Daily Archives

ସଦେଇପାଲି ଛକଠାରେ ପୁଣି ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ଦ୍ୱିପହରରେ ସଦେଇପାଲି ଛକ ଠାରେ ଏକ କାଠ ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏବେ ପୁଣି ସେହି ସ୍ଥାନରେ ହିଁ ଏକ କୁକୁଡା ଦାନା ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା
Read More...

ବିଶ୍ଵ ଏଡ୍‌ସ ଦିବସ ଅବସରରେ ଅଞ୍ଚଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ଅବସରରେ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭପତିତ୍ୱରେ ଏକ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଯଦୁମଣି ସାହୁ, ମେଡିକାଲ ଅଫିସର,
Read More...

ଶାସ୍ତ୍ରୀ ନଗରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ଵ ଏଡ୍‌ସ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି "ବିଶ୍ଵ ଏଡ୍‌ସ ଦିବସ" ୨୦୨୨କୁ ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ମଧ୍ୟରେ ପାଳନ କରାଯାଇଛି । ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନବରତ କାର୍ଯ୍ୟକ୍ରମ ଓ ଅଭିଯାନର ବ୍ୟାପକ ସଚେତନତା କ୍ରମେ ଏଚ୍‌ଆଇଭି - ଏଆଇଡିଏସ୍‌ ଆଉ ଏକ
Read More...

ଚମାଖଣ୍ଡି ଓ ଟାଙ୍ଗଣାପଲ୍ଲୀ ଗ୍ରାମାଞ୍ଚଳରେ ମାଣବସା ଗୁରୁବାରର ୪ର୍ଥ ପାଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାର୍ଗଶୀର ମାସର ୪ର୍ଥ ପାଳି ଗୁରୁବାର ଦିନ ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ, ଚମାଖଣ୍ଡି, ବଳରାମପୁର, କୃଷ୍ଣଚନ୍ଦ୍ର ନଗରଢ଼ିହ ନରେନ୍ଦ୍ରପୁର, ସୁନ୍ଦରପୁର, ଦୂଆନପଲ୍ଲୀ, ନରସିଂହପୁର, ରଘୁନାଥପୁର, ଭିକାରିପଲ୍ଲୀ,
Read More...

ଛତ୍ରପୁର ଫଟୋଗ୍ରାଫର ସଂଘର ଦ୍ୱିତୀୟ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀଶ୍ରୀ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଫଟୋଗ୍ରାଫର ସଂଘର ଦ୍ୱିତୀୟ ବୈଠକ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଆସରରେ ଫୋଟୋଗ୍ରାଫର ମାନଙ୍କର ସମସ୍ୟା
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
Read More...

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି
Read More...

ସଦେଇପାଲି ଛକ ଠାରେ କାଠ ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସଦେଇପାଲି ଛକ ଠାରେ ଗୋଟିଏ କାଠ ବୋଝେଇ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ କାଠ ବୋଝେଇ ପିକ୍‌ଅପ୍‌ ଗାଡିଟିର ନଂ ଓଡି ୦୩ଜେ ୬୮୫୦ ହୋଇଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି
Read More...

ଜବାହାରଲାଲ କଲେଜରେ କ୍ରୀଡା ପ୍ରତିଯୋଗିତା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହାରଲାଲ କଲେଜରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର ଉଦ୍‌ଘାଟନ କରିଥିଲେ । କ୍ରିକେଟ ପ୍ରତିଯୋଗିତାରେ ଯୁକ୍ତତିନି ବର୍ଗରେ ଦ୍ୱିତୀୟ ବର୍ଷ, ଯୁକ୍ତଦୁଇ ବର୍ଗରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ
Read More...

କଣ୍ଟାବାଞ୍ଜି ଷ୍ଟେସନ ଉନ୍ନତି ପାଇଁ ୨.୬୮ କୋଟି ମଞ୍ଜୁର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ୨.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଷ୍ଟେସନର ବହୁ ଉନ୍ନତିମୂଳକ କାର୍ଯ୍ୟ ହେବାକୁ ପ୍ରସ୍ତାବ ରହିଛି । ନୂତନ ପାର୍କିଂ ଏରିଆ, ନୂତନ ଟିକଟ କାଉଣ୍ଟର ସହିତ ଅନ୍ୟ କାର୍ଯ୍ୟ
Read More...