Monthly Archives

October 2022

ଭୁବନେଶ୍ୱରରୁ ଜୟପୁର ସହରକୁ ବିମାନସେବା ଉଡାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣର ରୂପାନ୍ତର ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱରରୁ ଜୟପୁର ସହରକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପୁର ବିମାନବନ୍ଦରକୁ
Read More...

ଦୁର୍ନୀତି ନିବାରଣ ପାଇଁ ସତର୍କତା ସଚେତନତା ସପ୍ତାହ ଅବସରରେ ଶପଥ ପାଠୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାରେ ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦୁର୍ନୀତି ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠୋତ୍ସବ
Read More...

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀ ଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

ଭଗବତୀ ଓ ଗୁରୁଚରଣ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ ରାଉରକେଲା, (ସସ୍ମିତା ପ୍ରଧାନ) : ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ । ଓଡିଶାରେ ସାମ୍ୟବାଦୀ ସଂଗଠର ପ୍ରାଣ ପ୍ରତିଷ୍ଠାତା ଉଭୟ ମନିଷୀଙ୍କ ଦିଗଦର୍ଶନ ଆମ୍ଭମାନଙ୍କ ଜୀବନୀ ଓ ଲେଖନୀର ପ୍ରେରଣାର
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଆଗଲପୁର ପଞ୍ଚାୟତ ଇଂସା ଓ ଉପରବାହାଲ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଓ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱରେ
Read More...

ଓଡିଶା ପାଚିକା ଓ ସହାୟିକା ସଂଘର ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ଓଡିଶା ପାଚିକା ଓ ସହାୟିକା ସଂଘର ଏକ ବୈଠକ ଗୁହଭେଲା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମହାସଂଘର ସଭାନେତ୍ରୀ ବୈଦେହୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଚିକା ଓ ସହାୟିକା ମାନଙ୍କୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବା
Read More...

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ପୁରୀ : ହରିହର ବେଶରେ ସୁସଜ୍ଜିତ ବଡ଼ଠାକୁର । ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ । ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଅର୍ଦ୍ଧେକ ଧଳା ଓ
Read More...

ମାର୍ଶାଘାଇ ବଜାର ହାଟଛକରୁ ଗଞ୍ଜେଇ ଜବତ : ଜଣେ ଗିରଫ

କେନ୍ଦ୍ରାପଡ଼ା : ମାର୍ଶାଘାଇ ବଜାର ହାଟଛକରେ ଗଞ୍ଜେଇ ବିକ୍ରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ତୁଳସୀପୁରର ୫୮ ବର୍ଷୀୟ ରବୀନ୍ଦ୍ର ବେହେରା । ମାର୍ଶାଘାଇ ପୁଲିସ ଏସ୍ଆଇ କୈଶୋରିକା ରାଉତରାୟଙ୍କ ନେତୃତ୍ବରେ ଟିମ୍ ୧୮୦ ଗ୍ରାମ୍
Read More...

ଦୁର୍ଘଟଣାଗ୍ରସ୍ତ ଗାଈର ଚିକିତ୍ସା କଲା ବଜରଙ୍ଗ ଦଳ

ତୁଷୁରା, (କେପିଏନ୍‌ଏସ୍‌) : ରାଧାରଣୀପଡାରେ କୌଣସି ଗାଡି ଧକ୍କାରେ ଗୋଟିଏ ଗାଈ ଆହତ ହୋଇଥିଲା । ସୂଚନା ପାଇ ତୁଷୁରା ବଜରଙ୍ଗ ଦଳ କର୍ମକର୍ତ୍ତାମାନେ ରାସ୍ତାକଡରେ ଉକ୍ତ ଆହତ ଗାଈର ଚିକିତ୍ସା କରିଥିଲେ । ଏଥିରେ ତୁଷୁରା ବଜରଙ୍ଗ ଦଳର ଦୀପକ ଭୋଇ, ଚିତ୍ତରଞ୍ଜନ ମାଝୀ, ସାହିଲ ଚିନ୍ଦା, ସଙ୍ଗମ
Read More...

ଆଜିଠୁ ଆରମ୍ଭ ହେବ ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ : ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠୁ ଆରମ୍ଭ ହେଉଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ । "ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ଗଠନ' ଥୀମ୍‌ରେ ଓଡିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ସପ୍ତାହେ ବ୍ୟାପୀ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଇଁ ସଜବାଜ ହୋଇଛି । ଏଥର
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ସଫେଇ ଅଭିଯାନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ହରଭଙ୍ଗା ଗ୍ରାମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସ ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନଦୀକୁ ସଂଯୋଗ କରୁଥିବା ରାସ୍ତା ଅନାବନା ଗଛ ହୋଇ ସଂକୀର୍ଣ୍ଣ ହୋଇଯାଇଥିଲା । ଆଜି ଗ୍ରାମର ଡୋଳାମଣି ସାହୁଙ୍କ ନେତୃତ୍ୱରେ ଯୁବ ଗୋଷ୍ଠୀ ବାହାରି
Read More...