Monthly Archives

April 2021

ଶ୍ମଶାନ ସ୍ଥଳକୁ ଛଡେ଼ଇ ନେଲା ସିଆର୍‌ପିଏଫ୍‌ କାର୍ଯ୍ୟାଳୟ : ଜନ ଅସନ୍ତୋଷ ବଢ଼ୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିକଟସ୍ଥ ଗୋଫାର୍ମ ପାଖରେ ରହିଥିବା ଶ୍ମଶାନ ସ୍ଥଳକୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଛଡେ଼ଇ ନେବା ପରେ ଏବେ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଦୀର୍ଘ ୫୦ ବର୍ଷ ଧରି ଶାନ୍ତିପଡ଼ା,
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

କଟକ, (ଚକ୍ରବର୍ତୀ ଓତା) : କଟକସଦର ତଥା ୪୨ମୌଜାସ୍ଥ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବର୍ଷିୟାନ ଗାନ୍ଧିବାଦୀ ନେତା, ସମାଜସେବୀ, ବାଗ୍ମୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ଷ୍ଠତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପଟଣାସ୍ଥିତ ଆନନ୍ଦ ନୃସିଂହ ସ୍ମୃତି ଭବନ ଠାରେ
Read More...

କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ୱାଇ : ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଚାଲିଗଲେ ଶ୍ରବଣ । ମୃତ୍ୟୁ ବେଳକୁ ତା‌ଙ୍କୁ ୬୭ ବର୍ଷ ହେଉଥିବା ବେଳେ କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫୁସଫୁସରେ ପାଣି ଜମି
Read More...

ନର୍ଲା ବ୍ଳକରେ କରୋନା ପଜିଟିଭ ସଂଖ୍ୟା ୧୬୫କୁ ଛୁଇଁଲା : ସର୍ଗିଗୁଡା, ରୁପ୍ରା ଓ ଜାମ୍‌ପଦରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପ୍ରତ୍ୟହ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବ୍ଲକର ନର୍ଲା, ରୁପ୍ରାରୋଡ, ରୁପ୍ରା ଓ ପଲମ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିଡ ପରୀକ୍ଷଣ କରାଯାଉଛି । ନର୍ଲା ବ୍ଳକ ଅଞ୍ଚଳରେ ୩ଅଙ୍କରେ କରୋନା ପଜିଟିଭ
Read More...

ପୁଣି ମୁଣ୍ଡ ନେଲା କରୋନା : ସାହିତ୍ୟିକ ନରୋତ୍ତମ ସାହୁ ଆଉ ନାହାନ୍ତି

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବ. ସଂଗଠକ, ସାହିତ୍ୟିକ ନରୋତ୍ତମ ସାହୁ(୬୫) ଆଉ ନାହାନ୍ତି । ପାଟଣାଗଡ଼ ଅଂଚଳରେ ସେ ଜଣେ ବିଶେଷ ଜଣାଶୁଣା ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । କିଛି ଦିନ ହେଲା ସେ କରୋନା ସଂକ୍ରମିତ ହୋଇ ବୁର୍ଲା
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ : କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ
Read More...

କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲର ପ୍ରତିଷ୍ଠାତା ଶ୍ରୀରାମଚନ୍ଦ୍ର ସାହୁଙ୍କ ଦେହାନ୍ତ : ମୃତ ଶବକୁ ଗାଁ ପରିକ୍ରମା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆଝର ଗାଁର ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଓ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ବରିଷ୍ଠ ସମାଜ ସେବୀ ଶ୍ରୀରାମଚନ୍ଦ୍ର ସାହୁ(୮୦)ଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ସାହୁ ନିଜ
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ବାଙ୍ଗାଲୋରର ବିଜୟ ରଥ ବଜାୟ : ରାଜସ୍ଥାନକୁ ୧୦ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ବାଙ୍ଗାଲୋର

ପାଡ଼ିକଲଙ୍କ ବିସ୍ପୋରକ ଶକତ : ଆଇପିଏଲରେ ୬ହଜାର ରନ୍ କ୍ଲବରେ କୋହଲି ପ୍ରଥମମୁମ୍ବାଇ : ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ନିଜର ଅପରାଜେୟ ମାନ୍ୟତା ବଜାୟ ରଖିଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ୧୭୮ ରନର ଏକ ଲଢୁଆ ଲକ୍ଷ୍ୟ ରଖାଯ଼ାଇଥିଲେ
Read More...

ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ : ଚାପି ଆସୁଛେ କରୋନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ, ଚାପି ଆସୁଛେ କରୋନା । ଆମେ କାହାକେ ଡରାବାର୍‌ ଲାଗି ଏନ୍‌ତା ନେଇଁ କହେବାର୍‌, ସମ୍‌କର୍‌ ଜୀବନ୍‌ ସୁରକ୍ଷିତ୍‌ ରହୁ ବଲି ଏନ୍‌ତା କଥା ଟେ କହୁଛୁଁ । ଆଏଜ୍‌ ଗୁଟେ ଦିନେ ଦେଶ ଥି ୩ ଲାଖ୍‌ ୩୨ ହଜାର୍‌ ନୁ ଅଧ୍‌କା ନୂଆଁ
Read More...