Daily Archives

ଗୁରୁ ବଟକୃଷ୍ଣ ତ୍ରିପାଠୀଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିନୋଦ ବିହାର କ୍ଲବର ସାଧାରଣ ସମ୍ପାଦକ ତଥା କଳାବିକାଶ କେନ୍ଦ୍ର ଅନୁଷ୍ଠାନର ଜଣେ ପ୍ରବୀଣ କଳାକାର, ସଙ୍ଗୀତ ବିଶାରଦ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଇତିମଧ୍ୟରେ ବିୟୋଗ ଘଟିଯାଇ ଅନେକଙ୍କ
Read More...

ଅଗ୍ନିବୀର ଯବାନଙ୍କୁ ପୂର୍ବତନ ସୈନିକ ସଂଘ ତରଫରୁ ବଲାଙ୍ଗିର ରେଳ ଷ୍ଟେସନଠାରେ ଭବ୍ୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଅଗ୍ନିବୀର ଯୋଜନାରେ ସାମିଲ ହୋଇଥିବା ବଲାଙ୍ଗିର ମାଟିର ୮ ଜଣ ଭାରତ ମାତାର ସୁଯୋଗ୍ୟ ସନ୍ତାନ ତାଙ୍କର ପ୍ରଶିକ୍ଷଣ ସାରି ଗୋଟିଏ ମାସ ଛୁଟିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖବର ପ୍ରସାରିତ ହେବା ପରେ ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ
Read More...

କନ୍ଧମାଳରେ ଏସ୍‌ବିଆଇ ୠଣ ଘୋଟାଲା ମାମଲା : ତିନି ମାସ ପରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କରିଛି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ଆଚାର୍ଯ୍ୟଙ୍କୁ
Read More...

ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି : ବିଚ ରାସ୍ତାରେ ହେଉଛି ଷଣ୍ଢ ଲଢେଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଥାନା ସମ୍ମୁଖରେ, ରେଳ ଓଭର ବ୍ରିଜ ଉପରେ, ପେଟ୍ରୋଲ ପମ୍ପ ଛକରେ, ମଙ୍ଗଳା ମନ୍ଦିରଠାରେ, ହାଇସ୍କୁଲ ଖେଳ ପଡିଆ ନିକଟରେ ଅନବରତ ବୁଲା ଗାଈଗୋରୁଙ୍କ ଦ୍ୱାରା ରାସ୍ତା
Read More...

ଝାଡ଼ ଦେବନ୍ଧ ପାହାଡ ଉପରୁ ଖସି ଯୁବକ ଗୁରୁତର : ବଲାଙ୍ଗିର ସ୍ଥାନାନ୍ତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ଝାଡ଼ ଦେବନ୍ଧ ପାହାଡ ଉପରକୁ ଟିଟିଲାଗଡ ତଥା ଆଖପାଖ ଅଞ୍ଚଳର ୬ ଜଣ ଯୁବକ ମନ୍ଦିର ବୁଲିବା ସହ ପାହାଡ ଉପରକୁ ଚଢ଼ିବାକୁ ଯାଇଥିଲେ । ସେହି ସମୟରେ ଲୁଥୁରବନ୍ଧ ଗ୍ରାମର ପ୍ରିତେସ ବିଶି ପାହାଡ ଉପରୁ ଖସିପଡ଼ି ଗୋଟିଏ ସ୍ଥାନରେ ଫସି
Read More...

ଟିଟିଲାଗଡ ନିକଟସ୍ଥ ରିକଡୁଲ ଗ୍ରାମରେ ପାଗଳ କୁକୁର କାମୁଡାରେ ୧୨ ଆହତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ଏକ ଅଘଟଣ ଘଟିଛି । ଟିଟିଲାଗଡ ନିକଟସ୍ଥ ବିଜେପୁର ପଞ୍ଚାୟତ ରିକଡୁଲ ଗ୍ରାମର ମୁଖ୍ୟ ରାସ୍ତା ସ୍କୁଲ ପାଖରେ ଗୋଟିଏ ପାଗଳ କୁକୁର ଗ୍ରାମର ୧୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଛି । ସେମାନଙ୍କ ଭିତରୁ ଜଣେ ନାବାଳକ ମଧ୍ୟ ଅଛନ୍ତି ।
Read More...

ଗୋଠଛଡା ଦନ୍ତା ହାତୀର ଉପଦ୍ରବ

ବଣାଇ, (ନାରାୟଣ/ହବିବ) : ଗତ ଦୁଇ ଦିନରୁ ବଣାଇ ପାର୍ଶ୍ଵବର୍ତ୍ତୀ ବଡପୋଷି ଜାଙ୍ଗଳା ଆଦି ଗ୍ରାମ ଗୁଡିକରେ ଏକ ଗୋଠଛଡା ଦନ୍ତା ହାତୀ ଘୁରି ବୁଲୁଛି । ହାତିଟି ଗତରାତ୍ରିରେ ବଡପୋଷି ଗ୍ରାମରେ ଘର ଭାଙ୍ଗିଥିବା ବେଳେ ଗରିବ ଲୋକଙ୍କ ପନିପରିବା ଖାଇବା ସହ ଦଳି ଚକଟି ଦେଇଛି । ହାତୀ ଉପଦ୍ରବରେ
Read More...