Monthly Archives

March 2021

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଓସିଏ ଭିଜନ ୨୦୨୪ : ପ୍ରଥମ ମ୍ୟାଚରେ ଗାନ୍ଧିନଗର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ଦିବସରେ ଗାନ୍ଧିନଗର କ୍ରିକେଟ ଦଳ ଓ ଏମସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧିନଗର ଦଳ ପ୍ରଥମେ ବ୍ୟାଟିଂ କରି ୪୨.୪ ଓଭରରେ ସମସ୍ତ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ମ୍ୟାଚରେ ବ୍ଲୁ ଡ଼ାଇମଣ୍ଡ କ୍ଲବର…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସଂଘର ଉପ ସଭାପତି
Read More...

ସିଆରଏଫ ପକ୍ଷରୁ ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଆୟୋଜିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଆଇଜିପି ଓଡିଶା ବିଭାଗ ସିଆରପିଏଫଙ୍କ ଦ୍ୱାରା ଦିଶା ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ସିଆରପିଏଫ ଯବାନ ମାନଙ୍କ ତରଫରୁ ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା ଏବଂ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଏବେ ଜିଲ୍ଲାରେ ଏକ୍ଟିଭ ଆକ୍ରାନ୍ତ ସଂଖ୍ୟା ୮ ରହିଥିବା କୁହାଯାଇଛି।
Read More...

ସୋହେଲା ସାହିତ୍ୟ ସଂସଦର ସାରସ୍ବତ ଆସର ଉଷନେକ୍-୨୧ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ସଂସ୍କୃତି ଭବନ ଠାରେ ସୋହେଲା ସାହିତ୍ୟ ସଂସଦର ସାରସ୍ବତ ଆସର ଉଷନେକ୍-୨୧ ସାହିତ୍ୟିକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ ଚେୟାରମ୍ୟାନ୍ ଜୀବର୍ଦ୍ଧନ ବରିହା, ସମ୍ମାନିତ
Read More...

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଆଦର୍ଶ ପୋଖରୀ ହୀରାସାଗର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଜନାଦୃତ କିମ୍ବଦନ୍ତୀ ଅନୁଯାୟୀ ୬ କୋର ବନ୍ଧ (ପୋଖରୀ) ୯ କୋର ତୋଟା ରହିଥିବା ବେଳେ କେତେକ ପୁରୁଣା ପୋଖରୀର ରକ୍ଷଣାବେକ୍ଷଣ ଶୁନ୍ ଥିବା ହେତୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି ।
Read More...

ଚାଷୀଙ୍କୁ ଟୋକନ ମାଡ ପରେ ବିଦ୍ୟୁତ ଲାଇନ ମାଡ, ସର୍ବସ୍ବାନ୍ତ ଚାଷୀ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଅବସ୍ଥିତ ଝାରବନ୍ଧ ବ୍ଲକର ବିଲାପୁର, ଡଭା, ଛେଟଅନକି, କୁର୍ଲୁପାଲି, ଭଁଏଷାଧରା, ଜଗଦଲପୁର, କନ୍ଦାଡଙ୍ଗର, ଭଣ୍ଡାରପୁରୀ, ଲଉଡିଧରା ଆଦି ଗ୍ରାମ ପଞ୍ଚାୟତ ମାନଙ୍କରେ ବିଜୁ କୃଷକ ଯୋଜନାରେ ଡିପ୍ ବୋରୱେଲ
Read More...

ଉଦ୍ୟାନ କୃଷି ବିଭାଗରେ ମହା ଘୋଟାଲା : ଚଞ୍ଚକତା କରି ଅଧିକାରୀ ମାଲାମାଲ୍, ହିତାଧିକାରୀ କାଙ୍ଗାଲ

ବୌଦ୍ଧ, (ବଂଶୀଧର ମାଝୀ) : ଉଦ୍ୟାନ କୃଷି ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ ଫଳ ବଗିଚା ପ୍ରକଳ୍ପ କରିବା ପାଇଁ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି ।
Read More...

ଇମ୍ପେକ୍ଟ ଇଣ୍ଡିଆର ଲାଇଫ ଲାଇନ ଏକ୍ସପ୍ରେସ ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱର ପ୍ରଥମ ହସପିଟାଲ ଟ୍ରେନ କୁହାଯାଉଥିବା ଲାଇଫ ଲାଇନ ଏକ୍ସପ୍ରେସ ବଲାଙ୍ଗିର ରେଳ ଷ୍ଟେସନ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପର୍ୟ୍ୟାୟ କ୍ରମେ ମୋତିଆବିନ୍ଦୁ ଓ ଆଖିର ପରୀକ୍ଷଣ, କଟା ଫଟା ଓଠର ଅସ୍ତ୍ରୋପ୍ରଚାର, କାନର ଶ୍ରବଣ
Read More...