Daily Archives

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ୟ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ଆଜି ସକାଳ ୮.୪୦ରେ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।…
Read More...

ଚାଲିଗଲେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୭୯ ବର୍ଷ ହୋଇଥିବା ବେଳେ ସେ ଗତ ୨ ବର୍ଷ ହେବ ଅସୁ‌ସ୍ଥ ଥିଲେ । ତେବେ ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା…
Read More...

ଶିଶୁ ସାହିତ୍ୟିକ ‌ସ୍ୱର୍ଗତ ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକାଅଶୀତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ସାହିତ୍ୟ ପତ୍ରିକା 'ଟିକି କାଇଁଚ' ଓ ଶିଶୁ ଅନୁଷ୍ଠାନ 'ଆସର'ର ମିଳିତ ଉଦ୍ୟମରେ ବିଶିଷ୍ଠ ଶିଶୁ ସାହିତ୍ୟିକ ‌ସ୍ୱର୍ଗତ ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକାଅଶୀତମ ଜନ୍ମଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ଆରମ୍ଭରେ ଟିକି କାଇଁଚର…
Read More...

ଚାଲିଗଲେ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ଗ୍ରାମ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର ମେଘ ୫୭ ବର୍ଷ ବୟସ ହୃଦଘାତରେ ୫୭ ବର୍ଷ ବୟସରେ ଆକସ୍ମିକ ବିୟୋଗ ହୋଇଯାଇଛି । ସ୍ଵର୍ଗତ ମେଘ ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ମନର ବ୍ୟକ୍ତିତ୍ୱ…
Read More...

ପିପିଲି ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ସ୍ଥଗିତ ହୋଇଥିବା ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ' ୧୩ ତାରିଖରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏପ୍ରିଲ ୨୬ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର…
Read More...

ଗୁଣ୍ଡୁରିସାହିରୁ ୩ ଅହିରାଜ ଉଦ୍ଧାରକରି : ପଦ୍ମତୋଳା ଅଭୟାରଣ୍ୟରେ ଛାଡିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିସାହି ଗ୍ରାମରୁ ୩ ଅହିରାଜ ସାପ ଉଦ୍ଧାର କରାଯାଇ ପଦ୍ମତୋଳା ଅଭୟାରଣ୍ୟରେ ଛଡା ଯାଇଛି । ସୂଚନା ମତେ ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ଦୁଇଟି ଅହିରାଜ ସାପ ଗୁଣ୍ଡୁରିସାହି ଗାଁ ମୁଣ୍ଡରେ…
Read More...

ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୬୪ : ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୩୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା…
Read More...