Daily Archives

ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ, ସାହାଜବାହାଲଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭୂତିଆରବାହାଲ (କେନ୍ଦୁପତ୍ର) ରେଞ୍ଜ ଅଫିସର ବିଶ୍ୱାମିତ୍ର ପଧାନ ମୁଖ୍ୟ ଅତିଥି ରୂପେ ଏବଂ ଫରେଷ୍ଟର ସୁନ୍ଦର କାଲସାଏ ସମ୍ମାନିତ
Read More...

ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନର ଫାଟିଲା ୱିଣ୍ଡସିଲ୍ଡ

ନୂଆଦିଲ୍ଲୀ : ଦିଲ୍ଲୀରୁ ଗୌହାଟୀ ଯାଉଥିବା ଗୋ-ଫାଷ୍ଟ ଯାତ୍ରୀବାହୀ ବିମାନରେ ବୁଧବାର ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଝି ଆକାଶରେ ଯାତ୍ରୀବାହୀ ବିମାନର ୱିଣ୍ଡସିଲ୍ଡ ଫାଟି ଯାଇଛି । ଜୋର୍‌ ପବନ ବହିବା ଯୋଗୁଁ ୱିଣ୍ଡସିଲ୍ଡ ଫାଟି ଯାଇଥିବା ଜଣାପଡିଛି । ଫଳରେ ଖରାପ ପାଗ ଯୋଗୁ
Read More...

ସିରିଜ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ, ୨ ଗୁରୁତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କନ୍ଦରପୁର ମାଛଗାଁ ମୁଖ୍ୟ ରାସ୍ତାର ବିରିଡି ଛକରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବୋଲେରୋ, ଟାଟା ମ୍ୟାଜିକ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବାଇକ ଆରୋହୀ
Read More...

ଏକାଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ୩ଟି ସ୍ଥାନର ବିଇଓ ଦାୟିତ୍ୱରେ ଜଣେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ଭୂଷୁଡି ପଡିଛି । ସର୍ବୋପରି ହାଇସ୍କୁଲ ଗୁଡିକର ରୂପାନ୍ତରିତ ହୋଇ ମଧ୍ୟ ଅନେକ ଅବ୍ୟବସ୍ଥା ଘେରରେ ରହିଥିବା ବିଭିନ୍ନ ମହଲରେ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ କରୋନା ସଚେତନତା ସହିତ ମାସ୍କ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଆଯଇଥିବା ପ୍ରସ୍ତାବ ଅନୁସାରେ ଆଜି ଦୈନିକ ବଜାର ମଧ୍ୟରେ ମାସ୍କ ବଣ୍ଟନ କରାଯାଇଥିଲା । ଆସନ୍ତାକାଲି ସଂଘ ଆନୁକୂଲ୍ୟରେ ସବୁରି ନାରାୟଣ ମନ୍ଦିର
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଡେଲାଙ୍ଗ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଡେଲାଙ୍ଗ ପରିସରରେ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କର ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଟାଟା ପାୱାରର ମାତ୍ରାଧିକ ବିଲ ବିରୁଦ୍ଧରେ ବଲାଙ୍ଗିର ହୋଟେଲ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଟା ପାୱାରର ମାତ୍ରାଧିକ ବିଲ ବିରୁଦ୍ଧରେ ବଲାଙ୍ଗିର ହୋଟେଲ ସଂଘ ପକ୍ଷରୁ ଟାଟା ପାୱାର ବଲାଙ୍ଗିର ଶାଖାର ସୁପରିଷ୍ଟେଣ୍ଡଣ୍ଟ ଇଂଜିନିଅରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଜୟପ୍ରକାଶ ପୁରୋହିତ ଓ ସଂପାଦକ ରବି ପୁଜାରୀଙ୍କ ନେତୃତ୍ୱରେ
Read More...

ବନ୍ଧୁକମୁନରେ ଫଟୋଗ୍ରାଫରଙ୍କଠାରୁ ଡକାୟତି ଅଭିଯୋଗ

ଲୁଟିନେଲେ କ୍ୟାମେରା ସମେତ ୭ଲକ୍ଷ ଟଙ୍କାର ସାମଗ୍ରୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ତଥା ତୁଷୁରା ଥାନା ଅନ୍ତର୍ଗତ ପର୍ୟ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀକୁ ଫଟୋସୁଟ ପାଇଁ ଯାଇଥିବା ସମୟରେ ଟିଟିଲାଗଡ଼ ସହରର ଏକ ଫଟୋ ଷ୍ଟୁଡିଓ ମାଲିକ ଶୁଶାନ୍ତ ଶେଖର ହୋତା ଓ ତାଙ୍କ ଦୁଇ ସହଯୋଗୀ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ପରିଚାଳନା କମିଟିର ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କୈବଲ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଂଚ ଶ୍ରୀମତି,
Read More...

ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ମାମଲା : କଠୋର ସର୍ତ୍ତ ପାଇଁ ମନୋଜ ପଟ୍ଟନାୟକଙ୍କ ଜାମିନ ନାମଞ୍ଜୁର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ-ଅଭିଯୁକ୍ତ ତଥା ପୋଲସରା ବାସିନ୍ଦା ମନୋଜ ପଟ୍ଟନାୟକଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରୁ ୨୯ ସେପ୍ଟେମ୍ବର, ୨୦୨୧ ଓ ୧୮ ଫେବୃଆରୀ,
Read More...