Monthly Archives

February 2024

ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଗେଟ୍ ନଂ ୬ ପାଖ ସ୍ଥିତ ବସ୍ତିରେ ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ କିଛି ବସ୍ତ୍ର ପ୍ରଦାନ କରାଯାଇଛି । ଉକ୍ତ ବସ୍ତିର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଥିଲା । ପ୍ରାୟ ୧୦୦ରୁ ଅଧିକ ସଂଖ୍ୟାରେ ଛୋଟ…
Read More...

ରାଜୀବ କୁମାର କରଣଙ୍କ ସ୍ମୃତିଚାରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଟିକେଟ କାଉଣ୍ଟର ବିକ୍ରେତା ତଥା ସମାଜସେବୀ ରାଜୀବ କୁମାର କରଣଙ୍କ ଦ୍ୱାଦଶାହ ଦିବସରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୨ ସ୍ଥିତ ସିଟୁ କାଉଣ୍ଟରର ବରିଷ୍ଠ କର୍ମକର୍ତ୍ତା ମୀନକେତନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନାକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’ର ରୂପାନ୍ତରୀକରଣ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ସ୍କୁଲ ରୂପାନ୍ତୀକରଣ ଭଳି…
Read More...

ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୨୧ଟି ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସୋମବାର ଦିନ ଦେଶବ୍ୟାପି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଅମୃତ ଷ୍ଟେସନ ଯୋଜନା ଅଧିନରେ ୫୫୪ଟି ରେଳ ଷ୍ଟେସନର ଉନ୍ନତି କରଣ କାର୍ଯ୍ୟକ୍ରମ ଏବଂ ୧୫୦୦ ରୋଡ ଓଭରର୍ବ୍ରିଜ୍ ଓ…
Read More...

ବଲାଙ୍ଗିର ଜିଲ୍ଲା କାରାଗାରରେ ୪ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଏବଂ ମହିଳା ପତଞ୍ଜଳି ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଜିଲ୍ଲା ଜେଲରେ ଯୋଗ ଏବଂ ଧ୍ୟାନ ଶିବିର ଆରମ୍ଭ ହୋଇଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜେଲ ଅନୁସରଣକାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ…
Read More...

ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରୁ ଚୋରି ଅଭିଯୋଗ

ବୋରିଗୁମ୍ମା : ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରେ ଗତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି ପୂଜକ । ସୂଚନାନୁଯାୟୀ, ଆଜି ସକାଳୁ ସକାଳୁ ମନ୍ଦିରର ମୁଖ୍ୟ ପୂଜକ ନୀତିକାନ୍ତି ପାଇଁ ଆସି ଦ୍ୱାର ଖୋଲିବା ବେଳେ ମନ୍ଦିର ଘଣ୍ଟି ନଥିବା ଦେଖିବାକୁ ପାଇଥିଲେ…
Read More...

ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମଦିନକୁ ‘କୋସଲି ଦିନ’ ଭାବରେ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ କୋସଲି ଭାଷା ଆନ୍ଦୋଳନର ଆଦ୍ୟରଥୀ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମ ଦିନକୁ 'କୋସଲି ଦିନ' ଭାବରେ ସ୍ଥାନୀୟ ମହାବୀର ଧର୍ମଶାଳା ଠାରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ…
Read More...

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ତେଜୁଛି, ଆସନ୍ତାକାଲି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ନେଇ ସମ୍ବାଦିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ନେଇ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ନୂତନ ଭାବେ ୩୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିବା ବେଳେ…
Read More...

ଚଲକିରେ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୁବ ବିଜେଡି ଜିଲ୍ଲା ସମ୍ପାଦକଙ୍କ କଂଗ୍ରେସରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚଲକିଠାରେ ଚଲକି ପଞ୍ଚାୟତ ଓ ବାନ୍ଧୁପଲା ପଞ୍ଚାୟତକୁ ନେଇ ରବିବାର କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ…
Read More...

ବିଜେପି ସହ ବିଜେଡ଼ିର ବାହାଘର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ବାଟ ଛତ୍ରପୁର ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ସହ ବିଜେଡ଼ିର ବାହାଘର ବର୍ଣ୍ଣାଢ଼୍ୟ ସମାରୋହରେ ଭୋଜିଭାତ ସହ ରବିବାର ଆୟୋଜିତ ହୋଇଯାଇଛି । ଦଳୀୟ…
Read More...