Monthly Archives

August 2024

ପ୍ରଧାନ ଶିକ୍ଷକଙ୍କୁ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନ ସ୍ଥିତ ବେସିସ୍‌ ସ୍କୁଲ କେନ୍ଦ୍ର ବିଦ୍ୟାଳୟ ଠାରେ ଖର୍ଲିକାନୀ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ ଶନିବାର କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
Read More...

ଅଭିନବ ଉପାୟରେ ଶିକ୍ଷାଦାନ କରି ଚର୍ଚ୍ଚାରେ ସିଆର୍‌ସିସି

କୋରାପୁଟ, (ବିକ୍ରାନ୍ତ କୁମାର ବେବୋର୍ତ୍ତା) : ସରକାର ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତଥାପି କେତେକ ଛାତ୍ରଛାତ୍ରୀ ଅଧାରୁ ବିଦ୍ୟାଳୟ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ତଥା
Read More...

ମୁରିବାହାଲ ବ୍ଲକ ସଭାଗୃହରେ ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ଶନିବାର ୭୮ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ଅନୁପସ୍ଥିତିରେ ବିଡ଼ିଓ ପୂର୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ
Read More...

ବହୁଚର୍ଚ୍ଚିତ ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତଙ୍କ ବାଇକ୍‌, ମୋବାଇଲ ଓ ପର୍ସ ଲୁଟ ଘଟଣା

୬ ଅଭିଯୁକ୍ତ କୋର୍ଟ ଚାଲାଣଦେଢ଼ ମାସ ପରେ କୂଅରୁ ଖଣ୍ଡ ଖଣ୍ଡ ଚୋରା ବାଇକ୍‌ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ମାଲପଡ଼ା ଓ ଗଁରେଇ ଗ୍ରାମର ମଝିରେ ଥିବା ଫୁଟବଲ ପଡିଆ ନିକଟରେ ହଦହଦା ଗ୍ରାମର ତଥା ଟିଟିଲାଗଡ
Read More...

ପିଲାମାନଙ୍କ ଭବିଷ୍ୟତ ପାଇଁ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରିଲେ ୧୯ ଖୀଷ୍ଟିଆନ୍‌ ପରିବାର ସଦସ୍ୟ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଆମ ପିଲାଛୁଆକୁ କୌଣସି ପ୍ରକାର ସରକାରୀ ବା ବେସରକାରୀ କ୍ଷେତ୍ରରୁ ସହାୟତା ସହ ସୁବିଧା ସୁଯୋଗ ମିଳିପାରୁନଥିବା ସହ ଚାକିରି, ବିଦ୍ୟାଳୟରେ ଶିକ୍ଷାଦାନ ଭଳି କୌଣସି ପ୍ରକାର ସହାୟତା ନମିଳିବାରୁ ପୁଣି ଥରେ ଆମେ ବାଧ୍ୟ ହୋଇ ଖୀଷ୍ଟିଆନ୍‌ ଧର୍ମରୁ
Read More...

ବଲାଙ୍ଗିରରେ ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା, ସହଯୋଗ ଫାଉଣ୍ଡେସନ୍, ବଲାଙ୍ଗିରର ଖୁଝେନପାଲି ଅବସ୍ଥିତ ଧବଳେଶ୍ୱର ମନ୍ଦିରରେ ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଭକ୍ତ ଜଳ ଚଢାଇ ଭଗବାନ୍ ଭୋଳେନାଥଙ୍କର
Read More...

ମୃତ୍ୟୁ ଉପରାନ୍ତେ ଚକ୍ଷୁଦାନ କଲେ ମୃତକଙ୍କ ପରିବାରବର୍ଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମର ହିମାଂଶୁ ଧରୁଆଙ୍କ ପୁଅ ନାରାୟଣ (୨୮) । ଆଜି ସକାଳେ ସ୍ଥାନୀୟ କୁଶଙ୍ଗ ସ୍ଥିତ ସାପ୍ତାହିକ ବଜାରକୁ ସଉଦା ପାଇଁ ଆସିଥିଲେ ନାରାୟଣ । ତେବେ ସେଠାରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ
Read More...

ଭୁକ୍ତା ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ପ୍ରତିଭାର ଅନ୍ୱେଷଣ ନିମନ୍ତେ ଜ୍ଞାନ ବିଜ୍ଞାନ ମେଳା

ବରଗଡ଼, (କେପିଏନ୍‌ଏସ୍‌) : ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୈଜ୍ଞାନିକ ପ୍ରତିଭାର ଅନ୍ୱେଷଣ ନିମନ୍ତେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ମେଳାରେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ବିଜ୍ଞାନ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟି ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡ. ସତ୍ୟବ୍ରତ ମିଶ୍ର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ
Read More...

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପାଟଣେଶ୍ୱରୀ ରାଜ ମିସ୍ତ୍ରୀ ଏବଂ ନିର୍ମାଣ ଶ୍ରମିକ ସଂଘ ତରଫରୁ ସଭାପତି ମନୋଜ ଦୀପ ଓ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ମ୍ୟୁନ୍‌ସିପାଲଟି ସମସ୍ତ ସଫେଇ କର୍ମଚାରୀ ବର୍ଷ ବର୍ଷ ଧରି ଲୋକମାନଙ୍କ ଗାଳିଗୁଲଜ ଖାଇ ଓ ଖରା, ବର୍ଷା, ଶୀତଙ୍କୁ
Read More...