Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୭ ଓ ୨୧ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନମ୍ବର ୧୫ରୁ ୨ ଜଣ, ପାଟଣାଗଡ ବ୍ଲକ
Read More...

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନିୟମ ବ୍ୟବସ୍ଥାକୁ ବିରୋଧ କରି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ନବୀନ ସରକାର ପଞ୍ଚାୟତ ନିର୍ବାଚନରେ ସରକାରୀ ଭାବେ ଆଇନ ଅନୁଯାୟୀ ସଂରକ୍ଷଣ ନିୟମ ବ୍ୟବସ୍ଥା କାର୍ୟ୍ୟକାରୀ ନକରିବା ନେଇ ବିଭିନ୍ନ ସ୍ଥାନରେ ଏହାର ବିରୋଧ କରାଯାଉଛି । ପ୍ରକାଶ ଥାଉକି, ବଲାଙ୍ଗିର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇ ଶିକ୍ଷା, ନିଯୁକ୍ତି
Read More...

ବିନା ସୂଚନା ଫଳକରେ ନିମ୍ନ ମାନର ଡ୍ରେନ ନିର୍ମାଣ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିନା ସୂଚନା ଫଳକରେ ନିମ୍ନ ମାନର ଡ୍ରେନ ନିର୍ମାଣ ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ବ୍ଳକର ବୁଡ଼ାବାହାଲ ପଞ୍ଚାୟତରୁ । ପଞ୍ଚାୟତର କିଛି ଦୂରରେ ହାଇସ୍କୁଲ ରହିଥିବା ବେଳେ ସେହି ସ୍ଥାନରୁ ଏକ ଡ୍ରେନ ନିର୍ମାଣ କରାଯାଉଛି । ଏଥିରେ ଅତି ନିମ୍ନ
Read More...

ଗୋପବନ୍ଧୁ ପାଠାଗାରର ଆଲୋଚନାଚକ୍ର ଅନୁଷ୍ଠିତ

ମଣିଷର ସୁଖ ଶାନ୍ତି ପାଇଁ ବହୁ ଜୈବ ବିବିଧତା ସମନ୍ୱୟର ଆବଶ୍ୟକ : ପ୍ରଫେସର ଡଃ ଗିରି ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷର ସୁଖ ଶାନ୍ତି ପାଇଁ ବହୁ ଜୈବ ବିବିଧତା ସମନ୍ୱୟର ଆବଶ୍ୟକତା ରହିଛି ବୋଲି ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଆୟୋଜିତ 'ବହୁଧାର ବର୍ଣ୍ଣବିଭା' ସଂପର୍କରେ
Read More...

ବରଗଡ଼ ପୋଲିସର ମାକ୍ସ ଚେକିଙ୍ଗ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି ଓ କୋଭିଡ୍‌ ପାଳନ ପାଇଁ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ମାକ୍ସ ଚେକିଙ୍ଗ୍‌ ଆରମ୍ଭ ହୋଇଛି । ଏହି କ୍ରମରେ ବରଗଡ଼ ଟାଉନ ଥାନା ଓ ସଦର
Read More...

ବହୁ ପ୍ରତୀକ୍ଷିତ ଟ୍ରକ ଟର୍ମିନାଲର ଭିତ୍ତିପ୍ରସ୍ତର ଦେଲେ ନରସିଂହ : ଟ୍ରାଫିକ ଓ ମାଲ ପରିବହନ ସମସ୍ୟାରେ ଆସିବ ସୁଧାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଟ୍ରକ ଟର୍ମିନାଲ ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ଏହାକୁ ନେଇ ଅନେକ ଦିନର ଦାବୀ ତଥା ପରିକଳ୍ପନା ରହିଥିଲା । ୯କୋଟି ୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଏଠାକାର ଟ୍ରାଫିକ ସହିତ ମାଲ ପରିବହନ କ୍ଷେତ୍ରରେ ଥିବା
Read More...

କଟକ ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ଓବିସି ସଂରକ୍ଷଣ ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଟକ : ରାଜ୍ୟ ସରକାର ଓବିସି ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ଅଣଦେଖା କରୁଥିବା ନେଇ ସାରା ରାଜ୍ୟରେ ନିଆଁ ଜଳୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି କଟକ ନଗର ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ
Read More...

ନଦୀ ପାଇଁ ଶିକ୍ଷକ ହେଲେ ଏକାଠି, ବାଣ୍ଟିଲେ ସଚେତନତାର ବାର୍ତ୍ତା

ବୌଦ୍ଧ, (ମମତା ମହାକୁର) : ଆଜି ନଦୀ ବିପନ୍ନ, ନିଜ ଜୀବନକୁ ନଦୀ ସହ ତୁଳନା କରି ତାର ସୁରକ୍ଷା ପାଇଁ ଏକାଠି ହେଲେ ଶିକ୍ଷକ । କଣ୍ଟାମାଲ ବ୍ଲକ ଖଟଖଟିଆ କ୍ଲଷ୍ଟର ୫୦ରୁ ଉର୍ଦ୍ଧ ଶିକ୍ଷକ ସିମିଳିପଦର ଗ୍ରା:ପର କୀର୍ଲା ତେଲନଦୀ ଘାଟରେ ଏକ ସଚେତନତା ସଭା କରି ନଦୀମଧ୍ୟରେ ଆବର୍ଜନା ନପକାଇବା,
Read More...

ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ଥିବା ନେଇ କୋଶଲ ସମନ୍ୱୟ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୧୦ରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା- ବାଦୀପଡା ବ୍ରିଜ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏହି ବ୍ରିଜ କାମକୁ ନେଇ ଅନେକ ଥର ବାଦ
Read More...

ବିଜୁ ମହିଳା ସମ୍ମୁଖ୍ୟର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍‌-ରୁମ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ବିଜୁ ମହିଳା ଜନତାଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...