Daily Archives

କଳାହାଣ୍ଡିରେ କଳାପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କଲେ କୋଶଲ ସଂଗ୍ରାମୀ

କଳାହାଣ୍ଡି, (ଭାରତ ବିଶି) : ଉତ୍କଲ ଦିବସରେ କଳାପାତକା ଦେଖାଇଲେ କଳାହାଣ୍ଡି କୋଶଲ ସଂଘ । ସୁବାଷ ବଗର୍ତ୍ତି, ପପୁ ସେନାପତି, ଦାମୋଦର ବର୍ଗତ୍ତି, ଦୁଷ୍ମନ୍ତ ସାହୁ, ନିତେଶ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କଳାଦିବସ ପାଲନ କରିଛନ୍ତି । ପଶ୍ଚିମାଞ୍ଚଳର ୧୦ ଜିଲ୍ଳା ଆଉ ଗୋଟେ ବ୍ଳକର କୋଟି…
Read More...

ବାଞ୍ଜିପାଲିରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ଥାନା ଘେରାଉ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲା‌ଙ୍ଗିର ଜିଲା ଲୋଇସିଂହା ଥାନା ଅଧିନ ବୁର୍ଡା ପଂଚାୟତର ବାଞ୍ଜିପାଲି ଗାଁରେ ଗାଧୋଇବାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ମାମଲା ଥାନାକୁ ଆସିଥିବା ବେଳେ ଅଭିଯୁକ୍ତକୁ ଗିରଫ ଦାବୀ ନେଇ ଗୁରୁବାର ଶତାଧିକ ଲୋକେ ଲୋଇସିଂହା ଥାନା…
Read More...

ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନର ୮୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ତେବେ ଆଜିର ଏପ୍ରିଲ ୧ ତାରିଖରେ ସମଗ୍ର ଓଡ଼ିଶା ପୋଲିସ ତାର ସ୍ୱତନ୍ତ୍ର ପରିଚୟ ପାଇଥିଲା ଯାହାକୁ ନେଇ ଆଜିର…
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ବାଟିକା ଓ ବିଦ୍ୟା ମନ୍ଦିର ସ୍ତରୀୟ ଅଭିଭାବକ ବୈଠକ ପ୍ରଧାନ ଆଚାର୍ୟ୍ୟ ସନାତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ରମବର୍ଦ୍ଧିଷ୍ଣୁ କରୋନା ମହାମାରୀ ପରିପ୍ରେକ୍ଷୀରେ…
Read More...

ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଂସ୍କୃତି ଭବନ ପ୍ରେକ୍ଷାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ…
Read More...

ଢେରାଡୁନରେ ରାଜ ପରିବାର ପକ୍ଷରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୩୧.୦୩.୨୦୨୧ରେ ଢେ଼ରାଡୁନରେ ରାଜ ପରିବାର ପକ୍ଷରୁ ଗୁରୁଜୀ ଶିବବାଳା ଯୋଗୀଙ୍କ ଆଶ୍ରମରେ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜନ୍ଦ୍ରେ ନାରାୟଣ ସିଂହଦେଓଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳନ ହୋଇଥିଲା । ପୁତ୍ର ଓଡିଶା ରାଜ୍ୟ…
Read More...

ଏପ୍ରିଲ ୧ ତାରିଖକୁ କଳା ଦିବସ ଭାବେ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା, ବଲାଙ୍ଗୀର ଜିଲ୍ଲା କଚେରୀ ଛକ ସମ୍ମୁଖରେ ଏପ୍ରିଲ ୧କୁ କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି । ୧୯୩୬ ମସିହାରେ କୋଶଲକୁ ଜବରଦସ୍ତି ଉତ୍କଳରେ ମିଶ୍ରଣ କରାଯାଇଛି ଓ କୋଶଲାଂଚଳକୁ ସବୁ କ୍ଷେତ୍ରରେ ଶୋଷଣ କରାଯାଉଛି । କୋଶଲାଞ୍ଚଳରେ ମାଟି…
Read More...

ଏପ୍ରିଲ ୧କୁ କଳା ଦିବସ ଭାବେ ପାଳିଲା କୋଶଲ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ୧ ‘ଉତ୍କଳ ଦିବସ’କୁ କଳା ଦିବସ ଭାବେ ପାଳନ କରିଛି କୋଶଲ ସେନା । ଏହି ଅବସରରେ କୋଶଲ ସେନା ପକ୍ଷରୁ ଏକ ର‍୍ୟାଲିର ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ମହାଦେବ ମନ୍ଦିର ଛକରୁ ର‍୍ୟାଲିରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ପହଂଚିଥିଲା ।…
Read More...

ଆଜିଠୁ ମିଳୁଛି ଓଟିଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ

ଭୁବନେଶ୍ୱର : ଆସ‌ନ୍ତା ଏପ୍ରିିଲ ୯ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଆଜିଠାରୁ ଅଫିସିଆଲ୍ ପୋର୍ଟାଲରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅପଲୋଡ୍ କରାଯାଇଛି । ତେବେ ପ୍ରାର୍ଥୀମାନେ ସେମାନଙ୍କ ପଞ୍ଜୀକରଣ ନମ୍ବର ଏବଂ ଇ-ମେଲ୍…
Read More...

ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର : ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଭିମସାରର ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲା କିର୍ବା ଛକରେ ଥିବା ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଭିମସାରର ୫୦ ଛାତ୍ରଛାତ୍ରୀ ଖାଦ୍ୟ ଖାଇ ଫେରିବା ପରେ ସେମାନେ ଅସୁସ୍ଥ…
Read More...