Daily Archives

ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା

ଡେଲାଙ୍ଗ, (ଦିଲ୍ଲୀବ କୁମାର ଧାଉଡିଆ) : ବାଲେଶ୍ୱରର ବାହାନାଗଠାରେ ଶୁକ୍ରବାର ହୋଇଥିବା ହୃଦୟ ବିଦାରକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତ୍ୟୁବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମର ସଦ୍‌ଗତି କାମନା ନିମନ୍ତେ ମେକ୍ ଇନ ଇଣ୍ଡିଆ ଆଣ୍ଡ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ବିଜାଖମନ୍‌ ମେଗା ନର୍‌ସରି ଠାନେ ଅନୁଷ୍ଠିତ ହେଇଯାଇଛେ । ଇନେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଦିଆନ୍‌ଦେଓ ଖିଲାରୀ, ଡିଏଫ୍‌ଓ ନୀତିଶ କୁମାର, କେନ୍ଦୁଲିଫ୍‌ ଡିଏଫ୍‌ଓ ରଂଜିତ ମଲ୍ଲିକ
Read More...

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ଵ ପରିବେଶ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସହପ୍ରଧାନ ଆଚାର୍ଯ୍ୟ
Read More...

ଛତ୍ରପୁରଠାରେ ତୃତୀୟ ଓଡିଶା ନାଭାଲ ଟାଟା ହକି ଖେଳାଳୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୃଣମୂଳ ସ୍ତରରେ ରହିଥିବା ହକି ପ୍ରତିଭାମାନଙ୍କୁ ସୁଯୋଗ ଦେବା ନିମନ୍ତେ ୧୬ ବର୍ଷ ବୟସ ବାଳକ ବାଳିକା କ୍ରୀଡାବିତ୍‌ମାନଙ୍କ ଚୟନ ପ୍ରକ୍ରିୟା ଛତ୍ରପୁର ହକି ଖେଳପଡିଆଠାରେ ସୋମବାର ଆରମ୍ଭ ହୋଇଯାଇଛି । ଭାରତୀୟ ହକିର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ
Read More...

ଗଞ୍ଜାମ ସହରର ବିଶିଷ୍ଟ ବ୍ୟବସାୟୀ ଦମ୍ପତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସାନବଜାରର ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଦାସ ଓ ତାଙ୍କ ଧର୍ମପତ୍ନୀ ଗାୟତ୍ରୀ ଦାସଙ୍କ ଆଜି ପୁରୀ ସହରରେ ସଡ଼କ ଜନିତ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଞ୍ଜାମ ସାନବଜାର ବଣିକସଙ୍ଘର ସଦସ୍ୟ ତଥା ପୁରାତନ ବ୍ୟବସାୟୀ କୋକୋକୋଲା କମ୍ପାନୀର
Read More...

ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ । ପର୍ଯ୍ୟଟକମାନ୍‌କୁ ଆକର୍ଷିତ କର୍‌ବାର୍‌ ଲାଗି ଭୀମ୍‌ ଡୁଙ୍ଗୁରୀ କେ ଆର୍‌ ସୁନ୍ଦର୍‌ କର୍‌ବାର୍‌ ଲାଗି ଅଁଟା ଭିରିଛେ ବଲାଙ୍ଗିର ବନ ବିଭାଗ । ଇ’ ଭିତ୍‌ରେ ଭୀମ୍‌ ଡୁଙ୍ଗୁରୀ କେ ଯିବାର୍‌ ଆସ୍‌ବାର୍‌
Read More...

ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ କଣ ସବୁ
Read More...

ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୁନାମଧନ୍ୟ ଡାକ୍ତର ତଥା ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ଆଜୀବନ ସଦସ୍ୟ ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ ହୋଇଥିବା ଜଣାପଡିଛି । ଗତକାଲି ତାଙ୍କ ହଲଦୀପାଲି ବାସଭବନରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ
Read More...

ସମ୍ୱଲପୁରୀ ଦିନ, ନାଟ୍ୟ ମହୋତ୍ସବ ଓ କ୍ଷୁଦ୍ର ଫିଲ୍ମ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର କାର୍ଯ୍ୟକାରୀ ସଭାପତି ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ପଦ୍ମପୁର ସ୍ଥିତ ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସମ୍ୱଲପୁରୀ ଦିନ ପାଳନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ରେଳ ଦୁର୍ଘଟଣାରେ ମୃତ ଓ ସନ୍ଥ ରଘୁନାଥ ଜୀଙ୍କ ସ୍ମୃତିରେ ବିଶ୍ଵ ପରିବେଶ ଦିବସ ଅବସରରରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ବାଲେଶ୍ଵର ବାହାନାଗାରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଓ ସନ୍ଥ ରଘୁନାଥ ଜୀ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଛି । ଶ୍ରୀ ଶ୍ରୀ ନୃସିଂହନାଥ
Read More...