Daily Archives

ଜନମତ ଓ ନରସିଂହ ବିଧାନସଭା ପୂର୍ବରୁ ସଂଗଠନ ଓ ବୁଦ୍ଧିଜୀବୀଙ୍କ ଠୁ ପ୍ରସ୍ତାବ ଗ୍ରହଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ଥିବା ଅଗ୍ରଣୀ ସାମାଜିକ, ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଠୁ ଆଗାମୀ ବିଧାନସଭା ଅଧିବେଶକୁ ଆଖି ଆଗରେ ରଖି ବଲାଙ୍ଗିରର କ’ଣ ସବୁ ସମସ୍ୟା ରହିଛି ସେ ଉପରେ ଆଲୋଚନା ତଥା ଲୋକଙ୍କ
Read More...

ଅନ୍ତରୀଣ ଜାମିନରେ ମୁକୁଳିଲେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଡିଜେ କୋର୍ଟ ଟିଟିଲାଗଡରୁ ଅନ୍ତରୀଣ ଜାମିନରେ ମୁକୁଲିଛନ୍ତି କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା । ଗତ ଜୁନ ୪ ତାରିଖରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ୍
Read More...

ଦୁଇଟି ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ
Read More...

ବିଧାୟକଙ୍କ ଦ୍ଵାରା ନୂତନ ଓଭର୍‌ହେଡ୍‌ ଟେଙ୍କ୍‌ର ଭୂମି ପୂଜନ ଓ ଲୋକଙ୍କ ସମସ୍ୟା ଦୂର କରିବାକୁ ପ୍ରତିଜ୍ଞା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ଠାରେ ନୂତନ ଓଭର୍‌ହେଡ୍‌ ଟେଙ୍କ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ
Read More...

ଅବସରପ୍ରାପ୍ତ ଶିକ୍ଷକ ତଥା କବି ମୁରଲୀଧର ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ସତୀଭଟା ଗ୍ରାମର ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ତଥା କବି ମୁରଲୀଧର ପ୍ରଧାନଙ୍କ ୯୫ ବର୍ଷ ବୟସରେ ଆଜି ଭୋର ସମୟରେ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୋଭିଡ଼ କଟକଣା ମାନି ତାଙ୍କ ଶବ ସଂସ୍କାର କରାଯାଇଥିବା
Read More...

ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦାବୀ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ଅଂଚଳରେ ଦିନକୁ ଦିନ ବୁଲା କୁକୁର ଓ ଗାଈ ଗୋରୁଙ୍କ ସଂଖ୍ୟା ବଢିବାରେ ଲାଗିଛି ଯଦ୍ୱାରା ଟ୍ରାଫିକ ସମସ୍ୟା, ଦୁର୍ଘଟଣା, କୁକୁର କାମୁଡ଼ା ନିତିଦିନିଆ ଘଟଣା ପାଲଟିଛି । ସଂଖ୍ୟା ନିୟନ୍ତ୍ରଣ ପାଇଁ କୁକୁର ବନ୍ଧ୍ୟାକରଣ ଯୋଜନାକୁ ଠିକ୍‌ରେ
Read More...

ଜିଲ୍ଲାପାଳଙ୍କ ଗୋପେଇପାଲି ସରକାରୀ ହାଇସ୍କୁଲ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲି ଗ୍ରାମର ସରକାରୀ ହାଇସ୍କୁଲକୁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ମୋ ସରକାର ୫ଟି ସ୍କୁଲ ଏବଂ ମୋ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ ଗୋପେଇପାଲି ସରକାରୀ
Read More...

ରୁରାଲ ହାଉସିଂ ଯୋଜନାରେ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର : ଅଭିଯୋଗ ଆଣିଲା ବିଜେଡି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାରେ ରୁରାଲ ହାଉସିପ୍ସ ପ୍ରଦାନରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହେଉଛି । ଫଳରେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ହିତାଧିକାରୀ ଉକ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯଦ୍ୱାରା କି ସେମାନେ ପକ୍କା ଘର ଖଣ୍ଡିଏ ପାଇପାରୁ ନାହାନ୍ତି
Read More...

ସମ୍ବଲପୁର ଏକ୍ସକ୍ୟାଡ଼ର ସଂଘର ସାଂଗଠନିକ ବୈଠକ

ସମ୍ବଲପୁର, (ମମତା ମହାକୁର) : ସମ୍ବଲପୁର ଜିଲ୍ଲା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ
Read More...

ଶହ ଶହ ଲୋକ ନିର୍ଭର କରୁଥିବା ରାସ୍ତା କାମ ଅଧା ପନ୍ତରୀଆ କରି ଠିକାଦାର ଛୁ ମାରିଥିବା ଅଭିଯୋଗ : ବାଏପାସ ଛାଡ଼ି ଲମ୍ବା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରୁ ବନ୍ଧପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା କୁତୁର୍ଲା ନିକଟରେ ରାସ୍ତାର ଉଭୟ ପଟକୁ ନବୀକରଣ କରାଯାଉଛି । ସୂଚନା ଅନୁସାରେ ଦୁଇ ମାସରୁ ଅଧିକ ହେଲା କାମ କରୁଥିବା ଠିକାଦାର ରାସ୍ତାର ବିଭିନ୍ନ ସ୍ଥାନରେ ଦୁଇ ପଟରୁ ମାଟି ଖୋଳି ଛୁ ହୋଇଥିବାରୁ
Read More...
error: Content is protected !!