Daily Archives

ଫିଟ୍‌ନେସ୍‌ ପାଥ୍‌ଠାରେ ମକର ସଂକ୍ରାନ୍ତି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିଟ୍‌ନେସ୍‌ ପାଥ୍‌ର ବରିଷ୍ଠ ସଦସ୍ୟ ୯୭ ବର୍ଷୀୟ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତା ଓ ଆବାହକ ଡ଼. ସୁମନ ଦତ୍ତଙ୍କ…
Read More...

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା’ ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ମା' ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା…
Read More...

ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରାମ ହାଇସ୍କୁଲ ପଡିଆରେ ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତ ୧୦ ତାରିଖରୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଆଜି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ…
Read More...

ଚିନ୍ମୟ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୬୨ତମ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସଭାପତି ଇଂ. କୁମାର ବେହେରାଙ୍କ ପୌରହିତ୍ୟ, ଅଧ୍ୟକ୍ଷା ଶର୍ମିଷ୍ଠା…
Read More...

ବେଳାଭୂମି ମହୋତ୍ସବକୁ ରାଜନୈତିକ ରଙ୍ଗ ଦିଆନଯାଉ : ଆଇନଜ୍ଞ ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଡେରିରେ ହେଲେ ମଧ୍ୟ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁର ମହୋତ୍ସବ ଆୟୋଜନ କରିବାକୁ ଯେଉଁ ଉଦ୍ୟମ କରିଛି ତାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ରାଜ୍ୟ ଆଇନଜୀବୀ ପରିଷଦର…
Read More...

ବିଶିଷ୍ଟ ଶିକ୍ଷାବିତ୍‌ ଯୁଗଳ କିଶୋର ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ହାଟପଦା ପରିସରରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ତଥା ବିଶିଷ୍ଟ ଶିକ୍ଷାବିତ୍‌ ସ୍ୱର୍ଗତ ଯୁଗଳ କିଶୋର ପଟ୍ଟନାୟକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ପୂର୍ବତନ ମନ୍ତ୍ରୀ…
Read More...

ଗୁଡଭେଲା ବଜାରରେ ଶୀତକାଳୀନ ବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମକର ସଂକ୍ରାନ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମହକୁମା ବଜାରରେ ରବିବାର ସମାଜସେବୀ ନବୀନ ଜୈନ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରିବା ସହ ଚା' ଓ ସରବତ ବଣ୍ଟନ କରିଥିଲେ । ଶୀତ ଦାଉରୁ ଲୋକମାନେ କିଛି ରକ୍ଷା ପାଇ ପାରିବେ ଆଶାରେ ପ୍ରତିବର୍ଷ…
Read More...

ବନାରସରେ ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କେରମେଲି ପଞ୍ଚାୟତ ବନାରସ ଗ୍ରାମରେ ଶିବ ମନ୍ଦିର କମିଟି ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ମହିଳା ଓ ପୁରୁଷମାନେ ମଣ୍ଡପ ପରିସରରେ ଏକତ୍ରିତ ହୋଇ ବାଜା,…
Read More...

ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ସଭାଗୃହଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ତଥା ୟୁଏସ୍‌ କଂସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ସହିତ କୃତଜ୍ଞତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃତଜ୍ଞତା ହେଉଛି ଏକ ଭାବନା ଯାହା ଆମ ଚାରିପାଖରେ ଥିବା ସମସ୍ତ ଶୁଭଫଳକୁ ହୃଦୟଙ୍ଗମ କରିବାର ସୁଯୋଗ ଦେଇଥାଏ । କୃତଜ୍ଞତା ହେଉଛି ଏକ ଏମିତି ମାଧ୍ୟମ ଯେତେବେଳେ ଆମେ ସମସ୍ତେ ନିଜ ଜୀବନରେ ଅନୁଭବ କରୁଥିବା ସୁଖ ଏବଂ ଶାନ୍ତି ପାଇଁ କୃତଜ୍ଞ ହେବା ପାଇଁ ଏକତ୍ରିତ…
Read More...