Daily Archives

କୂଅରେ ପଡି ଚାଲିଗଲା ୫ ବର୍ଷିୟ ଶିଶୁର ଜୀବନ

ଢେଙ୍କାନାଳ, (ତାପସ ଦାସ) : ମୃତ୍ୟୁ କେମିତି କେତେବେଳେ ଆସେ କିଏ ବି କହିପାରେନି । କୂଅରେ ପଡିଯାଇ ଏକ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏଭଳି ଦୁଃଖଦ ଖବର ଘଟିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ । ନାଁ ତାର ଟକୁଲ ଖଟୁଆ,
Read More...

ଜୟଦେବ ପାଣିଗ୍ରାହୀ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ବିଜ୍ଞପ୍ତି ସଂଖ୍ୟା ୭୫/୦୩.୦୧.୨୦୨୨ ଅନୁଯାୟୀ ଶ୍ରୀ
Read More...

ଆଇନଜୀବୀ ମିହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପତ୍ନୀ ବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜପରିବାରର ବରିଷ୍ଠ ଆଇନଜୀବୀ ତଥା ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପତ୍ନୀ ବୀଣା କୁମାରୀ ସିଂହଦେଓ(୫୦)ଙ୍କ ପରଲୋକ ହେଇଯାଇଛି । ସୂଚନା ମୁତାବକ ବୀଣା କୁମାରୀ ସିଂହଦେଓଙ୍କ ଭୁବନେଶ୍ୱରଠାରେ ଚିକିତ୍ସା ଚାଲିଥିବା
Read More...

ଭିଲେଜ୍ ରିସୋର୍ସ ପାର୍ସନଙ୍କ ୩ ବର୍ଷର ଦରମା ବାକି ଥିବା ନେଇ ଜିଲ୍ଲାପାଳଙ୍କୁ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୭ ମସିହାରେ ଓଡ଼ିଶା ସରକାର ପଞ୍ଚାୟତିରାଜ ବିଭାଗ ଅଧିନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ଜଣେ ଜଣେ ମହିଳାଙ୍କୁ ଭିଲେଜ ରିସୋର୍ସ ପାର୍ସନ ଭାବେ ଜଣେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ସୂଚନା ଅନୁସାରେ ଝାରବନ୍ଧ ବ୍ଲକରେ ୧୪ଟି ଗ୍ରାମ
Read More...

ସିନାପାଲିରେ ବିଜୁସେତୁ ଓ ମୁଖ୍ୟମନ୍ତ୍ରୀ ସଡକର ଶିଳାନ୍ୟାସ କଲେ ମନ୍ତ୍ରୀ ଦିବ୍ୟଶଙ୍କର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ଦୁଇ ଗୋଟି ସ୍ଥାନରେ ଶିଳାନ୍ୟାସ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଛନ୍ତି । ସିନାପାଲି
Read More...

ପୃଥୀରାଜ ହାଇସ୍କୁଲ ୧୯୭୭ ବେଚ୍‌ ପକ୍ଷରୁ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ପଥରଚେପା ପଞ୍ଚବଟୀ ଉଦ୍ୟାନ ଠାରେ ପୃଥୀରାଜ ହାଇସ୍କୁଲ ୧୯୭୭ ବେଚ୍‌ ବଲାଙ୍ଗିରର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରତନ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୫୪ ଜଣ ସହପାଠୀ ସଭ୍ୟ ଅଂଶଗ୍ରହଣ କରିଥିଲେ । ପରଲୋକ ଗମନ କରିଥିବା
Read More...

ଓବିସି ସଂରକ୍ଷଣ ସମ୍ପର୍କରେ ରାଜ୍ୟପାଳଙ୍କୁ ବିଜେପି ଓବିସି ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ସଂରକ୍ଷଣ ସମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ୫୪%ରୁ ଅଧିକ ରହିଥିବା ବେଳେ ସଂଖ୍ୟାରେ ତାହା ୨.୫ କୋଟି
Read More...

ପୁଣି ଥରେ ରାଜ୍ୟ ଛାତ୍ର କଂଗ୍ରେସ କମିଟିରେ ଶୁଭମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଶୁଭମ କୁମାର ସାହୁ ପୁଣି ଥରେ ରାଜ୍ୟ ଛାତ୍ର କଂଗ୍ରେସ କମିଟିରେ ନୂତନ ଭାବେ ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ ବଲାଙ୍ଗିର ବିଧାନସଭା ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଥିଲେ । ପରେ ତାଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ
Read More...

ଆଦିବାସୀଙ୍କ ରାଲିରେ ଆହତ ହେଲେ ଟାଉନଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଆଦିବାସୀଙ୍କ ସଶସ୍ତ୍ର ଆଦିବାସୀ ଆନ୍ଦୋଳନ ସମୟରେ ଆଦର୍ଶ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତ ରାୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କ ବାମ ହାତରେ ସାମାନ୍ୟ ଆଘତ ଲାଗିଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଜିଳ୍ଲାପଳଙ୍କ କାର୍ଯ୍ୟାଳୟଙ୍କୁ
Read More...

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କାଲୁରିଆ ଗୋରଡ଼ିଆ ସେତୁକୁ ଯିବାକୁ ମନା

ଢେଙ୍କାନାଳ, (ତାପସ ଦାସ) : ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଲି ଆଖି । କାଲୁରିଆ ଗୋରଡ଼ିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା । କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡ଼ିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଂଗ୍ରହ ସମୟରେ ଏଭଳି ଏକ ଅଭାବନୀୟ ଘଟଣା
Read More...