Monthly Archives

June 2022

ମିର୍ଚା ୱେବ୍ ନ୍ୟୁଜ ଚ୍ୟାନେଲ୍‌ ଡିଜିଟାଲ ପ୍ଲାଟଫର୍ମ ଉଦ୍‌ଘାଟନ

-ମିର୍ଚା ୱେବ୍ ଚ୍ୟାନେଲ କୁ ବିଜୁଳି ବେଗ ସହ ତୁଳନା କରିଥିଲେ ବିଧାୟକ ସରୋଜ ମେହେର-ଘରକେ ସୁନ୍ଦର ବୁଢ଼ା ଟେ, କ୍ଷେତ କେ ସୁନ୍ଦର ମୁଡାଟେ, ବାସି ଭାତ୍ କେ ସୁନ୍ଦର ମିର୍ଚା ଟେପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ 'ମିର୍ଚା'ର ୱେବ୍ ନ୍ୟୁଜ
Read More...

ସିଏମଡି, ଓଏସ୍ଆରଟିସି ଟିମ୍‌ଙ୍କ ବଲାଙ୍ଗିର ସ୍ଥିତ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ପରିଦର୍ଶନ ନେଇ ଜିଲ୍ଳାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏମଡି, ଓଏସ୍ଆରଟିସିଙ୍କ ନେତୃତ୍ୱରେ ସିଏମଡି, ଓଏସ୍ଆରଟିସିର ଏକ ଟିମ୍‌ ବଲାଙ୍ଗିର ସ୍ଥିତ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ପରିଦର୍ଶନ ନେଇ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ନିମନ୍ତେ
Read More...

ଖଲିଆପାଲିରେ ବନ ବିଭାଗର ଚଢାଉ : ବାର୍‌ହା ମାଂସ ଜବତ ସହ ଜଣେ ଗିରଫ ହୋଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ରେଂଜର ଖଲିଆପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବାର୍‌ହା ମାଂସକୁ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଆଜି ସୂଚନା ଦେଇଛନ୍ତି । ତେବେ ଗିରଫ ହାଇଥିବା
Read More...

ଛାତ ସିଢିରୁ ଖସି ପଡି ଜଣେ ବ୍ୟକ୍ତି ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆଁପଡା ଗ୍ରାମରେ ଜଣେ ବ୍ୟକ୍ତି ଛାତ ସିଢିରୁ ଖସି ପଡି ଗୁରତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ନୂଆଁପଡା ଗ୍ରାମର ସୁରୁ କୁମ୍ଭାର (୪୫) ବୋଲି
Read More...

ବଜ୍ରାଘାତରେ ନାବାଳକର ମୃତ୍ୟୁ

ଦେବଗଡ : ଦେବଗଡ ଥାନା ବିଛଣାପୁର ଗାଁରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଦନ୍ତାରିବାହାଳ ଗାଁର ଟଙ୍କଧର ରଣାଙ୍କ ପୁଅ ରମଣୀକାନ୍ତ ରଣା ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ରମଣୀ ଗାଁ ନିକଟ ଆମ୍ବତୋଟାରେ ସାଙ୍ଗସାଥୀଙ୍କ ସହ ଖେଳୁଥିଲେ ।
Read More...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ସମାଲୋଚନା, ବିଜେପିକୁ କହିଲେ ‘ଶାଗୁଣା’

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଯିଏକି ବିଜେପି ବିରୋଧରେ ବାରମ୍ବାର ଅଭିଯୋଗ ଆଣନ୍ତି, ବୁଧବାର ଦିନ ଭାରତୀୟ ଜନତା ପାର୍ଟିକୁ “ଶାଗୁଣା” ସହିତ ତୁଳନା କରିଛନ୍ତି ଏବଂ ଏହାକୁ ଏକ ଅଯୋଗ୍ୟ ରାଜନୈତିକ ଦଳ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ବିଫଳ ଆର୍ଥିକ ନୀତି
Read More...

ସଂଗୀତର ଯାଦୁକର କେକେଙ୍କୁ ଆଜି ଦିଆଯିବ ଶେଷ ବିଦାୟ

ମୁମ୍ବାଇ : ଆଜି ସଂଗୀତର ଯାଦୁଗର କେକେଙ୍କୁ ଅନ୍ତିମ ବିଦାୟ ଦିଆଯିବ । ଆଜି ମୁମ୍ବାଇର ଆନ୍ଧେରି ଭର୍ସୋଦାଠାରେ ତାଙ୍କ ଶବଦାହ କରାଯିବ । ଭର୍ସୋଦା ପାର୍କ ପ୍ଲାଜାରେ ଗାୟକ କୃଷ୍ଣକୁମାର (କେକେ)ଙ୍କ ଶେଷ ଦର୍ଶନ କରାଯାଇପାରିବ । ଗାୟକ ତଥା ସଂଗୀତକାର କୃଷ୍ଣକୁମାର କୁନ୍ନାଥ କେକେଙ୍କ ଦେହାନ୍ତ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ସିରିଜ୍ ଦୁର୍ଘଟଣା, ୫ଟି କାର୍‌କୁ ପିଟିଲା ଟ୍ରକ୍

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ରସୁଲଗଡ଼ ବ୍ରିଜ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ଵର ରସୁଲଗଡ଼ ବ୍ରିଜ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ୫ଟି କାର୍‌କୁ ଏକ ଟ୍ରକ୍ ଧକ୍କା ଦେଇଛି । ଏହି
Read More...

ଆମେରିକାରେ ଗୁଳିକାଣ୍ଡ : ୪ ମୃତ

ୱାଶିଂଟନ : ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡ ଓକଲାହୋମାର ତୁଲସା ସହରର ସେଣ୍ଟ ଫ୍ରାନ୍ସିସ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ନୈଟାଲୀ ବିଲଡିଂରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Read More...