Monthly Archives

July 2022

ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଜୁଲାଇ ୩୧, ବଢ଼ିବ ନାହିିଁ ଆଗକୁ : ରାଜସ୍ୱ ସଚିବ

ନୂଆଦିଲ୍ଲୀ : ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ତେବେ ବର୍ତ୍ତମାନ ବିଳମ୍ବ କରନ୍ତୁ ନାହିଁ । ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ସମୟ ଜୁଲାଇ ୩୧ ଠାରୁ ବୃଦ୍ଧି ହେବ ନାହିଁ ବୋଲି ରାଜସ୍ୱ ସଚିବ ସ୍ପଷ୍ଟ କରିଛନ୍ତି । ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି…
Read More...

୨୦୨୪ ପାଇଁ ପ୍ରସ୍ତୁତିରେ ଲାଗିଥିବା ବିରୋଧୀ ଦଳକୁ ବଡ଼ ଝଟ୍‌କା, ରାଷ୍ଟ୍ରପତି ନିର୍ବାଚନରେ ​​’କ୍ରସ୍…

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ​​ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶେଷରେ ବିପୁଳ ପରିମାଣରେ ସମର୍ଥନ ପାଇ ଜିତିଛନ୍ତି । ବାଲାଟ ବକ୍ସ ଖୋଲିବା ଆରମ୍ଭରୁ ଦ୍ରୌପଦୀ ମୁର୍ମୁ ଆଗୁଆ ଥିଲେ । ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି । ଏନ୍‌ଡିଏ ପ୍ରାର୍ଥୀ…
Read More...

ମମିତା ମେହେର ହତ୍ୟାକାଣ୍ଡ ମାମଲା : ୧୪ ଦିନିଆ ଜାମିନ ଶେଷ ପରେ ଗୋବିନ୍ଦ ସାହୁ କୋର୍ଟରେ ହାଜର ହୋଇ ଗଲା ଜେଲ

କଂଟାବାଂଜି, (ଗୁରୁଦୟାଲ ହଂସ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ପୁଅର ଚିକିତ୍ସା ବଡ ମେଡିକାଲରେ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ବିଚାର କରି ଗତ ୮ ତାରିଖ ଦିନ କଂଟାବାଂଜି ଏଡିଜେଙ୍କ ଅଦାଲତରୁ ୧୪ ଦିନିଆ…
Read More...

ବଜ୍ରାଘାତରେ ସାନପୁଅ ମୃତ : ବଡ଼ପୁଅ ଏବଂ ବାପା ଚିକିତ୍ସାଧୀନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଘଟଣା । ବିଲରେ କାମ କରୁଥିବା ସମୟରେ ଗୋଟିଏ ପରିବାରର ୩ ଜଣଙ୍କ ଉପରେ ବଜ୍ରାଘାତ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଳପୁର ବ୍ଲକ ବଡଟିକା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମନଦୀରା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨ରୁ ୧…
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ଭିଜନ ଓ ନଥିପତ୍ର ପରିଚାଳନା ଉପରେ ଚାରି ଦିନିଆଁ କର୍ମଶାଳା ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପଞ୍ଚାୟତସ୍ତରୀୟ ଆଦର୍ଶ ମହିଳା ମହାସଂଘ ଦ୍ୱାରା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ ତତ୍ୱାବଧାନରେ ୧୯ ତାରିଖରୁ ଆରମ୍ଭ ହୋଇଥିବା ଭିଜନ ଓ…
Read More...

ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିମାନେ : ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ବିଶେଷ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର…
Read More...

କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଉଭୟ ଦଶମ ଓ ଦ୍ଵାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବହାରିଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି…
Read More...

ପ୍ରେମିକାକୁ ବିଷ ପିଆଇ ହତ୍ୟା : ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ବଁକିଲୋ ଗ୍ରାମର ଜଣେ ଯୁବତୀ(୨୨)କୁ ପୁରୁଣା ଡେଲାଙ୍ଗ ଗ୍ରାମର ଜଣେ ଯୁବକ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗରେ ଯୁବତୀର ବାପା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ପୀଡ଼ିତା ଯୁବତୀ ଜଣକ ଭୁବନେଶ୍ଵରର ଏକ…
Read More...

ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ୟମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହସ୍ତଶିଳ୍ପ କାରିଗରମାନଙ୍କୁ ଆତ୍ମ-ନିର୍ଭରଶୀଳ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉଦ୍ୟମ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲରେ ସେମାନେ ସୁନ୍ଦର…
Read More...