ ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୩ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଜଣାପଡିଛି । ତନ୍ମଧ୍ୟରୁ ୧୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼…
Read More...

ଓଡ଼ିଶାର ପ୍ରତିଷ୍ଠିତ ନିୟୁଜ ଏଜେନ୍ସି ଇପିଏର ପ୍ରତିଷ୍ଠାତା ଅନୀଲ ମିଶ୍ରଙ୍କ ପରଲୋକ

ଆଜି ସ୍ୱର୍ଗଦ୍ଵାରରେ ତାଙ୍କ ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରୁ ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦ ପତ୍ର ଇପିଏ ୱିକଲିର ମୁଖ୍ୟ ସମ୍ପାଦକ ଅନୀଲ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି…
Read More...

ନୂଆ ଡିଜିପିଙ୍କୁ ଭେଟିଲେ କନକ ବର୍ଦ୍ଧନ

ଭୁବନେଶ୍ଵର : ଆଜି ଲୋକ ସେବା ଭବନରେ ଓଡିଶାର ନୂଆ ଊଏଚ ଯୋଗେଶ ବହାଦୁର ଖୁରାନିଆଙ୍କୁ ଭେଟି ସ୍ଵାଗତ ଜଣାଇଛନ୍ତି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହି ଅବସରରେ ରାଜ୍ୟର ଆଇନ ଶୃଙ୍ଖଳା ଓ ସୁରକ୍ଷାକୁ କେମିତି ସୁଦୃଢ କରିହେବ ସେ ବିଷୟକୁ ନେଇ ଆଲୋଚନା କରିଥିଲେ ନୂଆ…
Read More...

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟାଙ୍ଗଣାପଲ୍ଲୀ…
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨୧ ଅଗଷ୍ଟରେ 'ବିଶ୍ୱ ବରିଷ୍ଠ ନାଗରିକ ଦିବସ' ପାଳନ କରାଯାଏ । ୧୯୯୧ରେ ପ୍ରଥମ ଥର ପାଇଁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଦିନଟି ବୟସ୍କଙ୍କ ଉପରେ ପ୍ରଭାବ ପକାଉଥିବା କାରଣ ତଥା ସ୍ୱାସ୍ଥ୍ୟ ପ୍ରତି ଅବନତି ଏବଂ ବୟସ୍କଙ୍କ ଉପରେ…
Read More...

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ଡେଲାଙ୍ଗ ରେଡକ୍ରସ୍ ୟୁନିଟ୍‌ର ସ୍ୱଚ୍ଛାସେବୀ ହେମନ୍ତ ବେହେରାଙ୍କୁ ରାଜ୍ୟସ୍ତରୀୟ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ, ଓଡିଶା ଦ୍ୱାରା ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ…
Read More...