Monthly Archives

January 2024

ସହଯୋଗ ଫାଉଣ୍ଡେସନ୍ ଦ୍ଵାରା ୭୫ ଜଣଙ୍କ ନିଃଶୁଳ୍କ ଅସ୍ଥି ବିସର୍ଜନ ସମାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ନିଃଶୁଳ୍କ ଅସ୍ଥି ବିସର୍ଜନ ସେବା ଅନୁଷ୍ଠିତ ହୋଇଯାଇଛି । ପ୍ରୟାଗରାଜର ପବିତ୍ର ସଙ୍ଗମରେ ୭୫ ଜଣଙ୍କର ଅସ୍ଥି ବିସର୍ଜନ କରାଯାଇଥିଲା । ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି…
Read More...

ଦନ୍ତା ହାତୀର ଗଳିତ ମୃତଦେହ ଠାବ

ନୟାଗଡ : ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ କରାଯାଇଛି । ହାତୀକୁ ମାରି ଦାନ୍ତ କାଟି ନେଇଯାଇଛନ୍ତି ଦୁର୍ବୃତ୍ତ । କରେଣ୍ଟ ଲଗାଇ ହାତୀକୁ ମରାଯାଇଥିବା ଅନୁମାନ କରାଯାଇଛି । ଘଟଣାସ୍ଥଳରେ ଡିଏଫ୍‌ଓଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀ, ବିଦ୍ୟୁତ ବିଭାଗ…
Read More...

ଜାତୀୟ ପର୍ଯ୍ୟଟନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜାନୁୟାରୀ ୨୫ରେ ଭାରତରେ ପାଳନ କରାଯାଉଥିବା "ଜାତୀୟ ପର୍ଯ୍ୟଟନ ଦିବସ" ଆମ ଦେଶର ସଂସ୍କୃତି, ଇତିହାସ ଏବଂ ସ୍ୱାଦିଷ୍ଟ ଖାଦ୍ୟର ଅନୁସନ୍ଧାନ ତଥା ଉପଭୋଗ କରିବାକୁ ଆସୁଥିବା ବହୁ ପରିଦର୍ଶକଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ ଦିନ ।…
Read More...

ଜାତୀୟ ମତଦାତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ଓ ଅଧ୍ୟାପକ…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି । 'ନୂଆ-ଓ' ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ସମ୍ପର୍କିତ ସାଂସ୍କୃତିକ ସମ୍ଭାର ମଧ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉଦ୍‌ଯାପନୀ ସମାରୋହରେ…
Read More...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଫେବୃୟାରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି । କୁହାଯାଉଛି ପ୍ରଧାନମନ୍ତ୍ରୀ ସମ୍ୱଲପୁର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍ ଉଦ୍‌ଘାଟନ କରିବେ ।
Read More...

ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଆଲୋଚନାଚକ୍ର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ "ନୂଆ-ଓ" ଓଡ଼ିଆ ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନାଚକ୍ରରେ ଗଞ୍ଜାମ…
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” “ନୂଆ-ଓ” ଓଡିଆ ସାହିତ୍ୟ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” “ନୁଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ…
Read More...

‘ନୂଆ-ଓ’ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତରଫରୁ ‘ନୂଆ-ଓ’, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଓ…
Read More...

ସାହିତ୍ୟ ସୃଜନୀ, ଜିଜ୍ଞାସା, କୁଶଳୀ ତଥା କ୍ରୀଡାଙ୍ଗନ ସୃଜନଶୀଳତା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ଚମାର ମେହେର ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୁଶଳୀ ତଥା କ୍ରୀଡାଙ୍ଗନ ସୃଜନଶୀଳତା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ…
Read More...