Monthly Archives

July 2024

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା : ମହିଳା ଫୁଟ୍‍ବଲ୍‌ ହଷ୍ଟେଲରେ ପୁରୁଷ କୋଚ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ । କିନ୍ତୁ ଏବେ ଏହି ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି । କାରଣ ସୁନ୍ଦରଗଡ଼ରେ ଥିବା ମହିଳା ଫୁଟ୍‍ବଲ୍‌ ହଷ୍ଟେଲରେ ପୁରୁଷ ଫୁଟ୍‍ବଲ କୋଚ୍‌ଙ୍କୁ ନିଯୁକ୍ତ…
Read More...

ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଂସଦ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ୱରେ…
Read More...

ଜାତୀୟ ଉଷ୍ମ ମଣ୍ଡଳୀୟ ଫଳ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତୁ ପ୍ରକୃତିର ଅନୁଗ୍ରହକୁ ଉପଭୋଗ କରିବା ପ୍ରତିବର୍ଷ ଜୁଲାଇ ୧୮ରେ, ଆମେ 'ଜାତୀୟ ଉଷ୍ଣ ମଣ୍ଡଳୀୟ ଫଳ ଦିବସ' ପାଳନ କରୁ । ଉଷ୍ମ ମଣ୍ଡଳୀୟ ଫଳର ବିବିଧତା ଏବଂ ସମୃଦ୍ଧତାକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ଆନନ୍ଦଦାୟକ ଉତ୍ସବ ପାଳନ । ଆମ୍ବ,…
Read More...

ବ୍ୟକ୍ତି ଜୀବନ ଓ ଦୃଶ୍ୟ କାବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହରର ୨୫ ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ବ୍ୟକ୍ତି ଜୀବନ ଓ ଦୃଶ୍ୟ କାବ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର କଲ୍‌ଚରାଲ୍‌ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ…
Read More...

ଅଏଁଲାସାରି ଗାଁରେ ଜମି ପାଇଁ ଗଡ଼ିଲା ମୁଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ପାଇଁ ଗଡ଼ିଲା ମୁଣ୍ଡ । ଜମି ବିବାଦର ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । କାକା ପୁଅ ଭାଇର ଟାଙ୍ଗିଆ ଚୋଟରେ ଜଣେ ଭାଇର ମୃତ୍ୟୁ ଘଟିଛି ଆଜି ସକାଳ ୬ଟା ସମୟରେ । କାକାଙ୍କ ପରିବାର ଲୋକେ ହତ୍ୟା କରିଛନ୍ତି ପୁତୁରାଙ୍କୁ । ଏଭଳି ଏକ ନୃଶଂସ ଘଟଣା ଆଜି…
Read More...

ଭାରତୀୟ ଅର୍ଥବ୍ୟବସ୍ଥାର ଚମକ : ଆର୍ଥିକ ବର୍ଷ ୨୪- ୨୫ ପାଇଁ ଜିଡିପି ପୂର୍ବାନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍

ଅଧିକ ନିଯୁକ୍ତି, ସାମାଜିକ ନିରାପତ୍ତା ଏବଂ ସମ୍ପତ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିଥାଏ ଦ୍ରୁତ ଅଭିବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ୨୦୨୪ - ୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭…
Read More...

ବସୁଧୈବ କୁଟୁମ୍ବକମ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଆନୁକୁଲ୍ୟରେ ଏକ ସପ୍ତାହବ୍ୟାପୀ ବନ ମହୋତ୍ସବ କର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ ଦିବସରେ ବିଭିନ୍ନ ବିଦ୍ୟାଳୟ ଯଥାକ୍ରମେ ପ୍ରାଥମିକ ବିଦ୍ୟାଳୟ ଛେଣ୍ଡ ବସ୍ତି, ମୁନିସିପାଲ୍…
Read More...

ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଗଣିତ ବିଷୟରେ ଦକ୍ଷତା ବୃଦ୍ଧି ନିମନ୍ତେ ବରଗଡ ଶିକ୍ଷା ଜିଲ୍ଲା ପ୍ରାୟୋଜିତ ଏକ ଦିବସୀୟ ଗଣିତ ଉତ୍କର୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ପଦ୍ମପୁର ଓକିଲ ସଂଘ ପକ୍ଷରୁ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘ ତରଫରୁ କ୍ୟାବିନେଟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓକିଲ ସଂଘ ସଭାପତି ଆନନ୍ଦ କୁମାର ପଣ୍ଡା ଏବଂ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା…
Read More...

ବଲାଙ୍ଗିର ସହରରେ ଝଲସୁଛି ଗୀତ ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିଙ୍କ ଚିନ୍ତା ଚେତନା ସବୁବେଳେ ନିଆରା । ଧାଡ଼ିଏ କବିତାରେ, ଗୀତରେ ଜୀବନକୁ ଜିଇଁନେବାର୍‌ ପ୍ରଗଳ୍‌ଭ ଆବେଗରେ ସଦା ଛଳ ଛଳ କବିଙ୍କ ହୃଦୟ । ଆଜି ଜଣେ ଏଭଳି କବିଙ୍କୁ ଆମେ ଭେଟିବା ଯାହାଙ୍କ କେବଳ ହୃଦୟ ନୁହେଁ, ତାଙ୍କ ଘରର କାନ୍‌ଥ ବାଡ଼ରେ ବି ଧାଡ଼ି ଧାଡ଼ି…
Read More...