Daily Archives

ସମରା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସମରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ସମରା ସରପଞ୍ଚ ଗୋଲାପ ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କବିତା ସାହୁ ଓ ପ୍ରଧାନ ଶିକ୍ଷକ
Read More...

ବଲାଙ୍ଗିର ନାଗରିକ କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜଠାରେ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ ସଭାପତି ବେଲାର ସିଂହ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବଲାଙ୍ଗିରର ରେଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ
Read More...

ମହରାପଦରରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ଠାରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସରପଞ୍ଚ ସୁମତି ପ୍ରଧାନ ମୁଖ୍ୟ ଅତିଥି, ସମିତି ସଭ୍ୟା ଗୋଲାପୀ ଧରୁଆ, ପିଇଓ କ୍ଷୀରଧର ବରିହା, ଜିଆର୍‌ଏସ୍‌ ପ୍ରଦୀପ ଶତପଥୀ
Read More...

କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବ୍ୟବଛେଦ ଗୃହରେ ଚାଲିଛି ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବ୍ୟବଛେଦ ଗୃହରେ ଚାଲିଛି ଶବ ବ୍ୟବଚ୍ଛେଦ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ସବଜେଲ ଭିତରେ ସନ୍ଦେହଜନକ ଭାବେ ହୋଇଥିବା ମୃତ୍ୟୁ
Read More...

ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ସମଲେଶର ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମଲେଶର ଅଞ୍ଚଳର ବେଣୁ ବାଗ ଓ ତାଙ୍କ ପରିବାର ଭେଟିଛନ୍ତି । ସୂଚନା ଅନୁସାରେ ଗତ ଡିସେମ୍ବର ୭ ତାରିଖରେ ବେଣୁଙ୍କ ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏପରିକି ସେମାନଙ୍କୁ ସଂଘବଦ୍ଧ ଭାବେ ମାରଣାନ୍ତକ
Read More...

ଢାବା ମାଲିକଙ୍କୁ ଆକ୍ରମଣ ଅଭିଯୋଗ

ସମ୍ବଲପୁର : ଶାସନ ଥାନା ପାବପାଲି ବାଇପାସରେ ଥିବା ଏକ ଢାବାରେ ଖାଇବା ଟଙ୍କା ଦେବାକୁ କେନ୍ଦ୍ର କରି ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
Read More...

ବଗିଚା ନଷ୍ଟ କଲେ ହାତୀପଲ

ଯୁଯୁମୁରା : ପଡିଆବାହାଲ ରେଞ୍ଜ ବଡସାହିର ସେକ୍ସନ୍‌ ଅନ୍ତର୍ଗତ ବଡସାହିର ଗ୍ରାମରେ ପ୍ରାୟ ୨୭ଟି ହାତୀ ଦଳବଦ୍ଧ ଚାଷୀ କୈଳାସ ପ୍ରଧାନଙ୍କ ବଗିଚା ଉଜାଡି ଦେଇଛନ୍ତି । ଆମ୍ବ, ପିଜୁଳି, ମକା, ପନିପରିବା ସହ ପାଣି ପାଇପ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି । ସରୋଜ ବୀରଗଠିଆଙ୍କ ଧାନ ଫସଲ ମଧ୍ୟ ନଷ୍ଟ
Read More...

ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ବାବୁରାମ ମିଶ୍ରଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୬ ସରକାରୀ
Read More...

ଜି.ଉଦୟଗିରି ଏନଏସି ୱାର୍ଡ ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନଂ ୱାର୍ଡସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଚଳିତ
Read More...

ବଡ଼ଦାସୁଡୁ ସତ୍ୟମଙ୍କ ସମେତ ଛତ୍ରପୁର ତିନିଜଣ ହାଇଦ୍ରାବାଦରେ ଜାତୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଇଆରଇ ଛକ ଘଡ଼ଘଡାପଲ୍ଲୀ ଠାରେ ଥିବା ଏକ ଆଧ୍ୟାତ୍ମିକ ଓ ଭକ୍ତିବାଦ ସୂତ୍ରର ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସେବା ନୃତ୍ୟ କଳାକେନ୍ଦ୍ରର (ଭଗବତ ଗାଦୀ) ବଡ଼ଦାସୁଡୁ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କ ସମେତ ଉକ୍ତ ଏହି
Read More...