Monthly Archives

September 2022

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଭାଲେର ତଥା ଅନ୍ୟାନ୍ୟ ଗ୍ରାମାଂଚଳରେ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସନ୍ତୁଳିତ ରଖିବା ଏବଂ ଅଂଚଳକୁ ସବୁଜମୟ କରିବା ସହ ଯାଅ ଆସ
Read More...

ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷଣ ଶିବିର

ବଲାଙ୍ଗିର/ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ପୁଇଁନ୍ତଲା ଠାରେ ବ୍ଲକସ୍ତରୀୟ ଚକ୍ଷୁ (ସୁନେତ୍ର) ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପୁଇଁନ୍ତଲା ବ୍ଲକ
Read More...

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ କଟକ, (ପିଆଇବି) : ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ । ଆଜି କଟକଠାରେ କେନ୍ଦ୍ର ସୂଚନା
Read More...

ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୫୦ ଏକର ଜମିଲୋୟର ସୁକତେଲ ପ୍ରକଳ୍ପ ପାଇଁ ୬୩୪ କୋଟିପାର୍ବତୀଗିରି ଉଠା ଜଳସେଚନ ଯୋଜନାକୁ ୪୬୪ କୋଟିମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଟୁକୁନୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ସଦା
Read More...

ଚୋରି ବୃଦ୍ଧି ପରେ ପୁଲିସର ତତ୍ପରତା : ବିଦ୍ୟୁତ ତାର ସହ ବ୍ୟାଟେରୀ ଜବତ କରିଛି ପୁଲିସ

କବାଡିରେ ଚଢାଉ, ୩ ଅଟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କ୍ରମାଗତ ଚୋରି ବୃଦ୍ଧି ପାଇବାରେ ଲାଗିଥିଲା । ଖବର ପ୍ରକାଶ ପରେ ପୁଲିସ ଉପରେ ଚାପ ବଢିଥିଲା । ଚୋରି ନେଇ ସହରାଞ୍ଚଳ ଥାନା ପୁଲିସ ତତ୍ପରତା ଦେଖାଇଥିଲା । ଗୁରୁବାର ରାତିରେ ପୁଲିସ ପଇଁତରା ମାରୁଥିବା ବେଳେ
Read More...

ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟିର ବୈଠକ : ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ତୁଷୁରା ଉଡାଜାହାଜ ପଡିଆ ସ୍ଥିତ ଅତିଥି ଭବନ ହଲଠାରେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ଫର୍ମାସୀ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ସ୍ୱାସ୍ଥ୍ୟ ହିଁ ସୁସ୍ଥ ମନର ପରିଚାୟକ ହୋଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଔଷଧ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ । ସେଥିପାଇଁ ଲୋକଙ୍କ ଭିତରେ ଔଷଧ ଏବଂ ତାର ପାର୍ଶ୍ୱ ପ୍ରତିକ୍ରିୟା ପରି ଏକ
Read More...

ଲୋଇସିଂହାରେ ଅବାଧ ସଟ୍ଟା ଖେଳ : ନୂତନ ଥାନାଧିକାରୀ ଦୃଷ୍ଟି ଦେବେ କି, ସାଧାରଣରେ ପ୍ରଶ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅଂଚଳରେ ଅବୈଧ ସଟ୍ଟା ଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି । ସହରଠାରୁ ଗ୍ରାମାଞ୍ଚଳ ଯାଏଁ ଏହି ଖେଳ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଟଙ୍କାଟିଏ ବଦଳରେ ୮୦ ଟଙ୍କା ପାଇବା ଲୋଭରେ ସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଯୁବକ ତଥା
Read More...

ଛତ୍ରପୁର କଳା ବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଖ୍ୟାତିନାମା ଅନୁଷ୍ଠାନ ଛତ୍ରପୁର କଳା ବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଇତିମଧ୍ୟରେ ବିୟୋଗ ହୋଇଯାଇଛି । ଦୀର୍ଘ ଦିନଧରି ସେ ଶାରୀରିକ ପୀଡ଼ିତ ଥିଲେ । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ
Read More...

ମତଦାନ କେନ୍ଦ୍ର ଗୁଡିକର ସରଳୀକରଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମତଦାନକେନ୍ଦ୍ର ଗୁଡିକର କିପରି ସରଳୀକରଣ ହେବ ସେନେଇ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ
Read More...