Daily Archives

ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକରଣ ସମେତ ସମସ୍ତ ଆବେଦନର
Read More...

ବିଜେପି ଛତ୍ରପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ସମୀକ୍ଷା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ସ୍ଥ ପୁତିଗୋପାଳପୁର ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ
Read More...

ଛତ୍ରପୁରରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଯାତ୍ରା ଉଦ୍‌ଯାପିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୁରୁଣା ରିଜର୍ଭ ପୋଲିସ ଲାଇନରେ ପରମ୍ପରା କ୍ରମେ ସମାହିତ ହୋଇଆସୁଥିବା ସପ୍ତାହବ୍ୟାପୀ ପାଳିତ ମା'କୁଲାଡ଼ ବ୍ୟାଘ୍ରଦେବୀଙ୍କ ଯାତ୍ରା ମଙ୍ଗଳବାର ମଧ୍ୟରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ମା'ଙ୍କ ଅନ୍ତିମ ଘଟଯାତ୍ରା ବାହାରିଥିବା
Read More...

ଜିଲ୍ଲାସ୍ତରୀୟ ଜୟଦେବ ଜୟନ୍ତୀ ପାଳିତ

ଜୟଦେବଙ୍କ କୃତୀତ୍ତ୍ୱ ବିଶ୍ୱ ଦରବାରରେ ପରିଚିତ ହାସଲ କରିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜୟଦେବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ
Read More...

କଣ୍ଟାପଡାରେ ସାମାଜିକ ସେବାରୁ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତ ସ୍ଥିତ କଣ୍ଟାପଡା ମଠମକୁନ୍ଦ ପୁରଠାରେ ସପ୍ତଦିନ ବ୍ୟାପୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଗତକାଲି ଏକ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର ଶ୍ରୀ
Read More...

ଏ ପି ଶୁଭକାନ୍ତଙ୍କ ଇଂରାଜୀ ପୁସ୍ତକ ‘ପର୍ସନାଲିଟିଜ୍ ଅଫ୍‌ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଓଡ଼ିଶାର ମହାପୁରୁଷଙ୍କୁ ନେଇ ଏ ପି ଶୁଭକାନ୍ତଙ୍କ ଇଂରାଜୀ ପୁସ୍ତକ ‘ପର୍ସନାଲିଟିଜ୍ ଅଫ୍‌ ଓଡ଼ିଶା’ ହବେଲୀ କ୍ୟାଫେ ପରିସରରେ ଉନ୍ମୋଚିତ ହୋଇଛି । ଲେଖକ ଏପି ଶୁଭକାନ୍ତ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଏହି ପୁସ୍ତକଟି ଓଡ଼ିଶାର ୨୧ଜଣ ବିଶିଷ୍ଟ
Read More...

ଟାଟା ପାୱାର କମ୍ପାନୀ ସହ ବିଦ୍ୟୁତ ଉପଭୋକ୍ତା ସଂଘର ଆଲୋଚନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଆହୁତ ବୈଠକରେ ବରଗଡ ଜିଲ୍ଲାରେ ଟାଟା ପାୱାର ଦ୍ୱାରା ଯୋଗାଉଥିବା ବିଦ୍ୟୁତସେବା ପ୍ରତି ଜନ ଅସନ୍ତୋଷ ସମ୍ବନ୍ଧରେ ସମସ୍ତ ପକ୍ଷଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା । ଏହି ବୈଠକରେ
Read More...

ବିଡିପିଲ୍‌ର ସପ୍ତମ ସଂସ୍କରଣ ଉଦ୍‌ଘାଟିତ : ଆସନ୍ତା କାଲିରୁ ଲିଗ୍ ମ୍ୟାଚ୍ ଆରମ୍ଭ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନିଷ୍ଟାଡିୟମରେ ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲା ପ୍ରିମୀୟର ଲିଗ୍, ବିଡିପିଲ୍ -୭ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଓ ମୁଠିଛୁଆଁ ଉତ୍ସବ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମଠାରେ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ, ମୁଠିଛୁଆଁ ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,
Read More...