Monthly Archives

July 2024

ବଲାଙ୍ଗିର ଇସାବ୍‌ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଥିବା ଇସାବ୍‌ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ କର୍ମଚାରୀମାନେ କାବୁ କରିଛନ୍ତି ଜଣେ ଦୁର୍ବୃତ୍ତଙ୍କୁ । ଏଭଳି ଏକ ଘଟଣା ଘଟିଛି ଆଜି ଅପରାହ୍ନରେ ବଲାଙ୍ଗିର ସହରରେ । ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଘଟଣାସ୍ଥଳରେ…
Read More...

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକଙ୍କ ପଦ୍ମପୁର ଉପଖଣ୍ଡ ଦିନିକିଆ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଧେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଆଜି ଦିନିକିଆ ଗସ୍ତରେ ଆସିଥିଲେ । ଆଜି ଉପଖଣ୍ଡ ପଦ୍ମପୁର ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ…
Read More...

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ଦୁଇଦିନିଆ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଘାଟିତ ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ପ୍ରତିକ ସମୟରେ ଆମ ଦେଶ ଭାରତ ଦ୍ରୁତ ଗତିରେ ବିଭିନ୍ନ କ୍ଷେତ୍ରରେ ଆଗେଇବାରେ ଲାଗିଛି । ଏଥିରୁ…
Read More...

ତେନ୍ତୁଳିଖୁଣ୍ଟିରେ ୭୫ତମ ବନମହୋତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେ ଜଙ୍ଗଲ, ପରିବେଶ ଓ଼ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାରଙ୍କ ବଲାଙ୍ଗିର ବନଖଣ୍ଡ ଓ଼ ମୁରିବାହାଲ ବନାଞ୍ଚଳ ଆନୁକୂଲ୍ୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି ।…
Read More...

ବ୍ଲକସ୍ତରୀୟ ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆର୍‌ସିସି…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପି, ବିଜେଡି ଗୋଷ୍ଠୀର ମାଡ଼ପିଟ ପ୍ରତିବାଦରେ ବିଜେଡିର ଥାନା ଘେରାଉ ଓ ବିକ୍ଷୋଭ…

ସଇଁତଲାରେ ଚାପା ଉତ୍ତେଜନା ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତ୍ରୁତା କେନ୍ଦ୍ର କରି ଗତ ମଙ୍ଗଳବାର ଦିନ ବିଜେପି ବିଜେଡି ଗୋଷ୍ଠୀର ଯୁବକମାନେ ମାଡ଼ପିଟ ହୋଇଥିବା ନେଇ ସଇଁତଲା ଅଞ୍ଚଳ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାକୁ ନେଇ ପୋଲିସ ଥାନାରେ ଉଭୟ ଗୋଷ୍ଠୀ ତରଫରୁ ପୃଥକ ପୃଥକ ୨…
Read More...

ବସୁଧୈବ କୁଟୁମ୍ବକମ୍ ଓ ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ବନମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତଥା ରାଉରକେଲା ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ ଆଣ୍ଡ ଗାଇଡ୍‌ର ଜିଲ୍ଲା କମିଶନର ବ୍ରଜେନ୍ଦ୍ର…
Read More...

୮ ତାରିଖକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରବିବାର ୭ ତାରିଖରେ ପବିତ୍ର ରଥଯାତ୍ରା ପଡ଼ୁଛି । ଏହା ପରଦିନ ବା ସୋମବାରକୁ ମଧ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହିଦିନ ସମସ୍ତ ରାଜସ୍ୱ ଓ କୋର୍ଟ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଟିଏ ଓଡ଼ିଶାର ଦ୍ଵିତୀୟ ଏମ୍ସ ପଦ୍ମପୁର ସ୍ଥାପନ କରାଯାଉ : ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦାଦନ ପ୍ରବଣ ଅଞ୍ଚଳ ପଦ୍ମପୁର ଠିକ୍ ଭାବେ ନାଁ ସ୍ୱାସ୍ଥ୍ୟ ସେବା ଅଛି ନାଁ ଆର୍ଥିକ ସ୍ଥିତି ଠିକ୍ ଭାବେ ଅଛି ମରୁଡି ପ୍ରପିଡିତ ଓ ଅବହେଳିତ ଅଞ୍ଚଳ ଅଟେ । ଏହି ଅଞ୍ଚଳର ଜନସାଧାରଣ ଅଧିକାଂଶ ଗରୀବ ଅଟନ୍ତି । ଏଠାକାର ରୋଗୀ ଉନ୍ନତ ଚିକିତ୍ସା ନିମନ୍ତେ ବହୁ…
Read More...

ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କୁ ଶ୍ରଦ୍ଧାଞୀଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ପ୍ରଫୁଲ୍ଲ ସାହୁଙ୍କ ପିତା ସ୍ୱର୍ଗତ କ୍ଷେତ୍ରବାସୀ ସାହୁଙ୍କ ତ୍ରିବେଣୀ ମଙ୍ଗମ ଠାରେ ଅସ୍ଥି ବିସର୍ଜନ କରାଯାଇଛି । ଏହି ଉପଲେକ୍ଷ ଆଜି ପାଇକମାଲ ଧର୍ମଶାଲା ଠାରେ ଏକ ଶ୍ରଦ୍ଧାଞୀଳି ସଭାରେ ଆୟୋଜିତ ହୋଇଥିଲା ।…
Read More...