Daily Archives

ରାସ୍ତାରେ ଚାଲୁଛି ଲୁହାଚକା ଟ୍ରାକ୍ଟର : ଖରାପ ହେଉଛି ରାସ୍ତା, କାର୍ଯ୍ୟାନୁ‌ଷ୍ଠାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଲୁହା ଚକ ଲଗାଯାଇଥିବା ଗାଡ଼ି ରାସ୍ତାରେ ନେବା ନିଷେଧ । ଏହା କେବଳ ସାଇନ ବୋର୍ଡ଼ରେ ସିମିତ । ଜାତୀୟ ରାଜପଥକୁ ସଂଯୋଗ ହୋଇଥିବା ତଥା ଦେଓଗାଁ ବ୍ଲକ ମଧ୍ୟରେ ଯାଇଥିବା ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ କିଛି ଦିନ ହେଲା ଳୁହାଚକ
Read More...

ଦେଓଗାଁ ବ୍ଲକରେ ପ୍ରବଳ ବର୍ଷା

ଭାଙ୍ଗିଲା ଘର, ପର ଘରେ ଆଶ୍ରୟ ନେଉଛନ୍ତି ପରିବାର ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ନଦୀଗୁଡ଼ିକ ଫୁଲିବାରେ ଲାଗିଛି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ବର୍ଷା ଯୋଗୁଁ ଘର ଭାଙ୍ଗିବାର ଚିତ୍ର
Read More...

ଅଗଷ୍ଟ ୧୬ରୁ ସମସ୍ତ ବିଦ୍ୟାଳୟରେ ଝୁଲିବ ତାଲା : ଶିକ୍ଷକ ସଂଘର ନିଷ୍ପତି

ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ ମ.ରାମପୁର, (ହେମନ୍ତ ସାହୁ) : ଏୟୁପି ଟିଏଫ୍ ନେତୃତ୍ୱରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଏକଜୁଟ ହୋଇ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ସାମୁହିକ ଛୁଟିରେ ଯିବେ ବୋଲି ନିଷ୍ପତି ନେଇଛନ୍ତି । ଏନେଇ ଆଜି ମ.ରାମପୁରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ପାଣି ଘେରରେ ଆଗଲପୁର ବ୍ଲକ ଡେଙ୍ଗଜୁରୀ ଗାଁ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଆଗଲପୁର ବ୍ଲକ ଡେଙ୍ଗଜୁରୀ ଗାଁ ଚାରିପଟେ ପାଣି ଘେରି ଯାଇଛି । ଗ୍ରାମର ଗୋଟିଏ ପଟେ ନଦୀ ଓ ଆଉ ଗୋଟିଏ ପଟେ ଘେସାଲୀ ଜୋର ବହି ଯାଉଥିବାରୁ ବର୍ଷା ଜନିତ ବନ୍ୟା ପାଣି ଗାଁକୁ ମାଡି ଆସିଛି । ପାଣି ଘେରରେ ଥିବା ଖବରପାଇ ଆଗଲପୁର
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ…

ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର : ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ
Read More...

ସାମାଜିକ ଅନୁଷ୍ଠାନ ‘ଆମ ପରିବାର ଅତାବିରା’ ପକ୍ଷରୁ ସମଲପୁରୀ ଦିନ୍ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଗତବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରାର ନବ ଗଠିତ ସାମାଜିକ ଅନୁଷ୍ଠାନ "ଆମ ପରିବାର, ଅତାବିରା" ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ୍‌ ଦ୍ୱିତୀୟ ବର୍ଷରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ସମଲପୁରୀ
Read More...

ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ

କେନ୍ଦ୍ର ସରକାରଙ୍କ ଅନୁଦାନ ଟଙ୍କାରେ ହେଲା କାମ ଆରମ୍ଭହୋଡିଂରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଫୋଟୋ ନ ଥିବାରୁ ବିଜେପି ପକ୍ଷରୁ ବିରୋଧ ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସିଆର୍‌ଆଇଏଫ୍‌ ଫଣ୍ଡରୁ ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ
Read More...

ଓପିଏସ୍‌ସି ପାଇଲେ ଶୈଳସୂତା ଦାସ

ମ.ରାମପୁର, (ହେମନ୍ତ ସାହୁ) : ସଂପ୍ରତି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୭୭ ର୍ୟାଙ୍କ ରଖି କୃତ କାର୍ଯ୍ୟ ହୋଇଛନ୍ତି ଶୈଳସୂତା ଦାସ । ପିତା ଅନୀଲ କୁମାର ଦାସ ଓ ମାତା ସବିତା ଦାସଙ୍କ ଝିଅ ଶୈଳସୂତା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୧୦ ମସିହାରେ
Read More...

ଜଳମୟ ହୋଇପଡ଼ିଛି ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ ଜଳମୟ ହୋଇପଡ଼ିଛି । ଲୋକଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ୟ୍ୟାଳୟକୁ ଯାଉଥିବା
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଭିତରେ ଆଂଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଥିବା ପାଟଣେଶ୍ୱରୀ ମନ୍ଦିର ଭିତରେ ପଶିଲା ବର୍ଷା ପାଣି । କେବଳ ମନ୍ଦିର ଭିତରେ ନୁହେଁ, ମା’ଙ୍କ ଆସ୍ଥାନ ଉପରକୁ ବି ପାଣି ଚଢ଼ି ସାରିଛି । ଅନ୍ୟ ପକ୍ଷରେ ମୋଟର ଲଗାଇ ଏବେ ବର୍ଷା ପାଣି ନିଷ୍କାସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
Read More...
error: Content is protected !!