Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ବିଳମ୍ବିତ ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ଏକ ଟ୍ରଲର ପଛରେ ଯାତ୍ରୀବାହି ଟ୍ରାଭେଲର ଧକ୍କା ଦେଇଛି
Read More...

ସମ୍ପତ୍ତି ଲୋଭରେ ବନ୍ଧୁ ପାଲଟିଲା ବଇରୀ : ସାଙ୍ଗ ପରିବାରର ଛଅ ଜଣକୁ ହତ୍ୟା

ନୂଆଦିଲ୍ଲୀ : କୁହାଯାଏ ଅସୁବିଧା ସମୟରେ ବନ୍ଧୁ ହିଁ କାମରେ ଆସିଥାଏ ହେଲେ ଯଦି ସେହି ବନ୍ଧୁ ହିଁ ଶତ୍ରୁ ପାଲଟିଯାଏ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ସହ । ଅସୁବିଧା ସମୟରେ ଏହି ବ୍ୟକ୍ତି ନିଜ ବନ୍ଧୁଙ୍କ ଉପରେ ଭରସା କରିଥିଲେ । ହେଲେ ସେ ଜାଣିନଥିଲେ ତାଙ୍କର ବନ୍ଧୁ
Read More...

ତିନୋଟି ଗାଡ଼ିରେ ନିଆଁ ଲଗାଇଲେ ଲାଲ୍‌ ବାହିନୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଲଙ୍କା କାଣ୍ଡ । ଜାତୀୟ ରାଜପଥ ଉପରେ ତିନୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଯାହା ମଧ୍ୟରେ ରହିଛି ଗୋଟିଏ ଯାତ୍ରୀବାହି ବସ ଓ ଦୁଇଟି ଟ୍ରକ । ଖବର ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ପରିବହନ
Read More...

ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟର ବିଭିନ୍ନ ଜାଗାରେ ତୁଷାର ପାତ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ସବୁ ସ୍ଥାନରେ ତୁଷାର ପାତ ହୋଇଛି । ଲମତାପୁଟରେ ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିଛି । ଏପିରିକି ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ୪
Read More...

୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦେଲା କ୍ରିୟାନୁଷ୍ଠାନ କମିଟି

କୁଚିଣ୍ଡା : ଜିଲ୍ଲା ଗଠନ ଦାବୀରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ରହିଛି । କୁଚିଣ୍ଡା ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜରୁରୀକାଳୀନ ସେବାକୁ ବାଦ ଦେଇ ସବୁ ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ
Read More...

ସାଲେଭଟାରୁ ବିଦେଶୀ ମଦ ଜବତ : ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ସାଲେଭଟାସ୍ଥିତ ଏକ ତେଜରାତି ଦୋକାନରୁ ବିଭିନ୍ନ ବ୍ରାଣ୍ଡର ଭର୍ତ୍ତି ହୋଇଥିବା ୮୭ଟି ବିଦେଶୀ ମଦ ବୋତଲ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୋକାନ ମାଲିକ ସୁଶାନ୍ତ ମହାକୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବନ ବିଭାଗ କର୍ମଚାରୀ

ବଣାଇ, (ନାରାୟଣ ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅଧୀନ ଧରଣୀଧର ପାଲିସ୍ଥିତ ବନ ବିଭାଗ ନର୍ସରୀଠାରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇଜଣ ବନ ବିଭାଗ କର୍ମଚାରୀ । ସୂଚନା ଅନୁସାରେ କିଛି ମାସ ପୂର୍ବରୁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଦହିଚୂର୍ ଅଞ୍ଚଳର ଜଣେ
Read More...

ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ନୂଆ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା ଆନୁକୂଲ୍ୟରେ ଚାଲିଥିବା ସମନ୍ୱିତ ଯୁବ ବିକାଶ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ୍ ଓ ଟ୍ରାଭେଲ ଶିକ୍ଷା ବିଭାଗର ଜାତୀୟ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ବୁଧବାର ଉଚ୍ଚ ଶିକ୍ଷା ବିଭାଗ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିତ ସହଯୋଗରେ ଉପକୂଳ ଓ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀର ସ୍ଥାୟୀ ରକ୍ଷଣବେକ୍ଷଣ ଶୀର୍ଷକକୁ ନେଇ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
Read More...

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟର ୬ତମ ବାର୍ଷିକ ଉତ୍ସବ “ମହ୍ଲାର” ଅନୁଷ୍ଠିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ୬ତମ ବାର୍ଷିକ ଉତ୍ସବ "ମହ୍ଲାର ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...