Daily Archives

ବନାଗ୍ନି ପ୍ରତିକାର ପରିଚାଳନା ଓ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନ୍ୟାଞ୍ଚଳ ଆନୁକୁଲ୍ୟରେ ଜାମସେଠ ସେକ୍ସନ୍‌ର ଭୂଇଁଖାର ଗ୍ରାମରେ ଏକ ଦିବସୀୟ ବନାଗ୍ନି ପ୍ରତିକାର ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବନ୍ୟାଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ
Read More...

ନେହେରୁ ଯୁବ କେନ୍ଦ୍ର ବରଗଡ଼ର ଜିଲ୍ଲା ଯୁବ ସଂସଦ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ଅଭାସୀ ମାଧ୍ୟମରେ ବରଗଡ଼ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଏକ ଜିଲ୍ଳା ସ୍ତରୀୟ ୟୁବ ସଂସଦ କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ତର୍କ ପ୍ରତିଯୋଗିତାରେ ସୁବର୍ଣ୍ଣପୁର, କଳାହାଣ୍ଡି, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୨୪ ଜଣ
Read More...

ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବିକୁ ନେଇ ଗୋରୁବାଜର ଠାରେ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଚାଲିଥିବା ବେଳେ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ଇଚ୍ଛା ସାକାର ହେବ ବୋଲି ନିର୍ବାଚନ ସଭାରେ ଘୋଷଣା କରିଥିଲେ । ଗତ ଉପନିର୍ବାଚନ ସମୟରେ ୨୦୨୩ ଡିସେମ୍ବର ୩୧ସୁଦ୍ଧା
Read More...

ରିଜର୍ଭ ବ୍ୟାଙ୍କ ତରଫରୁ ବମକ ଗ୍ରାମ ପଞ୍ଚାୟତରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

କଳାହାଣ୍ଡି, (ହେମନ୍ତ ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମ.ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ବମକ ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା
Read More...

ବିଶ୍ୱ ଶାନ୍ତି ଏବଂ ବୁଝାମଣା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୩ ବିଶ୍ୱ ଶାନ୍ତି ଏବଂ ବୁଝାମଣା ଦିବସ । ପ୍ରତିବର୍ଷ ୨୩ ଫେବୃଆରୀରେ "ବିଶ୍ୱ ବୁଝାମଣା ଏବଂ ଶାନ୍ତି ଦିବସ" ପାଳନ କରାଯାଏ । ଆମେରିକାର ଚିକାଗୋରେ ଆରମ୍ଭ ହୋଇଥିବା ରୋଟାରୀର ପ୍ରଥମ ବୈଠକକୁ ସ୍ମରଣ କରିବା ଦିବସ ହେଉଛି ଏହି ଦିନଟି । ୧୯୨୫
Read More...

ପିରାମଲ୍ ଫାଉଣ୍ଡେସନ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିରାମଲ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବାଳିକା ଶିକ୍ଷା ଏବଂ ଏହା ଉପରେ ଆଧାରିତ ସ୍ଥାନୀୟ ଗଣମାଧ୍ୟମର ସ୍ୱର
Read More...

ସିନ୍‌ ରିକ୍ରିଏସନ୍‌ ବେଳେ ସବୁକଥା ବଖାଣିଲା ହତ୍ୟାକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ଥାନା ଅନ୍ତର୍ଗତ କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରେ କେମିତି ବିଭତ୍ସ ଭାବେ ହତ୍ୟା କରିଥିଲା ହତ୍ୟାକାରୀ ? ପ୍ରମାଣ ନଷ୍ଟ ପାଇଁ କ’ଣ ସବୁ ପଦକ୍ଷେପ ନେଇଥିଲା ? କେମିତି ଭାଙ୍ଗିଥିଲା ମୋବାଇଲ୍‌ ଫୋନ୍‌ ? ପୁରା ହତ୍ୟାକାଣ୍ଡର ଟିକିନିଖି ବଖାଣୁଛି
Read More...

ସଇଁତଲା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ଗଠିତ ଓ ଶପଥ ଗ୍ରହଣ

ସଭାପତି ନାରାୟଣ, ସମ୍ପାଦକ ବିଶାଳ ଓ ମୁଖ୍ୟ ପରାମର୍ଶଦାତା ପ୍ରମୋଦ ମନୋନୀତ ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ପରିସରରେ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କାର୍ଯ୍ୟରତ
Read More...

ସ୍ଵାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି : ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି

୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ୱାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା
Read More...

ଫସଲର ବିବିଧିକରଣ ସମ୍ପର୍କିତ ତାଲିମ ଶିବିର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତ ପାଣ୍ଡେସରା କମ୍ୟୁନିଟି ସେଣ୍ଟର ଠାରେ କୃଷି ବିଭାଗ ଓ କୃଷକ ସଶକ୍ତି କରଣ ଓଡିଶା ସରକାରଙ୍କ ସହାୟତାରେ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ଚାଷୀ ମାନଙ୍କୁ ଫସଲର ବିବିଧିକରଣ ସମ୍ପର୍କିତ ଅଣ - ଧାନ ଫସଲର ଯୋଜନା,
Read More...