Daily Archives

କବି ପ୍ରହଲ୍ଲାଦ ଶତପଥୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବି ତଥା ଅଧ୍ୟାପକ ପ୍ରହଲ୍ଲାଦ ଶତପଥୀଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କ ମାତା ବିନୋଦିନୀ ଶତପଥିଙ୍କୁ ୮୫ ବର୍ଷ ହେଉଥିଲା । ମୃତ୍ୟୁ ସମୟରେ ବଡ ଝିଅ ବିଦ୍ୟୁତଲତା ଶତପଥୀ, ସସ୍ମିତା ଶତପଥୀ, ମଞ୍ଜୁଲତା ଶତପଥୀ ସହିତ ଲାଲି, ସୁନୀ ଓ ଓମ୍‌…
Read More...

ନୂତନ ବିଜ୍ଞାନ ତତ୍ତ୍ୱାବଧାରକଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୬୫ ତା.୦୪.୦୫.୨୦୨୧ଙ୍କ ନିର୍ଦ୍ଦେଶାନୁସାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାୟକଙ୍କୁ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ରୂପେ ନିଯୁକ୍ତ କରାଯାଇଛି ।…
Read More...

ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ଆସନ୍ତୁ ନାହିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିନା ପଞ୍ଜୀକରଣରେ ଟୀକାକେନ୍ଦ୍ର ଆସନ୍ତୁ ନାହିଁ । ଟୀକାକରଣ ପାଇଁ ପୂର୍ବରୁ ପଞ୍ଜୀକରଣ କରନ୍ତୁ ଏବଂ ନିର୍ଦ୍ଧାରିତ ସୂଚୀ ଅନୁସାରେ ଟୀକା ନିଅନ୍ତୁ । ନିର୍ଦ୍ଧାରିତ ସୂଚୀରେ ଟୀକାକରଣ କେନ୍ଦ୍ରକୁ ଆସିବା ପରେ ସଂପୃକ୍ତ କେନ୍ଦ୍ରରେ ଯଥା ସମ୍ଭବ ଦୂରତା ବଜାୟ…
Read More...

ଗଞ୍ଜାମ ଜିଲ୍ଲାର ଜଣେ ଆଗଧାଡ଼ିର କୋରନା ଯୋଦ୍ଧା ଭାବେ ପରିଚିତ ପ୍ରଦୀପ କିଶୋର ସାହୁଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସକାଳେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ଆଗଧାଡ଼ିର କୋରନା ଯୋଦ୍ଧା, କଲମକୁ ଧରି, ସାରା ଜୀବନକୁ ଅସ୍ତ୍ର-ସାଜିଥିବା ବୀରସୈନିକଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର "ସମ୍ବାଦ"ର ବ୍ୟୁରୋ ହେଡ୍‌ ପ୍ରଦୀପ କିଶୋର…
Read More...

ପାଇକମାଲ ରାଜମିସ୍ତ୍ରୀ ଶ୍ରମିକ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ରାଜମିସ୍ତ୍ରୀ ଶ୍ରମିକ ସଂଘର ଏକ ଜରୁରୀ ବୈଠକ କେଦାର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଅଂଚଳରେ କେତେକ ରାଜମିସ୍ତ୍ରୀ ମାନେ ଲୋକମାନଙ୍କ ଘର ନିର୍ମାଣ କରିବା ପାଇ ଠିକା ନେଇ କାମ ସଠିକ…
Read More...

ପଦ୍ମପୁରରେ ସାମ୍ବାଦିକଙ୍କୁ ଟୀକାକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛିଦିନ ପୂର୍ବରୁ ସାମ୍ବାଦିକମାନଙ୍କୁ କରୋନ ଯୋଦ୍ଧା ଭାବରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ଏବଂ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଟୀକାକରଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି…
Read More...

କରୋନା ମାଡ ସହ କୁଆପଥର ମାଡ : ଧାନଜମି ନଷ୍ଟ, ଚାଷୀ ଦେଲେ ମୁଣ୍ଡରେ ହାତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଲମ୍ବରୁପାଲି ଗ୍ରାମରେ ଆଜି ବହୁତ୍ ଜୋର୍ ବର୍ଷା ହେବା ସହିତ କୁଆପଥର ମାଡ ଯୋଗୁଁ ଚାଷୀଙ୍କ ସମସ୍ତ ଧାନ କ୍ଷେତ ନଷ୍ଟ ହୋଇଯାଇଛି । ଇଶ୍ୱର ପଧାନ, ରାମ ପ୍ରସାଦ ପାତ୍ର, ଶ୍ରୀମନ୍ତ ପଧାନ, ବ୍ରଜ ମୋହନ ଠାକୁର, ନନ୍ଦକୀଶୋର ସା,…
Read More...

ଜନମଞ୍ଚ ସଂଗଠନର ପ୍ରଶଂସନୀୟ କାମ : ନିରୀହ ଲୋକଙ୍କୁ ଚିହ୍ନଟ କରି ମିଲ୍‌ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ ଚାଲିଛି । ତେବେ କେତେ ଲୋକ ମୁଠେ ଖାଇବାକୁ ପାଉଛନ୍ତି ତ ଆଉ କେତେ ଲୋକଙ୍କ ପାଇଁ ମୁଠେ ଖାଇବାକୁ ପାଇବା ପାଇଁ ସ୍ୱପ୍ନ ପାଲଟିଛି । ଏହି ସମୟରେ ଅସହାୟଙ୍କୁ ସହଯୋଗର ହାତ ବଢାଇଛି ବଲାଙ୍ଗିର ଜିଲ୍ଲାର ଜନମଞ୍ଚ ସଂଗଠନ ।…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ : ସକ୍ରିୟ ମାମଲା ୨୩୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ ରହିଛି । ଜିଲ୍ଲାରେ ସକ୍ରିୟ ମାମଲା ୨୩୧୧ ରହିଥିବା କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୧୮, ଆଗଲପୁର ବ୍ଲକରୁ ୩୧, ବଲାଙ୍ଗିର ବ୍ଲକରୁ ୩, ବଙ୍ଗୋମୁଣ୍ଡା ବ୍ଲକରୁ ୧୫, ବେଲପଡ଼ା ବ୍ଲକରୁ ୨୧, ଦେଓଗାଁ…
Read More...

ମନମୁଣ୍ଡା ଡାକ୍ତରଖାନାରେ ସାମାଜିକ ଦୂରତାକୁ ଫୁ

ବୌଦ୍ଧ, (ମମତା ମହାକୁର) : କିଛିଦିନ ହେଲା ବୌଦ୍ଧ ଜିଲ୍ଲାରେ ଟୀକା ଅଭାବରୁ ଟୀକାକରଣ ବନ୍ଦ ଥିବାବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟୀକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟୀକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ…
Read More...