Daily Archives

ଘୁଷୁରାମୁଣ୍ଡା ଗ୍ରାମରେ ୨ୟ ବାର୍ଷିକ ଗୋପାଳ କାଣ୍ଡ ସ୍ମାରକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଂଚାୟତର ଘୁଷୁରାମୁଣ୍ଡା ଗ୍ରାମର ଖେଳ ପଡିଆରେ ଶୁକ୍ରବାର ଦିନ ୨ୟ ବାର୍ଷିକ ଗୋପାଳ କାଣ୍ଡ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଦେବଙ୍ଗ ଦଳ ବିଜୟୀ
Read More...

ଜଙ୍ଗଲ ଜମି ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଦାବିରେ ମୁରିବାହାଲ ବ୍ଲକ ଅଫିସ ସମ୍ମୁଖରେ ଜିନ୍ଦାବାଦ ସଙ୍ଗଠନର…

ମୌଳିକ ସୁବିଧାରୁ ବଞ୍ଚିତ ୯ଟି ଅଣରାଜସ୍ଵ ଗ୍ରାମଦାବୀପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ, ହଳଦୀ ଓ ମାଳିଶିରା ପଞ୍ଚାୟତର ଜଙ୍ଗଲ ଅଞ୍ଚଳରେ ରହୁଥିବା ପେରୁଆମାଲ, ସୁକୁନିପଦର, ବେହେରାଖାଇ, କକଡାପଦର,
Read More...

ବସ୍‌ ଟିକେଟ ବିକ୍ରେତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ବସଷ୍ଟାଣ୍ଡରେ ଥିବା ସିଟୁ ବସ ଟିକେଟ କାଉଣ୍ଟରର ବିକ୍ରେତା ରାଜୀବ କୁମାର କରଣଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସୂଚନାଯୋଗ୍ୟ ଯେ ସବୁଦିନ ଭଳି ରାଜୀବ କାଉଣ୍ଟରରେ ବସି ଟିକେଟ କାଟୁଥିଲେ । ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ
Read More...

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଆନୁକୂଲ୍ୟରେ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏଥିପାଇଁ ଅନୁଷ୍ଠାନର ଉପସଭାପତି ଉପେନ୍ଦ୍ର କୁମାର
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ

୩୫,୦୦୦ ନିଯୁକ୍ତି ସୁଯୋଗ, ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ,୫ଟି ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି,ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ - ମୁଖ୍ୟମନ୍ତ୍ରୀଜେଏସ୍‌ଡବ୍ଲୁ ଦ୍ୱାରା ବର୍ଷକୁ ୧୩.୨ ମିଲିଅନ ଟନ୍
Read More...

ଶିଶୁଙ୍କ ପ୍ରତିଭାକୁ ପୁଷ୍ପିତ କରେ ବିଦ୍ୟାଳୟର ବାର୍ଷିକ ଉତ୍ସବ : ମହୁଲପଡା ସେବାଶ୍ରମ ବିଦ୍ୟାଳୟ

ନୂଆପଡା, (କେପିଏନ୍‌ଏସ୍‌) : ଶିଶୁ ଏକ ମାଟିପାତ୍ର ସଦୃଶ୍ୟ । ଆମେ ଯେଉଁପରି ଗଠନ ଦେବା ତାର ରୂପରଙ୍ଗ ସେହିପରି ଚମକି ଉଠିବ । ଠିକ୍ ସେଭଳି ବିଦ୍ୟାଳୟକୁ ମଧ୍ୟ ଅନେକ ପ୍ରତିଭା ସଂପନ୍ନ ଶିଶୁ ଆସିଥାନ୍ତି । ପ୍ରତ୍ୟେକ ଶିଶୁ ପାଖରେ ଅଜସ୍ର ସୃଜନୀ, କଳା, କୌଶଳ ଭରି ରହିଥାଏ । ଆମେ ତାହାକୁ
Read More...

ଆଶଙ୍କା ବଢାଇ ପାରେ ଇନ୍ଦ୍ରାବତୀ ଜଳସେଚନ : ୪୫ ପ୍ରତିଶତରେ ଜଳ ଭଣ୍ଡାରର ଜଳସ୍ତର

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ପାଇଁ ବିଗତ ୨୫ବର୍ଷ ଧରି କୃଷି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ତିଆରି କରିଥିବା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଚଳିତ ରବି ଜଳସେଚନ କ୍ଷେତ୍ରରେ ଆଶଙ୍କା ଉତ୍ପନ୍ନ କରି ସାରିଲାଣି । ଚଳିତ ରବିରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଜଳ
Read More...

ଲୁଟ୍ ଉଦ୍ଦେଶ୍ୟରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ

ସମ୍ୱଲପୁର : ସମ୍ବଲପୁରର ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଶୁକ୍ରବାର ଦିନ ଦ୍ୱିପ୍ରହରରେ ସମ୍ବଲପୁର ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଳଙ୍କାର ଦୋକାନ ମାଲିକଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ଫଳରେ ଦୋକାନ ମାଲିକ ଆହତ ହୋଇଛନ୍ତି
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ନିଖୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ନିଖୋଜ । ଏଭଳି ଏକ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ ଶ୍ରୀ ସ୍ୱାଇଁ ନିଜ ସ୍ତ୍ରୀଙ୍କୁ ଗତକାଲି ହସ୍‌ପିଟାଲର
Read More...

ରୁଗୁଡ଼ିଖାଲ ବିଶ୍ଵଶାନ୍ତି ମାନସ ଯଜ୍ଞ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାରଠାରେ ବିଶ୍ଵଶାନ୍ତି ନିମିତ୍ତ ସପ୍ତବିଂଶତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାନସ ଯଜ୍ଞ ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...