Monthly Archives

February 2023

ଭୁବନେଶ୍ୱରଠାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ଭୁବନେଶ୍ୱର ଠାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନରେ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର…

୫ଟି ସଚିବଙ୍କ ସୁଆଣ୍ଡୋ ପରିଦର୍ଶନଉତ୍କଳମଣିଙ୍କ ଗାଁ ଶିବ ମନ୍ଦିରର ପୁନରୁଦ୍ଧାର ଓ ପ୍ରତିଷ୍ଠା ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତକାଲି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ
Read More...

ଗୁଲମର୍ଗରେ ଶୀତକାଳୀନ ଖେଲୋ ଇଣ୍ଡିଆରର ୩ୟ ସଂସ୍କରଣକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଅନୁରାଗ ସିଂହ ଠାକୁର,…

ଏହି ଅବସରରେ ଜାମ୍ମୁ ଏବଂ କାଶ୍ମୀରରେରେ ୪୦ତମ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭାରମ୍ଭ ହୋଇଥିଲା ଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୁକ୍ରବାର ଦିନ ଗୁଲମର୍ଗରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ୩ୟ ସଂସ୍କରଣର ଘୋଷଣା କରିଛନ୍ତି । ଜାମ୍ମୁ
Read More...

ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱରରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଲେ ଭୁବନେଶ୍ୱର, (ପିଆଇବି) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଗତକାଲି ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି
Read More...

୧୯ତମ ଧଉଳି-କଳିଙ୍ଗ ମହୋତ୍ସବର ଶୁଭ ଉଦ୍‍ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ୧୯ତମ ଧଉଳି-କଳିଙ୍ଗ ମହୋତ୍ସବ ଗତକାଲି ଶୁଭ ଉଦ୍‍ଘାଟନ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ, ଭାରତନାଟ୍ୟମ ଏବଂ ସମରକଳା (କଲାରିପାଇଟୁ ଓ ଛଉ) ନୃତ୍ୟରେ
Read More...

ଆଦର୍ଶ ପାଠାଗାର ପୁସ୍ତକ ମେଳାର ଉଦ୍‌ଯାପନୀ ଦିବସ

କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା ରାଉରକେଲା, (ସସ୍ମିତା ପ୍ରଧାନ) : କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା । ଭଲ ମଣିଷ ହେବାକୁ ହେଲେ ଆମ ଭିତରେ ଥିବା ମଣିଷତ୍ୱକୁ ଜାଗ୍ରତ କରିବାକୁ ପଡିବ, ଏଥିପାଇଁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ଆଦର୍ଶ ପାଠାଗାର
Read More...

ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫାଇଲେରିଆ, ସ୍ଥନ କର୍କଟ, ଗର୍ଭାଶୟ କର୍କଟ, ସାନିଟାରି ପ୍ୟାଡର ସଠିକ୍‌ ବ୍ୟବହାର ଏବଂ ତାକୁ ନଷ୍ଟ କରିବାର ସଠିକ୍‌ ପ୍ରଣାଳୀ ଉପରେ ସଚେତନ
Read More...

ଗଞ୍ଜାମର ଗୌରବ ସୁଦୀକ୍ଷା ଦାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଫେବୃଆରୀ ୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେଇଯାଇଛି । ଗଞ୍ଜାମ ସହର ଅନ୍ତର୍ଗତ ଜୟଶ୍ରୀ କେମିକାଲସ୍ ବିଦ୍ୟାଳୟର ଛାତ୍ରୀ ସୁଦୀକ୍ଷା ଦାସ ୧୪ ବର୍ଷରୁ କମ୍ ୮୦ ମିଟର ବାଧାଦୌଡ
Read More...

ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଟାଉନ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କବିଚନ୍ଦ୍ରପୁର ବିଜୟ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କବିଚନ୍ଦ୍ରପୁର ଠାରେ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ତୃତୀୟ ଦିନରେ ତିନିଗୋଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ନର୍ସିଙ୍ଗପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫
Read More...