Daily Archives

ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ଛାତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଛାତ୍ରୀ ଉଷାରାଣୀ ରାଉତ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ରହି ବଲାଙ୍ଗିର ବାଳିକା ମହାବିଦ୍ୟାଳରେ ଯୁକ୍ତ ତିନରେ
Read More...

୮ଟି କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮ଟି ବଡ଼ ବଡ଼ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ବନ ବିଭାଗ । ଗତ ୧୪ ତାରିଖ ପ୍ରାୟ ଦିନ ୨ଟା ସମୟରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ୧୦୯.୫ ଘନଫୁଟ ମାପର ୮ଟି ନିମ୍ବ,
Read More...

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଛତ୍ରପୁରର ପୁଅ ଓଡ଼ିଶା ଟପର୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କାରମେଲ୍ କନଭେଣ୍ଟ ସିନିୟର ସେକେଣ୍ଡେରୀ ସ୍କୁଲ୍ କୃତ୍ତିତ୍ୱ ହାସଲ କରିଛି । ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ର ବିଷ୍ଣୁ ପ୍ରସାଦ ଶତପଥୀ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୪% ମାର୍କ ରଖି
Read More...

ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର । ଦିନର୍‌ ୧୦ ବଜେ ନୁଁ ଆଜି ଟାଏଁ ଟାଏଁ ଖରା । ଭଁଟା କେ ବାହାର୍‌ଲେ ଜୀବନ୍‌କନ୍ଦା ଦାନ୍ଦି ଥି ଦିହିଁ ଜଲି ଯଉଛେ । ହାଓ ହାଓ କରୁଛେ ମୁହୁଁ । ସତେ ଯେନ୍‌ତା କିଏ ମୁହୁଁ ଉପ୍‌ରେ ଉଂଜଲା ଉଂଜଲା
Read More...

ବିଭାଗସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆଜି ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ସମାରୋହ ଉତ୍ସବରେ ଜ୍ୟୋତି ରଂଜନ ମିଶ୍ର (ପଶ୍ଚିମ ସମ୍ଭାଗ ସଂଯୋଜକ) ମୁଖ୍ୟ
Read More...

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାଗୃହରେ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିରେ ଆଲୋଚନା ସଭା ସହ ଭୀମ ଭୋଇଙ୍କ ଭଜନ ପରିବେଷଣ ଏବଂ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସେକ୍ଟର - ୬
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖାର ୨୭ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ଏହାର ୨୭ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ପୂର୍ଣ୍ଣ ଛତ୍ରପୁର ସହରରେ ବ୍ରହ୍ମାକୁମାରୀ
Read More...

ବିଜୁ ଛାତ୍ରଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର : ୭୪ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଉଛି । ରକ୍ତର ଅଭାବ ହେତୁ ଜଣେ ନିରୀହ ଜୀବନ ଯେପରି ନଯାଉ ଏହାକୁ ଦୃଷ୍ଟିରେ ରଖି ଓଡିଶା ମୋ' ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ରଜନତା ଦଳ ଗଂଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ସ୍ଥିତ
Read More...

୧୯୮୬-୮୯ ବ୍ୟାଚର ଦହମୁଣ୍ଡା ହାଇସ୍କୁଲରେ ବନ୍ଧୁମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : "ସ୍ମୃତି ତ କେବେ ନୁହେଁ ଫିଙ୍ଗିବାର, ଫିଙ୍ଗି ପାରିଲେ ସେ ପା'ନ୍ତା ନିସ୍ତାର ।" ଏକଦା ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ଦହମୁଣ୍ଡା ହାଇସ୍କୁଲରେ ଅଧ୍ୟୟନ କରୁଥିବା ତଥା ଗୋଟିଏ ଛାତ ତଳେ ପଢ଼ୁଥିବା, ହସୁଥିବା, ଖେଳୁଥିବା, ମଜା କରୁଥିବା ଓ କେତେ ରାଗ ରୁଷା ମାନ
Read More...

ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଲେ କଳିକେଶ ଓ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ତଥା ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଚେୟାର୍‌ମେନ୍‌ ତଥା ପୂର୍ବତନ ବଲାଙ୍ଗିର ସାଂସଦ
Read More...