Daily Archives

ସାମାଜିକ ଅନୁଷ୍ଠାନ ଅନ୍ଵେଷା ଦ ହେଲପିଂ ହାଣ୍ଡ ତରଫରୁ ବନ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ଦ ହେଲପିଂ ହାଣ୍ଡ ତରଫରୁ ଆଜି ଛେଣ୍ଡ ସ୍ଥିତ ମ୍ୟୁଜିକ ସର୍କଲଠାରେ ବନ ମହୋତ୍ସବ ପାଳନ ହୋଇଛି । ଏହି ଅବସରରେ ସଂସ୍ଥାର ସଭାପତି କଳ୍ପନା ଶତପଥି ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମକୁ ସାଧାରଣ
Read More...

ଶାନ୍ତନୁ କୁସୁମ ଭିଏଚ୍‌ପି ପଶ୍ଚିମ ଓଡିଶା ସମରସତା ବିଭାଗ ମୁଖ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦ ପଦାଧିକାରୀ ଶାନ୍ତନୁ କୁସୁମ ବିଶ୍ୱହିନ୍ଦୁ ପରିଷଦ ସାମାଜିକ ସମରସତା ବିଭାଗର ପଶ୍ଚିମ ଓଡିଶା ମୁଖ୍ୟ ଭାବରେ ମନୋନୀତ ହୋଇଛନ୍ତି । ଆଜି ସମ୍ବଲପୁର ମାରୱାଡି ପଞ୍ଚାୟତ ଧର୍ମଶାଳାରେ ଅନୁଷ୍ଠିତ ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକରେ
Read More...

ପୁଅ ବୋହୂ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ମା’ : ଅଭିଯୋଗକୁ ଖଣ୍ଡନ କଲେ ବୋହୂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୦ ବର୍ଷ ହେଲା ପୁଅ ବୋହୂ ନିର୍ଯାତନା ଦେଉଥିବା ନେଇ ଗତକାଲି ଜଣେ ମହିଳା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ବୋହୂ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ଚନ୍ଦ୍ରଶେଖରନଗରରେ ।
Read More...

ଇବ୍‌ଥର୍ମାଲ ଡବ୍ଲୁଆଇ କଲୋନୀରେ କୂଅରେ ପଡ଼ି ବୃଦ୍ଧା ମୃତ

ଝାରସୁଗୁଡ଼ା : କୂଅରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଇବ୍‌ଥର୍ମାଲ ଡବ୍ଲୁଆଇ କଲୋନୀରେ କୂଅରେ ପଡ଼ି ସୁବାସିନୀ କେଛୋ(୬୯)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କ ଗୋଡ଼ ଖସି ଯିବାରୁ ଘର ଅଗଣାରେ ଥିବା ଏକ କୂଆରେ ସୁବାସିନୀ ପଡ଼ି ଯାଇଥିଲେ । ପରିବାର ଲୋକ ଉଦ୍ଧାର
Read More...

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବପୀଠରେ ଲାଗିବ କାଉଡ଼ିଆଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଭକ୍ତମାନେ ମହାଦେବଙ୍କୁ ଜଳଲାଗି କରିବେ । ଏଥି ପାଇଁ ଆଜି ଠାରୁ ସଜବାଜ ହେଲେଣି କାଉଡ଼ିଆ । ଦୂରସ୍ଥାନରୁ ଜଳ ଉଠାଉଥିବା କାଉଡ଼ିଆଙ୍କ ଭିଡ଼ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲାର ସମସ୍ତ
Read More...

ମଣିଷକୁ କାମୁଡ଼ି ଆଖିବୁଜିଲା ସାପ

ଆଠଗଡ଼ : କେଉଁଠି କେମିତି ଶୁଣିବାକୁ ମିଳୁଥିଲା ମଣିଷକୁ କାମୁଡ଼ି ସାପର ମୃତ୍ୟୁ ଘଟିଥିବା କଥା । କିନ୍ତୁ ଆଜି ଏଭଳି ଏକ ଘଟଣା ଘଟିଛି ଆଠଗଡ଼ରେ । ମିଳିଥିବା ସୂଚନା ଅନୁସାରେ ଆଠଗଡ଼ ମେନ୍‌ ପୋଷ୍ଟଅଫିସ୍‌ ପାଖରେ ଦୁର୍ଯ୍ୟୋଧନ ମାଝି ନିଜ ପରିବାର ଧରି ଏକ ଭଂଗା ଘରେ ରୁହନ୍ତି । ରିକ୍ସା ଟାଣି
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ
Read More...

ସାପ ଧରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପହଂଚିଲେ ଗଇଁତଲା ଗାଁର ଜଣେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଯୁବକ ଏକ ସାପକୁ ଧରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପହଂଚିଥିଲେ । ହସପିଟାଲ ଷ୍ଟାଫ ଓ ରୋଗୀ ମାନଙ୍କ ସମ୍ପର୍କୀୟ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ । ସାପ ଧରି ହସପିଟାଲକୁ ଆସିଥିବା ଯୁବକ ଜଣକ ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ
Read More...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନୀ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ପଞ୍‌ଞ୍ଚାରୟତ ନିର୍ବାଚନ ବେଳେ ହିଂସା ଦେଖିବାକୁ ମିଳିଛି । ଶନିବାର ଦିନ ବ୍ୟାପକ ହିଂସା ଭିତରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି । ହିଂସା ଯୋଗୁଁ ରାଜ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୦ ଜଣ
Read More...

ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର…

୧୭୬ କିଲୋମିଟର ଦୈର୍ଘ୍ୟ ୫୫୫୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିକାଜିପେଟରେ ୫୦୦ କୋଟିରୁ ଅଧିକ ମୂଲ୍ୟର ରେଲୱେ ଉତ୍ପାଦନ ୟୁନିଟ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଛନ୍ତିତେଲୁଗୁ
Read More...