Yearly Archives

2023

କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ -୨୦୨୩ ପାଳନ ଅବସରରେ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତରଫରୁ "ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା" କାର୍ଯ୍ୟକ୍ରମରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରରେ
Read More...

ନାଟ୍ୟ ନିର୍ଦ୍ଦେଶକ, ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଜଣେ ସୁପରିଚିତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ ତଥା ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ (୬୧)ଙ୍କ ଆଜି ପ୍ରାୟ ଏକଘଣ୍ଟା ସମୟରେ ବରଗଡ ସ୍ଥିତ ବିକାଶ ବେସରକାରୀ ଡାକ୍ତରଖାନାରେ
Read More...

ଦେଢ଼ଗାଁରେ ବିଦ୍ୟୁତ କେବୁଲ ସଂସ୍ପର୍ଶରେ ଜଣେ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଦେଢ଼ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେରେ ଆସି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଧମକଧର ଥପାଙ୍କ ପୁଅ ଲମ୍ବୋଦର ଥପା ଘର କାମ କରୁଥିବା
Read More...

ରାତିରେ ହାତୀ ଉପଦ୍ରବ

ନୀଳଗିରି : ବାଲେଶ୍ୱର ଜିଲ୍ଲା କୂଳଡିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍ ସୁନ୍ୟମଣ୍ଡପ ନିକଟରେ ବିଳମ୍ବିତ ରାତିରେ କୂଳଡିହା ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷୀ ଧାନକାଟି ଧାନକ୍ଷେତରେ ରଖିଥିବା ବେଳେ ପ୍ରତିଦିନ ବିଳମ୍ବିତ ରାତିରେ ହାତୀ ଅଭୟାରଣ୍ୟରୁ ଖାଦ୍ୟ
Read More...

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତ, ୬୩ ଲକ୍ଷ ଲୋକ ଉପକାର ପାଇଲେକୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିଲା, ଉପକୃତ ହେବେ ୧୩ ଲକ୍ଷଲୋକଲକ୍ଷ୍ମୀ ଯୋଜନା
Read More...

ବାଇକ୍-ସ୍କୁଟି ଧକ୍କା

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଜୁନାଡିହି-କୁଚିଣ୍ଡା ରାସ୍ତାର ଲଇଡାସ୍ଥିତ ବିଦ୍ୟୁତ ଗ୍ରୀଡ୍ ସାମ୍ନାରେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି । ଫଳରେ ଉଭୟ ଗାଡ଼ିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନେ ହେଲେ କୁଚିଣ୍ଡାର ଉତ୍କର୍ଷ
Read More...

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ମହାବିଦ୍ୟାଳୟର ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ ସମ୍ପନ୍ନ ହୋଇଯାଇଛି । ଏହି
Read More...

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

ରାଉରକେଲାରେ ଆରମ୍ଭ ହେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା୬ କ୍ରୀଡ଼ାରେ ଭାଗ ନେବେ ୨୨ ଶହରୁ ଅଧିକ କ୍ରୀଡ଼ାବିତ ରାଉରକେଲା, (ସସ୍ମିତା ପ୍ରଧାନ) : ତୃଣମୂଳ ସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତରଫରୁ 'ନୂଆ-ଓ ଯୁବ
Read More...

ସାଂସ୍କୃତିକ କାର୍ଯ୍ୟକ୍ରମ ଭରାରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ସମାରୋହ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କ୍ରୀଡ଼ା ଏବଂ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦ୍‌ଘାଟନ ହୋଇଯାଇଛି । ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ସମାରୋହ ବୁଧବାର ପୂର୍ବାହ୍ନରୁ ଆରମ୍ଭ
Read More...

ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ଦେହାନ୍ତ

ଟୋକିଓ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ଦେହାନ୍ତ ହୋଇଛି । ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ । ଗତ ବର୍ଷ ୧୧୯ ବର୍ଷିୟ କେନ
Read More...