Daily Archives

ସମ୍ବଲପୁରୀ ଦିନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରସ୍ତୁତି ବୈଠକ ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । 'ସମ୍ୱଲପୁରୀ ଦିନ୍‌' ଦିନ ସମ୍ୱଲପୁରୀ ନୃତ୍ୟ ଗୀତ ନାଟକ ଓ କବିତା ପାଠ ହେବ । ଏହି
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯୁବ କୁଲୁତା ସମାଜ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ଜନ୍ମଦିନକୁ ଲୋକେ ବନ୍ଧୁ ବାନ୍ଧବଙ୍କ ଗହଣରେ କେକ୍‌ କାଟି ନାଚ ଗୀତ ସହ ବଡ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । କିନ୍ତୁ ଠିକ୍‌ ସେତିକି ବେଳେ ଜନ୍ମଦିନରେ ରକ୍ତଦାନ କରି ଜନ୍ମଦିନ ଉତ୍ସବ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ବଲାଙ୍ଗିର
Read More...

ଓମ୍‌ ଶାନ୍ତି ଯୋଗ ପୀଠରେ ଗୁରୁ ପୂର୍ଣ୍ଣିମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଓମ୍‌ ଶାନ୍ତି ଯୋଗ ପୀଠ ଦ୍ୱାରା ଗୁରୁ ପୂର୍ଣ୍ଣିମା ଦିବସ ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଗଲା ଓ ଗୁରୁ ପୂର୍ଣ୍ଣିମାର ମହତ୍ୱ ଉପରେ
Read More...

ପର୍ଯ୍ୟଟନ ବିଭାଗ ଦେଇଛି ୫୦ଲକ୍ଷ : ବଡପ୍ୟାକେଜ ଅପେକ୍ଷାରେ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ସନ୍ଥକବି ଭୀମଭୋଇ ହେଉଛନ୍ତି ମହିମାଧର୍ମର ଶ୍ରେଷ୍ଠ ପ୍ରଚାରକ । ତାଙ୍କ ପାଇଁ ମହିମାଧର୍ମ ବହୁମାତ୍ରାରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା । ସୋନପୁର ଜିଲ୍ଲାର ଖଳିଆପାଲି ହେଉଛି ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସାମାଧି କ୍ଷେତ୍ର । ଜଣେ
Read More...

ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ ବିରୋଧରେ ଜାତୀୟ ମାନବାଧିକାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
Read More...

ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ଲେଷଣ ପାକ୍ଷିକ ଖବର କାଗଜର ୪ର୍ଥ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ମଂଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ବିଶ୍ଲେଷଣର ସଂପାଦକ ରାଜେଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ପଣ୍ଡକାମାଲ ପଞ୍ଚାୟତର ଆମ୍ବଗାଁ ବିଦ୍ୟାଳୟରେ କାର୍ଯ୍ୟରତ ଥାଇ ଅବସର ଗ୍ରହଣ କରିଥିବା ଶିକ୍ଷକ ମିହିର କୁମାର ଦୁବେଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମ.ରାମପୁର ବ୍ଲକ୍ କଲୋନୀ ଉ.ପ୍ରା ବିଦ୍ୟାଳୟରେ
Read More...

ଓଲଟିଲା ପଣସ ବୋଝେଇ ଅଟୋ : ଚାଳକ ଗୁରୁତର

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ଅନ୍ତର୍ଗତ ପାଜିବାହାଲୀ ଛକଠାରେ ମୋହନଗିରି ଠାରୁ ମ. ରାମପୁରକୁ ଆସୁଥିବା ଏକ ପଣସ ବୋଝଇ ଅଟୋ (ଓଡି୦୩ଏସ୍‌୮୮୮୦) ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମ.ରାମପୁର ଡାକ୍ତରଖାନାକୁ ଚିକତ୍ସା
Read More...

ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତିଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ ବ୍ୟାଚର ଓଏଏସ୍‌ ଅଫିସର ଅଟନ୍ତି । ସେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଭାବେ ଏହି ଦାୟିତ୍ୱ ତୁଲାଇ ନିଜର ଚାକିରି କାଳ ଆରମ୍ଭ କରିଛନ୍ତି । ଏଣୁ
Read More...